Browsing Category
ରାଜ୍ୟ
ଓଡ଼ିଶାର ପ୍ରଧାନ ମହାଲେଖାକାରଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ଅଡିଟ) ଅନନ୍ତ କିଶୋର ବେହେରାଙ୍କ ପରଲୋକ ଘଟିଛି । ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ଅନନ୍ତଙ୍କୁ ମୃତ୍ୟୁ ବେଳକୁ ୫୨ ବର୍ଷ ବୟସ…
୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି; ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଆଶଙ୍କା
ଓଡିଶା ଭାସ୍କର; କେନ୍ଦୁଝର ହଷ୍ଟେଲରୁ ୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ଶିଶୁ ୱାର୍ଡରେ ସମସ୍ତ ଛାତ୍ରୀଛାତ୍ର ଚିକିତ୍ସିତ ହେଉଥିବା ସୂଚନା ରହିଛି…
ଡାକ୍ତରଙ୍କ ପାଖରୁ ଅପର୍ଯ୍ୟାପ୍ତ ସୁନା ଅଳଙ୍କାର, ଆମେରିକୀୟ ଡଲାର ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଜବତ….
ଓଡିଶା ଭାସ୍କର; ଅପର୍ଯ୍ୟାପ୍ତ ସୁନା ଅଳଙ୍କାର, ଆମେରିକୀୟ ଡଲାର ଏହା ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ଜବତ ହୋଇଛି । ଏହା କୌଣସି ରାଜନେତା କିମ୍ବା କଣ୍ଟ୍ରାକ୍ଟରଙ୍କ ଠାରୁ ଜବତ…
ଏସୀୟ ପାରା କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ
ଓଡ଼ିଶା ଭାସ୍କର: ଏସୀୟ ପାରା କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ । ଏସୀୟ ପାରା କ୍ରୀଡ଼ାରେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ୱିନୀ ନାୟକ, ଭି.ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଫୁଲ୍ଲ…
ବଡ଼ ସଫଳତା; ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ସହ ଧରା ପଡିଲେ ନିଶାଦିଆ ଲୁଟେରା ଗ୍ୟାଙ୍ଗ
ଓଡିଶା ଭାସ୍କର; କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସବୁଦିନ ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ଓରଫ ସରିଫା ଖାତୁନ ଶେଷରେ ପୋଲିସ୍ ଜାଲରେ ଛନ୍ଦି ହୋଇପଡିଛି । ତେବେ ଏହି ଲେଡୀ କୁଇନଙ୍କ…
ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ମା’ବିରଜାଙ୍କ କ୍ଷେତ୍ର: ନାଭିଗୟାରେ ପିଣ୍ଡଦାନ କଲେ ଶହ ଶହ ଶ୍ରଦ୍ଧାଳୁ
ଯାଜପୁର: (ଓଡ଼ିଶା ଭାସ୍କର) ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇ ମହାଳୟାରେ ଶେଷ ହୋଇଥାଏ ଅପରପକ୍ଷ ବା ପିତୃପକ୍ଷ । ପିତୃଲୋକଙ୍କୁ ଆବାହନ କରି ଏହି ଦିନ ପିଣ୍ଡଦାନ କରାଯାଇଥାଏ । ମହାଳୟା ଅମାବାସ୍ୟାରେ ପିତୃକୁଳ…
ସ୍ୱାମୀକୁ ଶିକ୍ଷା ଦେବା ପାଇଁ ଚାଲି ଚାଲି ଓଡିଶାରୁ ବିହାରରେ ପହଞ୍ଚିଲେ ପ୍ରତାରଣା ପାଇଥିବା ମହିଳା
ବିହାର : ପ୍ରେମରେ ବିଫଳ ହେବା ପରେ ନିଜ ସ୍ୱାମୀଙ୍କୁ ଶିକ୍ଷା ଦେବା ପାଇଁ ଜଣେ ମହିଳା ଓଡିଶାରୁ ବିହାରର ଜାମୁଇରେ ପହଞ୍ଚିଥିଲେ । ଏହା ପରେ ସେ ଚାକାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ ନ…
ବାଙ୍କୀରେ ବଡ଼ ଧରଣର ଦୁର୍ଘଟଣା: ଟ୍ରକ ଧକ୍କାରେ ୨ ନାବାଳକ ଛାତ୍ର ମୃତ, ଜଣେ ଗୁରୁତର
ବାଙ୍କୀ: ବାଙ୍କୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି…
ଅକ୍ଟୋବର ୩୧କୁ ବୃଦ୍ଧି ପାଇଲା ମେଧାବୀଙ୍କ ମାଗଣା ଲାପଟପ୍ ପାଇଁ ଆବେଦନ ଅବଧି, ‘ଏକ୍ସ’ ରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟରେ ମେଧାବୀମାନଙ୍କୁ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ତେବେ ଏଥିପାଇଁ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୋଗ୍ୟ…
ଆଜିଠାରୁ ଖୋଲିଲା ଶିମିଳିପାଳ, ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି
କରଞ୍ଜିଆ :ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା…