Browsing Category

ଭିଡିଓ ଖବର

(Video) ପୃଥିବୀ ପାଇଁ ବଡ଼ ବିପଦ! ସୂର୍ଯ୍ୟରେ ହେଉଛି ବିସ୍ଫୋରଣ, ଆହୁରି ବଢ଼ିଯିବ ତାତି, ସତ ହେବ କି ବୈଜ୍ଞାନିକଙ୍କ କଥା..

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ଜାରି କରିଥିବା ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଅସହ୍ୟ…

(Video) ଟିକେଟ ନ ମିଳୁ… ସିଧା କେନ୍ଦ୍ରରେ ଲଢିବେ ଶ୍ରୀମୟୀ ମିଶ୍ର! ପଛରେ ପଡ଼ଯିବେ କି ସୁଲତା ଦେଓ?

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ସରିଯାଇଛି । ଓଡ଼ିଶାର ସମସ୍ତ ଲୋକସଭା ଏବଂ ବିଦାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜୁ ଜନତା ଦଳ । କିନ୍ତୁ ଆରମ୍ଭରୁ…

(Video) ମିଳୁନି ଘର କି ସରକାରୀ ସହାୟତା: ନିର୍ବାଚନ ଜିତି ବି ଛେଳି ଚରାଉଛନ୍ତି ମିନର୍ଭା

ପୁରୀ: ନିର୍ବାଚନ ଜଣେ ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ଅନେକ ସମୟରେ ଲୋକମାନଙ୍କ ମନରେ ଥିବା ଏହି ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଯାଏ । ଯାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ରାଜନୀତି ଲଢେଇରେ ବିଜୟୀ ହୋଇଥିବା…

(Video): ଶାଢ଼ୀ ଦୋକାନରେ ଷଣ୍ଢଙ୍କ ଉତ୍ପାତ, ଛାରଖାର୍ କରିଦେଲେ ପୁରା ଦେକାନ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ରାସ୍ତାଘାଟରେ ଷଣ୍ଢ ଦେଖିଥାଉ । ଷଣ୍ଢ ପାଇଁ ସମସ୍ତଙ୍କ ମନରେ ଡର ରହିଥାଏ । ବିଶେଷ କରି ରାସ୍ତାରେ କେଉଁଠି ଷଣ୍ଢ ଲଢ଼େଇ ହେଉଥିଲେ ଦୂରେଇ ରହିବା ହିଁ ଉଚିତ । ସେମାନେ କ୍ରୋଧ ବଶତଃ…

(Video) ଦ୍ୱନ୍ଦ୍ୱ ବଢ଼ାଇଲା ନୂଆ ଟେକ୍ନୋଲୋଜି: କର୍ମଚାରୀ ଯେତେ ଥର ଶିଟରୁ ଉଠିବେ, ଦରମାରୁ କଟିଯିବ ସେତିକି ଅର୍ଥ?

ନୂଆଦିଲ୍ଲୀ: ସାଧାରଣ ଭାବେ କିପରି ନିଜର ବେତନ ବଢ଼ିବ ସେନେଇ ସମସ୍ତ କର୍ମଚାରୀମାନେ ସର୍ବଦା ଚିନ୍ତିତ ରହିଥାନ୍ତି । ଠିକ୍ ସେହିପରି ବିଭିନ୍ନ ସଂସ୍ଥାର ମାଲିକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।…

(Video): ପ୍ରତିଦିନ ଟ୍ରେନ ବାଟକୁ ଚାହିଁ ବସିଥାଏ କୁକୁର ! ଟ୍ରେନ୍ ଡ୍ରାଇଭର ଓ କୁକୁରର ବନ୍ଧୁତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି…

ଓଡ଼ିଶା ଭାସ୍କର: ଏହି ସ୍ୱାର୍ଥପର ଦୁନିଆରେ ରହିବା ବହୁତ କଷ୍ଟ । ଯେଉଁଠି ଟିକିଏ ଆପଣାପଣ କିମ୍ବା ଭଲପାଇବା ମିଳିଯାଏ ମନ ସେଇଠି ଆପେ ଆପେ ଟାଣି ହୋଇଯାଏ । ସେ ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ । କୁକୁରକୁ ସବୁଠାରୁ…

(Video) ସୂର୍ଯ୍ୟ ପୃଷ୍ଠର ଅଦ୍ଭୂତ ଦୃଶ୍ୟ! ୧୦ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭୀଷଣ ଧମାକା, ESA ଜାରି କଲା ଭିଡିଓ

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓ ଜାରି କରିଛି । ଉକ୍ତ ଭିଡିଓରୁ ଆମର ତାରାମାନଙ୍କର ଗତିବିଧି ଓ ସରଞ୍ଚନା ବିଷୟରେ ଅନେକ ଗୁଢ଼…

(Video) ତରଭୁଜକୁ ଲାଲ ଓ ମିଠା କରିବାପାଇଁ ଏମିତି ଇଞ୍ଜେକ୍ସନରେ ଦିଆଯାଉଛି ବିଷାକ୍ତ ରଙ୍ଗ ..ହେଇଯାନ୍ତୁ ସାବଧାନ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଅର୍ଥ ତରଭୁଜ ଋତୁ। ଏହି ଋତୁରେ ଏହି ଫଳ କୁ ବହୁତ ଖାଆଯାଇଥାଏ। ଏହାର ଅନେକ ଫାଇଦା ମଧ୍ୟ ରହିଛି। ଏଥିରେ ୯୨% ପାଣି ଓ ୬% ଚିନି ଥାଏ । ଫାଇବରରେ ଭରପୂର ଥିବାରୁ ଖରାଦିନେ ତରଭୁଜ ଅଧିକ…

(Video)ସାପ କାମୁଡାରେ ମୃତ ଯୁବକଙ୍କୁ ରସିରେ ବାନ୍ଧି ଗଙ୍ଗାରେ ବୁଡାଇ ରଖିଲେ ପରିବାର, ଆଉ ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବୁଲନ୍ଦସହର: ଉତ୍ତରପ୍ରଦେଶ ବୁଲନ୍ଦ ସହରରୁ  ଅନ୍ଧବିଶ୍ୱାସର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସାପ କାମୁଡାରେ ମୃତ ଯୁବକକୁ ଜୀବିତ କରିବା ଆଶାରେ ପରିବାର ଓ ଗ୍ରାମବାସୀ ଶବକୁ ରସିରେ ବାନ୍ଧି ଗଙ୍ଗା ନଦୀରେ ଲଟକାଇ…

(Video) ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ବିରିୟାନୀରେ ବ୍ୟବହାର କରାଯାଉଛି କି ବିଲେଇ ମାଂସ, ଚୋରି ଘଟଣା ବଢ଼ାଇଲା ସନ୍ଦେହ

ନୂଆଦିଲ୍ଲୀ: ଆଜିର ସମୟରେ ବିରିୟାନୀ ଅନେକ ଲୋକଙ୍କର ମନପସନ୍ଦର ଖାଦ୍ୟ ଅଟେ । ବିଶେଷ କରି ଘରଠାରୁ ଦୂରରେ ରହୁଥିବା, କୌଣସି ଅଫିସରେ କାମ କରୁଥିବା ଯୁବପୀଢ଼ିମାନେ ଗଳିକନ୍ଦିରେ ପସରା ମେଲାଇଥିବା ଠେଲା ବେପାରୀଙ୍କ ଠାରୁ…