Browsing Category

City News

ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ

ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ । 11 ଟି ଜିଲ୍ଲାରେ 17 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି।…

ଭୁବନେଶ୍ବରରେ ମାଳମାଳ ବନ୍ଧୁକ, 6 ଟି ବନ୍ଧୁକ ସହ 5 ଜଣଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ବର: ବନ୍ଧା ହେଲେ ବନ୍ଧୁକ ବେପାରୀ । 6 ଟି ବନ୍ଧୁକ ଜବତ ସହ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 3 ଜଣ ୟୁପିର, ଜଣେ ମଧ୍ୟପ୍ରଦେଶ ଓ ଜଣେ ସାଲେପୁରର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ…

ଯାଜପୁରରେ ଡ଼ାଇରିଆ ଆତଙ୍କ, 16 ତାରଖ ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ

ଯାଜପୁର: ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ ।  ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ…

ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ

ସୋର: କୁଚିଆକୋଇଲି ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ । ତେବେ ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ…

ସେଦିନ ଥିଲା ଜୁନ୍ 12, 2024…ହଟିଥିଲେ 25 ବର୍ଷର ସରକାର, ଆଉ ଆସିଥିଲେ ମୋହନ ସରକାର

ଭୁବନେଶ୍ବର: ସେଦିନ ଥିଲା ଜୁନ୍ 12, 2024 । 25 ବର୍ଷର ଇତିହାସରେ ସେଦିନ ପଡ଼ିଥିଲା ଯବନିକା । ଆଉ ରାଜ୍ୟ ଦେଖିଥିଲା ତାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ । ଗୋଟିଏ…

ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’, ଜମିଲା ଦର୍ଶକଙ୍କ ଭିଡ଼

ଭୁବନେଶ୍ବର: ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ' । ଓଡ଼ିଶା ଇତିହାସରେ ପ୍ରଥମ ଥର ମିଡ ନାଇଟ ଶୋ’ ରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୁତ'। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ…

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ

କଟକ: ରାଜ୍ୟରେ +୩ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଜାଇଛି…

ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: IAS ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ

ମାଲକାନଗିରି: ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ମାଲକାନାଗିରି SDJM କୋର୍ଟ । 50 ହଜାର ଟଙ୍କାର 2ଟି ମୁଚାଲିକା…

ଦୁଇ ବାଇକ ମୁହାଁମୁହିଁ ଧକ୍କା: 2 ମୃତ, ଜଣେ ଗୁରୁତର

ଅନୁଗୁଳ: 2 ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା 2 ଜଣଙ୍କ ଜୀବନ । ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ…

ଏଥର ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ: ଆଜିଠୁ କମିବ ତାତି, ବଢିବ ବର୍ଷା

ଭୁବନେଶ୍ବର: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ବର୍ଷାରେ ଭିଜିବ ରଜ ।  ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା । ଦିନର ତାପମାତ୍ରା ଆଜିଠୁ 2ରୁ 3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ…