Browsing Category
ରାଜ୍ୟ
ସାପ କାମୁଡାରେ ୧୦ ବର୍ଷ ଶିଶୁକନ୍ୟାର ମୃତ୍ୟୁ, ମା’ ଓ ଶିଶୁପୁତ୍ର ଗୁରୁତର
କେନ୍ଦୁଝର: ମା'- ଏବଂ ୧୦ ବର୍ଷ ଶିଶୁକନ୍ୟାକୁ କାମୁଡିଲା ସାପ। ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ିଲା ପାହାଡ଼ିଆ ବିଷଧର ସାପ। ମାଆ ଜଣକ ଗୁରୁତର ଥିବାବେଳେ, ୧୦ ବର୍ଷର କୁନିଝିଅକୁ ବଞ୍ଚାଇ ପାରିଲେନି ଡାକ୍ତର।…
ଦିବା ଲୋକରେ ଆସିଲେ ଗୁଳିକରି ଚାଲିଗଲେ, କେହି କିଛି ବି କରିପାରିଲେ ନାହିଁ
କେନ୍ଦ୍ରାପଡ଼ା: ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା। ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଗୁଳିମାଡ଼। ଜଣେ ଯୁବକଙ୍କ ଉପରକୁ ଗୁଳି ମାଡ଼ କଲେ ୩ ରୁ ୪ ଜଣ ଦୁର୍ବୃତ୍ତ। ତେବେ ଆହତ ଯୁବକ ଜଣକ ଖାଇସାରି ଯିବା ସମୟରେ ତାଙ୍କ…
୫ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ, ୭ ତାରିଖରୁ ଫେରିବ ତାତି
ଭୁବନେଶ୍ୱର: ଆଜି ବି ଘଡ଼ଘଡ଼ି ସହ ବର୍ଷା। କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚୁଛି। ରାଜଧାନୀ ଭୁବନେଶ୍ୱରରେ ତ ପ୍ରାୟ ପ୍ରତ୍ୟେକ ଦିନ ବର୍ଷା ହେଉଛି। ଏହାସହ ଆଜି ବି କିଛି ସ୍ଥାନରେ…
ପ୍ରଥମେ ମହିଳାଙ୍କ ଦେହକୁ କ୍ଷତବିକ୍ଷତ କଲେ, ତାପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ !
ଉଦଳା: ପୁଣି ଏକ ହତ୍ୟା। ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ। ଆଉ ଦେହରେ ରହିଛି ଅସଂଖ୍ୟ କ୍ଷତ। ହଣା ଦାଗ ସହ କଟା ଦାଗ। ଆଉ ଏଥିରୁ ଅନୁମାନ କରାଯାଉଛି କି, କେହି ମହିଳାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଛି।
ହଁ…
ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର, ଡ୍ରାଇଭର ଫେରାର
ରାୟଗଡ଼ା: ବଡ଼ ଅଘଟଣ। ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସି…
Breaking: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ, ଖରା ପାଇଁ ନିଆଯାଇଛି ନିଷ୍ପତ୍ତି
ଭୁବନେଶ୍ୱର: ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ । ଭୁବନେଶ୍ୱର ୟୁନିଟ୍ ୫ ସ୍ଥିତ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ରହିବ ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି…
ଓଲଟି ପଡ଼ିଲା ଟ୍ରାକ୍ଟର: ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
ଯାଜପୁର: ଏକ ବଡ଼ ଅଘଟଣ ଖବର ସାମ୍ନାକୁ ଆସିଛି। ରାସ୍ତାରେ ଓଲଟି ପଡ଼ିଲା ଟ୍ରାକ୍ଟର। ଏଥିରେ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସ୍ଥାନୀୟ ଲୋକଙ୍କୁ ନିସ୍ତବ୍ଧ କରିଦେଇଛି।
ସୂଚନାନୁଯାୟୀ,…
ସ୍ପେଶାଲ ଡ୍ରାଇବରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା, ଜବତ ହେଲା ମାଉଜର ସାଙ୍ଗକୁ ଅଫୁଟା ଗୁଳି
ଗଞ୍ଜାମ: ବର୍ତ୍ତମାନ ଗଞ୍ଜାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ଡ୍ରାଇଭରେ ସଫଳତା ଲାଭ କଲା ଗଞ୍ଜାମ ପୋଲିସ। ଏହି ଡ୍ରାଇଭରେ ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି ଜବତ କରାଯାଇଛି।
ଏଥିରେ ୧୬ଟି ମୋବାଇଲ, ୪ଟି…
ଦଇତାପତି ରାମକୃଷ୍ଣଙ୍କୁ ପଚରାଉଚରା, ଦୀଘା ମନ୍ଦିରରେ ଦାରୁ ନେଇ ରଖିବେ ଉତ୍ତର
ପୁରୀ: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା । ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ପ୍ରସଙ୍ଗରେ ଚାଲିଚଇ ପଚରାଉଚରା ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା । ନବକଳେବରର…
ପିଶାଚୁଣୀ ବୋହୂ; ଶୋଇଥିବା ବେଳେ ଶାଶୂ ଦେହରେ ନିଆଁ ଲଗାଇଦେଲା
ମାଲକାନଗିରି: ପିଶାଚୁଣୀ ପାଲଟିଲା ବୋହୂ। ଶାଶୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ। ଏହି ଘଟଣାଟି ମାଲକାନଗିରି ଏମଭି ୧୮ ଗାଁର ବୋଲି ଜଣାପଡିଛି।
ସୂଚନାନୁଯାୟୀ, ଶାଶୂ ଶୋଇଥିବା ଅବସ୍ଥାରେ ବୋହୂ ଯାଇ…