Browsing Category

ରାଜ୍ୟ

ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଦମ୍ଭ, ଶେଷରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ ଲେଖା

ପୁରୀ: ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା 'ଜଗନ୍ନାଥ ଧାମ'…

“ବିଜେପି କିଛି କଲେ ଆମେ ତ ପ୍ରଶ୍ନ କରୁନୁ, ତାହାଲେ ଦୀଘା ଉପରେ ବିଜେପିର ଏତେ ରାଗ କାହିଁକି”?

ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ। କିଛି ଦିନର ରାଜନୈତିକ ତର୍କ ବିତର୍କ ଭିତରେ ଆଜି ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ମୁହଁ ଖୋଲିଛନ୍ତି ତା ନୁହେଁ, ବିଜେପି ଉପରେ ଖୁବ୍…

ନାବାଳିକାକୁ ଦୁଷ୍କର୍ମ ପରେ, ୩ ମହଲା ଛାତରୁ ତଳକୁ ଡ଼େଇଁ ପଡ଼ିଲା ଅଭିଯୁକ୍ତ

ରାଉରକେଲା: ଚିନ୍ତା ବଢ଼ାଇଲାଣି ରାଉରକେଲା। ପୁଣି ଥରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରିଛି ସେହି ଗାଁର ପିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା…

ଦୀଘା ମନ୍ଦିର ପ୍ରତିଷ୍ଠା ପରେ ତେଜୁଛି ବିବାଦ, କିଏ କରୁଛି ପୁରୀ ଜଗନ୍ନାଥ ଧାମକୁ ବଦନାମ?

ପୁରୀ: ପୁରୀ ଜଗନ୍ନାଥ ମନ୍ଦିର ବିରୋଧରେ ହେଉଛି କି ବଡ଼ ଷଡ଼ଯନ୍ତ୍ର। ପୁରୀକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଭାଇରାଲ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା। କିଏ ଓ କାହିଁକି ବଦନାମ୍ କରିବାକୁ ଚାହୁଁଚି ଶ୍ରୀକ୍ଷେତ୍ରକୁ?…

ଡେପୁଟେସନରେ ଯିବା ପରେ ସବୁ ଖୋଲି କହିଦେଲେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ, ସୃଷ୍ଟି ହେଲା ବଡ଼ ବିତର୍କ

ଭୁବନେଶ୍ୱର: ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଏକ ସାମ୍ପ୍ରତିକ ସୋସିଆଲ ମିଡିଆ ପୋଷ୍ଟ ଓଡ଼ିଶାରେ ବିତର୍କ ସୃଷ୍ଟି କରିଛି। ରାଜନୈତିକ ନେତାମାନେ ମଧ୍ୟ ଏହି…

ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଆଜି ପ୍ରବଳ ବର୍ଷା। ସତର୍କ କଲା ପାଣିପାଗ ବିଭାଗ। ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ, ଆଜି ବିଶେଷ କରି ୫ ଜିଲ୍ଲାରେ ଭୟଙ୍କର ଝଡ଼ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ।…

ଭୁବନେଶ୍ବରରେ ଲଜ୍ଜା, ଅଶ୍ଲୀଳ ଫଟୋ ଉଠାଇ ମା’ଝିଅଙ୍କୁ ଦୁଷ୍କର୍ମ!

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଭୁବନେଶ୍ବରରେ ମା ଏବଂ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଶ୍ଲିଳ ଫଟୋକୁ ନେଇ କାଣ୍ଡ ଭିଆଇଥିବା ଜଣାପଡିଛି । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି ।…

ଦୀଘା ଦାରୁ ବିବାଦ, ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ

ଭୁବନେଶ୍ବର: ଦୀଘା ଜଗନ୍ନାଖ ମନ୍ଦିରକୁ ନେଇ ବିବାଦରେ ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାମମହାପାତ୍ର  । ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ସହିତ ବଙ୍ଗଳା ଚ୍ୟାନେଲରେ ପ୍ରତିକ୍ରିୟା ଦେବା…

ଯୁବତୀଙ୍କୁ ଦୁଷ୍କର୍ମ କଲେ, ପରେ ଦେହରେ ନିଆଁ ଲଗେଇ ଅତି ନିର୍ମମ ଭାବେ ଜାଳି ମାରିଦେଲେ ଦୁଷ୍କର୍ମକାରୀ !

ତାଳଚେର: ତାଳଚେର ଅଞ୍ଚଳରେ ଚାଞ୍ଚଲ୍ୟ। ନିଖୋଜ ଯୁବତୀଙ୍କୁ ଦୁଷ୍କର୍ମ ପରେ ଦେହରେ ନିଆଁ ଲଗାଇ ଜାଳିଦେଲେ ଦୁଷ୍କର୍ମକାରୀ। ଗତ ୨୬ ତାରିଖରୁ ନିଖୋଜ ଥିଲେ। ହେଲେ ଆଜି ଯୁବତୀଙ୍କ ଗଳିତ ମୃତଦେହ ବିଲରୁ ଉଦ୍ଧାର ହେଲା।…

ସାପ କାମୁଡାରେ ୧୦ ବର୍ଷ ଶିଶୁକନ୍ୟାର ମୃତ୍ୟୁ, ମା’ ଓ ଶିଶୁପୁତ୍ର ଗୁରୁତର

କେନ୍ଦୁଝର: ମା'- ଏବଂ ୧୦ ବର୍ଷ ଶିଶୁକନ୍ୟାକୁ କାମୁଡିଲା ସାପ। ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ିଲା ପାହାଡ଼ିଆ ବିଷଧର ସାପ। ମାଆ ଜଣକ ଗୁରୁତର ଥିବାବେଳେ, ୧୦ ବର୍ଷର କୁନିଝିଅକୁ ବଞ୍ଚାଇ ପାରିଲେନି ଡାକ୍ତର।…