Browsing Category
ରାଜ୍ୟ
ଅଧା ଫସଲ ଚରିଗଲେଣି ଚକଡ଼ା; ମୁଣ୍ଡରେ ହାତଦେଇ ବସିଛି ଚାଷୀ
ଘସିପୁରା: (ଓଡ଼ିଶା ଭାସ୍କର) ଏବେ ଚକଡା ପୋକ ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଏବର୍ଷ ଭଲ ବର୍ଷା ହୋଇଥିଲା । ସେଥିପାଇଁ ଋଣ କରି ଚାଷୀମାନେ ଜମିରେ ଭଲ ଫସଲ ଫଳାଇଥିଲେ । ଆଶା ଥିଲା, ଏବର୍ଷ ଚାଷରୁ ଘର ଚଳିବା ସହିତ,…
ଭୁବନେଶ୍ୱର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ
ଓଡିଶା ଭାସ୍କର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା…
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: STFକୁ ମିଳିବ ଅଧିକ ଶକ୍ତି, ସାମିଲ ହେବେ ପୋଲିସ, ଜିଏସଟି ଓ ଟେଲିକମ୍…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ନକଲି ଔଷଧ କାରବାର ବଢ଼ି ଚାଲିଥିବା ବେଳେ ଏହା ବିରୋଧରେ ଚାଲିଥିବା ଅଭିଯାନକୁ ଆହୁରି ସୁଦୃଢ଼ କରାଯିବ । ସେଥିପାଇଁ ପୋଲିସ, ଜିଏସଟି ଓ ଟେଲିକମ ବିଭାଗକୁ ସାମିଲ କରାଯିବ । ଏଥିସହିତ…
ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନା ଦର ବୃଦ୍ଧିରେ ଲାଗୁନି ବ୍ରେକ : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦର
ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାର ମୂଲ୍ୟରେ ନିଆଁ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନଙ୍କ ମନରେ ଚିନ୍ତାର ଝଡ ସୃଷ୍ଟି ହୋଇଛି । ଆଗକୁ ଧନତେରସ ଆସୁଥିବା…
OSEPA ଜାରି କଲା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି: ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଜାଣି ରଖନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସେପ୍ଟେମ୍ବର ମାସ…
OUAT ବିକଶିତ କଲା ଏକ ନୂଆ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’: ୧ ହେକ୍ଟର ଜମିରେ ଉତ୍ପାଦନ ହେବ ୨୩ କୁଇଣ୍ଟାଲ ମାଣ୍ଡିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ମାଣ୍ଡିଆର ଉତ୍ପାଦନ, ପ୍ରଚାର, ପ୍ରସାର ନେଇ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)…
ଜାତୀୟ ତୁଳନାରେ ଓଡ଼ିଶାରେ ବାଲ୍ୟ ବିବାହ ହାର କମ୍, କାମ ଦେଉଛି ବ୍ୟାପକ ସଚେତନତା
ଭୁବନେଶ୍ୱର: ବାଲ୍ୟ ବିବାହକୁ ଆଇନ ଅମାନ୍ୟ କରାଯାଇଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଏହା ଲୁଚା ଛପାରେ ଚାଲିଛି । ରାଜ୍ୟ ତଥା ଦେଶର ଅନେକ ଗ୍ରାମାଞ୍ଚଳରେ ଏହି ବାଲ୍ୟ ବିବାହ ପ୍ରଥା ପରମ୍ପରା ଚାଲିଛି । ତେବେ ଏହି ସଂଖ୍ୟା…
ସୁଧୁରିବ ଗ୍ରାମୀଣ ପରିସ୍ଥିତି : ବର୍ତ୍ତମାନ ସମବାୟ ସମିତି ଖୋଲିବ ପେଟ୍ରୋଲ ପମ୍ପ
ଭୁବନେଶ୍ୱର : ରାଜ୍ୟରେ ପରିସ୍ଥିତି ସୁଧୁରିବାକୁ ପ୍ରୟାସ କରୁଛି । ତେବେ ରାଜ୍ୟରେ ପ୍ରାଥମିକ କୃଷି ସମିତି ଏବଂ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ, ଏଲପିଜି ଡିଲରସିପ ନେବା ପାଇଁ ନିଷ୍ପତ୍ତି ନେବାପରେ…
କେନ୍ଦ୍ର ସରକାର ଗଠନ କରିବେ ‘ସ୍ୱତନ୍ତ୍ର କମାଣ୍ଡୋ ୱିଙ୍ଗ’: ପ୍ରସ୍ତୁତ ହେଲା ନକ୍ସା, ସବୁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସ୍ମାର୍ଟଫୋନ, ଇଣ୍ଟରନେଟର ଯୁଗ ଯେତିକି ବଢ଼ୁଛି, ସେହି ଅନୁପାତରେ ସାଇବର ଠକଙ୍କର ରାଜୁତି ମଧ୍ୟ ବଢ଼ିବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ରହି ଠକମାନେ ସମାଜର ଶିକ୍ଷିତ, ମୁର୍ଖ…
ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୪୦୦ ପାର : ପୁଣି ୨ଟି ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ : ସ୍କ୍ରବ ଟାଇଫସର ଆକ୍ରାନ୍ତ ସଂଖ୍ୟରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ପୁଣି ୨ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ୪୨ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୨ ଜଣଙ୍କ…