fbpx
Browsing Category

City News

ଦେହ ଦେଖାଇ ଲୁଟୁଛନ୍ତି ଯୁବତୀ, ଟଙ୍କା ପାଇଁ ଧମକାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୁଟିବାର ନୂଆ କୌଶଳ । ଆଗରୁ ଶୁଣିବାକୁ ମିଳୁଥିଲା ‘ହନି ଟ୍ରାପ୍’ ବୋଲି ଶବ୍ଦଟିଏ । ଏହାର ଅର୍ଥ ଜଣଙ୍କୁ ଫସାଇବା ପାଇଁ ସୁନ୍ଦରୀ ଯୁବତୀଙ୍କୁ ନିୟୋଜିତ କରାଯିବା । କିନ୍ତୁ ଏଭଳି ଘଟଣାଟିଏ…

ଭର୍ଚୁଆଲ୍ ମୋଡ୍ ରେ ଲୋକାର୍ପିତ ହେଲା ‘ସ୍ୱପ୍ନା ଟିଭି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାଜ୍ୟ ଗଣମାଧ୍ୟମ ଜଗତକୁ ପ୍ରବେଶ କରିଛି ଆଉଏକ ଚାନେଲ୍ । ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ ହୋଇଯାଇଛି ‘ସ୍ୱପ୍ନା ଟିଭି’ । ଓଡ଼ିଶା ବିଧାନସଭାର…

ବାଲୁକା ଶିଳ୍ପୀ ସତ୍ୟଙ୍କ ଅନନ୍ୟ କଳାକୃତି, ୧୦୯୭ ବୋତାମରେ ନିର୍ମାଣ କଲେ ୧୧ ଇଞ୍ଚର ନନ୍ଦିଘୋଷ ରଥ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନିଆରା କଳାକୃତି ଦେଖିବାକୁ ମିଳିଛି । ସେ ଚଳିତ ରଥଯାତ୍ରା ଅବସରରେ ୧୦୯୭ ବୋତାମରେ ନିର୍ମାଣ…

କରୋନା ପରେ ସ୍ମାର୍ଟ ସିଟିରେ ଡେଙ୍ଗୁ ଟେନ୍‌ସନ୍, ଘର ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ସଚେତନତା କରିବ ବିଏମ୍‌ସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏବେ ରାଜଧାନୀରେ ଡେଙ୍ଗୁ ମୁକାବଲା ପାଇଁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଏବେ ଘର ଘର ବୁଲି ସହରବାସୀଙ୍କୁ ସଚେତନତା କରୁଛି ବିଏମ୍‌ସି । ଡେଙ୍ଗୁର ଲକ୍ଷଣ ସହ…

‘ପ୍ରେମ ଏକ କୀଳା’ ପାଇଁ ଅଡୁଆରେ ବାପୁ ପଣ୍ଡା, ତେଜିଲା ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ ଖୁବ୍ ପ୍ରାଚୀନ ଓ ସମୃଦ୍ଧ । ଏଥିପାଇଁ ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା । ଏହାର ଗୀତରୁ ମଧୁ ଝରେ । ଶ୍ରୋତା ବିମୁଗ୍ଧ ହୋଇପଡ଼େ ଆମ ଭାଷାର…

ଜୁଲାଇରେ ସରିବ ରାଜଧାନୀରେ ଟିକାକରଣ, ଜାଣନ୍ତୁ କଣ କହିଲେ କମିସନର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହୋଇଗଲାଣି ରାଜ୍ୟ ଓ ରାଜଧାନୀ । ଏଥିପାଇଁ ବ୍ୟାପକ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ୱ । ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୫ଲକ୍ଷ ଡୋଜ ଟିକା ଦିଆସାରିଛି…

‘ପଖାଳ’ ବଢ଼ାଏ ଶକ୍ତି, AIIMSର ନୂଆ ଅଧ୍ୟୟନରୁ ଆହୁରି କଣ ଜଣାପଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ…

ପ୍ରେମର ଜୀବନ୍ତ ପ୍ରତିମୂର୍ତ୍ତି ‘ଗୀତାଞ୍ଜଳି-ଗୌତମ’, ଜାଣନ୍ତୁ ପୂରା ଘଟଣା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଖିରେ ଆଖିରେ ପ୍ରେମ । ଆଞ୍ଜୁଳାଏ ସ୍ୱପ୍ନ । ଅସରନ୍ତି ଭରସା ଆଉ ହୃଦୟ ଭରି ପ୍ରେମ । ଇସାରା ଇସାରାରେ କଥାବାର୍ତ୍ତା ପରେ ପ୍ରେମରୁ ବାହାଘର । ଏମିତି ଜୀବନ ସାଥୀ ହୋଇଛନ୍ତି ଦୁଇ ପ୍ରାଣୀ ।…

‘ଉଲଗ୍ନ କରି ଶ୍ୱଶୁର-ଦିଅର ଆଗରେ ମାଡ଼ ମାରୁଛନ୍ତି ସ୍ୱାମୀ, ଶୁଣୁନି ପୋଲିସ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ୱଶୁର-ଦିଅର ଆଗରେ ଉଲଗ୍ନ କରି ମୋ ସ୍ୱାମୀ ମୋତେ ମାଡ଼ ମାରିଲେ । ଚୁଟି ଘୋଷାରି ପ୍ରବଳ ମାଡ଼ ମାରିଲେ । ମାରିକି ମୋ ମୁଣ୍ଡ ଫଟେଇ ଦେଲେ । ତା ପରେ କିରୋସିନି ଢାଳି ମାରିବାକୁ ଉଦ୍ୟମ କଲେ ।…

‘ପ୍ରେମ ଥିଲା, କିନ୍ତୁ ପ୍ରିୟଦର୍ଶିନୀ ସହ ତିକ୍ତତା କାହିଁକି ହେଲା ଜାଣିନି’… କହିଲେ ଜଗନ୍ନାଥଙ୍କ ମା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରିୟଦର୍ଶିନୀ ଓ ଜଗନ୍ନାଥଙ୍କ ମଧ୍ୟରେ ରହିଥିଲା ପ୍ରେମ । ତେବେ ପ୍ରିୟଦର୍ଶିନୀଙ୍କ ବିବାହ ପରେ ସେଥିରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । କିନ୍ତୁ ଗତବର୍ଷ ଲକଡାଉନ୍ ସମୟରୁ ପୁଣି ଆରମ୍ଭ…