Browsing Category
City News
ଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନ ୬ ଦିନିଆ ଓଡିଶା…
ମହାପ୍ରଭୁଙ୍କ ଦର୍ଶନରୁ ପୁଣି ବଞ୍ଚିତ ହେବେ ଶ୍ରଦ୍ଧାଳୁ: ପ୍ରତି ଶନି-ରବି ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ, (ଭାସ୍କର ନ୍ୟୁଜ୍): ପୁଣି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ହେବେ ବଞ୍ଚିତ । ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ୍ ଉଠାଇ ଦିଆଯାଇଥିବା ବେଳେ ପୁରୀସ୍ଥିତ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ…
୧୨ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଫିଲ୍ମ ସିଟି, ଜାଣନ୍ତୁ କେଉଁଠି…
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଯମୁନା ଅଥୋରିଟି କ୍ଷେତ୍ରରେ ପ୍ରସ୍ତାବିତ ଫିଲ୍ମ ସିଟି ପାଇଁ ସିବିଆରଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଡିିଆରରେ ଯୋଗୀ ସରକାର ମୋହର ମାରିଛନ୍ତି । ଏକ ହଜାର ଏକର ଜମିରେ ଫିଲ୍ମ ସିଟି…
ଆଜି ଶ୍ରୀମନ୍ଦିରରେ ମହାବାହୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ
ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତଥି ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ ରହିବ । ଶ୍ରୀବିଗ୍ରହଙ୍କ…
ଅଗଷ୍ଟ ୨୩ରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା
କଟକ,(ଭାସ୍କର ନ୍ୟୁଜ): ଆସନ୍ତା ୨୩ ତାରିଖରୁ ପୁଣି ଥରେ ଏଲ୍ଏଲ୍ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲ୍ଏଲ୍…
୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୪ଘଂଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,…
ବିସ୍ଥାପିତ ବସ୍ତିରେ ’ସ୍ଵାଧୀନତା’ର ସଙ୍ଗୀତ ଗାନ, କଟକରେ ଏମିତି ପାଳିଲେ ସମାଜସେବୀ
ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ଦେଶ ପାଳିଛି ଏହାର ୭୫ତମ ସ୍ଵାଧୀନତା ଦିବସ। ଖୁବ ହର୍ଷ ଉଲ୍ଲାସର ସହିତ ସବୁଠି ଶୁଭିଛି ଜନ-ଗଣ-ମନ... ସଂଗୀତର ସୁର। ମହାମାରୀ କରୋନା ଲାଗି କଟକଣା ମଧ୍ୟରେ ପାଳିତ ହୋଇଛି ସ୍ଵାଧୀନତାର…
ତିନିରଙ୍ଗେ ସଜେଇ ହୋଇଛି କମିସନରେଟ୍ ପୋଲିସ୍ କାର୍ଯ୍ୟାଳୟ, ଲାଗିଛି ଗହଳି
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଵାଧୀନତା ଦିବସ ପାଇଁ ନୂଆ ରୂପରେ ସଜେଇ ହୋଇଛି କମିସନରେଟ୍ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ। ତିରଙ୍ଗା ସମାନ ତିନି ରଙ୍ଗରେ ଆଲୋକମାଳା ଖୁବ୍ ଆକର୍ଷଣୀୟ ହୋଇପାରିଛି। ଖାଲି ସେତିକି ନୁହେଁ…
ଦର୍ଶନ ଦେବେ ଶ୍ରୀଜିଉ, ପୁରୀବାସୀ ଉତ୍ସାହିତ
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ଦର୍ଶନ ଦେବେ ମହାବାହୁ। ସୋମବାରଠୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀବାସିନ୍ଦା। ଏଥିପାଇଁ ପୁରୀ ପ୍ରଶାସନ ସ୍ୱତନ୍ତ୍ର ନିୟମ କରିଛି। ୱାର୍ଡ ଅନୁସାରେ ଲୋକଙ୍କୁ…
ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ରୋକିବାରେ ସରକାର ଫେଲ୍: ବିଜେପି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଡେଙ୍ଗୁରୋଗ ବ୍ୟାପୁଛି କାହାପାଇଁ? "ଡେଙ୍ଗୁ’ ପ୍ରତି ‘ମୋ ସରକାର’ଙ୍କ ଅଣଦେଖା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ୱରରେ ବହୁ ସଂଖ୍ୟକ ଲୋକେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ ଅନେକ…