Browsing Category

City News

ଟ୍ରକ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ

ସମ୍ବଲପୁର: ଅଇଁଠାପାଲି ଥାନା ଅଞ୍ଚଳରେ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ମୃତ ଡାକ୍ତରଙ୍କ…

ଗାଧୋଇବା ବେଳେ ଦୁଇ ଇଞ୍ଜିନିୟର ବୁଡ଼ିଯିବା ଘଟଣା: ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: କାଠଯୋଡି ନଦୀରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟର ବୁଡ଼ିଯିବା ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ । ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କଲେ NDRF ଟିମ୍ । ଗତକାଲି ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ…

ପୁଣି ଟ୍ରେନ ହେଲା ଲାଇନଚ୍ୟୁତ, ଚଳାଚଳ ବାଧାପ୍ରାପ୍ତ

ସୁନ୍ଦରଗଡ଼: ପୁଣି ଟ୍ରେନ ହେଲା ଲାଇନଚ୍ୟୁତ । ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଖବର ଅନୁଯାୟୀ, ଏହି ଲୁହାପଥର ବୋଝେଇ ଟ୍ରେନଟି…

ମଝିରେ ଆଉ ଗୋଟିଏ ଦିନର ସମୟ, ଆସନ୍ତା ୧୫ ପିଏମ୍‌ ଆବାସ ପଞ୍ଜୀକରଣ ଶେଷ ତାରିଖ

ଭୁବନେଶ୍ବର: ପିଏମ ଆବାସ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୧୫ ପିଏମ୍‌ ଆବାସ ପଞ୍ଜୀକରଣ ଶେଷ ତାରିଖ ରହିଛି । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି…

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ, ମାଣ୍ଡିଆ ଲଡ଼ୁ ବାଣ୍ଟିଲେ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରାଯାଇଛି । ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଶୁଭାରମ୍ଭ କଲେ ଗଣ ଶିକ୍ଷା ମନ୍ତ୍ରୀ । ଉମରକୋଟରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲାଙ୍କୁ ଲଡ଼ୁ ବାଣ୍ଟିଲେ ।…

Breaking: କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ଘଟଣା, ୩ଟି ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର: କାଲି କହିଥିଲେ ଆକ୍ସନ ନେବେ। ଆଉ ଆଜି ଆରମ୍ଭ କଲେ। ହଁ ଆମେ କହୁଛୁ ଗତକାଲି କଂଗ୍ରେସର ବିକ୍ଷୋଭ ସମୟର କଥା। ଯେତେବେଳେ କି ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। କଂଗ୍ରେସର ବିକ୍ଷୋଭ ବେଳେ ହିଂସାକୁ ନେଇ…

“କଂଗ୍ରେସର ବିକ୍ଷୋଭ ବେଳେ, ଆକ୍ରମଣ କରିଥିବା ଲୋକ କଂଗ୍ରେସ ଦଳର ନୁହଁନ୍ତି”

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଦେଖାଦେଇଥିଲା ଘମାଘୋଟ ଯୁଦ୍ଧ। ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଫାଇଟ୍। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସର ଲାଠିମାଡ଼। ସେପଟେ ପୋଲିସ ଉପରକୁ ଢେଲା…

“ଆଜି ଆନ୍ଦୋଳନରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ ସମସ୍ତଙ୍କୁ ଗିରଫ କରାଯିବ”

ଭୁବନେଶ୍ୱର: ଆଜି ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ। ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ଜନ ସମୂଦ୍ର। କଂଗ୍ରେସର ଆନ୍ଦୋଳନ ପ୍ରଥମରୁ…

Breaking: ଅଟକ ନେତାଙ୍କୁ ଛାଡ଼ିଦେଲା ପୋଲିସ, ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଲେ ପିସିସି ସଭାପତି

ଭୁବନେଶ୍ୱର: ଶାନ୍ତ ପଡ଼ିଲା ପରିସ୍ଥିତି। ଦିନ ତମାମର ଆନ୍ଦୋଳନ ପରେ ଅଣାୟତ୍ତ ସ୍ଥିତିକୁ ଆୟତ୍ତକୁ ଆଣିଲେ ପୋଲିସ କର୍ମଚାରୀ। ଏହାସହ ଆନ୍ଦୋଳନ ସ୍ଥଳରୁ ଯେଉଁସବୁ ନେତା ଓ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ। ଏବେ…

Breaking: ପୋଲିସର ଲାଠି ମାଡ଼ରେ ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ, ଆନ୍ଦୋଳନକାରୀଙ୍କ ମୁଣ୍ଡରୁ ବୋହିଲା ଧାର ଧାର ରକ୍ତ !

 ଭୁବନେଶ୍ୱର: ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ। ଆଜି ଲୋୟର ପିଏମଜି ପାଲଟିଥିଲା ରଣକ୍ଷେତ୍ର। ପୋଲିସ ଓ କଂଗ୍ରେସର ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲା ପେଲା ସହ ପଥର ମାଡ଼଼, ତା ସାଙ୍ଗକୁ ପୋଲିସର ଲାଠି ଚାର୍ଜ। ଏସବୁ…