Browsing Category
ରାଜ୍ୟ
ଜଗା ପାଖକୁ ଯିବାରେ ଆଉ ହେବନି ସମସ୍ୟା! ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ବର: ଖୁବଶୀଘ୍ର ପୁରୀରେ ହେବ ବିମାନ ବନ୍ଦର । ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ।
ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଭାରତର ପ୍ରମୁଖ ସହରକୁ…
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ, ଜାଣନ୍ତୁ କେଉଁ ଜିଲ୍ଲାବାସୀ ହେବେ ଉପକୃତ…
ଭୁବନେଶ୍ୱର,୫ା୫: ଭୁବନେଶ୍ୱର,୫ା୫: ରାଜ୍ୟରେ ଖୁବଶୀଘ୍ର ଖୋଲାଯିବ ଆଉ ୪ ନୂଆ ମେଡିକାଲ କଲେଜ । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇଥିବାବେଳେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଦ୍ରକ,…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂରଣ ହେବ ୫ ହଜାର ଡାକ୍ତର ପଦବୀ
ଭୁବନେଶ୍ୱର,୫ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।…
ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର,୫ା୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ…
Breaking: ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC
ଭୁବନେଶ୍ବର: ଏପ୍ରିଲ 27 ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ କରାଯାଇଛି । ତେବେ ଆସନ୍ତା ଜୁଲାଇ 6 ତାରିଖରେ ସାନି ପରୀକ୍ଷା ନେଇ ସୂଚନା ଦିଆଯାଇଛି ।…
ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ, ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା
ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିର ନେଇ ବୟାନ ଦେଲେ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା ।
ଜଗନ୍ନାଥ ଧାମ,…
ବିଜେଡିର ସାଂଗଠନିକ ନିର୍ବାଚନ, ୧୫ ଉପସଭାପତିଙ୍କ ନାଁ ଘୋଷଣା
ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ନେଇ ୧୫ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସାଂଗଠନ ଦୁର୍ବଳ ହୋଇ ଯାଉଥିବା ବେଳେ ଦଳ ଉପସଭାପତି ଦାୟିତ୍ବରେ ଅନେକ ବରିଷ୍ଠଙ୍କୁ ରଖିଛି । ଅନ୍ୟପଟେ ଦଳ ପାଇଁ…
ବିଭିନ୍ନ ସେଲ୍ ପାଇଁ ବିଜେଡି ବରିଷ୍ଠଙ୍କୁ ଦାୟିତ୍ବ ବଣ୍ଟନ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍ ଥାଇ ବିଭିନ୍ନ ସେଲ୍ ପାଇଁ ଏହି ଦାୟିତ୍ବ ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ, ବିଜୁ କୃଷକ ସାମୁଖ୍ୟ…
ଦୀଘାରେ ହଟିନି ବିବାଦୀୟ ‘ଜଗନ୍ନାଥ ଧାମ’ ନାମ
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନି। ଏଥିରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି। ଏହାରି ମଧ୍ୟରେ କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ହଟିଲା ବିବାଦୀୟ ‘ଜଗନ୍ନାଥ ଧାମ’ ନାମ।…
“ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ”: ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନି। ଏଥିରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି।
ଏହି ଆଲୋଚନା ମଧ୍ୟରେ ଶୁଣିବାକୁ ମିଳିଥିଲା ଯେ, ପୁରୀର ଜଗନ୍ନାଥ ମୂର୍ତ୍ତି ତିଆରି ବେଳେ…