Browsing Category

ରାଜ୍ୟ

ବିହାରରେ ଜାତି ଆଧାରିତ ଜନଗଣନାର ରାସ୍ତା ସଫା, ପ୍ରତିବନ୍ଧ ହଟାଇ ଦେଲେ ହାଇକୋର୍ଟ

ପାଟନା:  ବିହାରରେ ନୀତିଶ ସରକାରଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ଏଠାରେ ଏବେ ଜାତି ଆଧାରିତ ଜନଗଣନାର ରାସ୍ତା ସଫା ହୋଇଯାଇଛି । ପାଟନା ହାଇକୋର୍ଟ ମଙ୍ଗଳବାର ଏହା ଉପରେ ହୋଇଥିବା ଶୁଣାଣୀରେ ଜାତିଗତ ଜନଗଣନା ଉପରେ…

(Video) ସତ ହେଲା ମାଳିକା, ଶେଷ ହେବ କଳିଯୁଗ? ବଡ଼ ଦେଉଳର ୨୨ ପାହାଚରେ ଖେଳୁଛି ଲହଡ଼ି

ପୁରୀ: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି । ପତିତ ପାବନରେ ନିଆଁ ଲାଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା…

ଥାନାରେ ହାଜର ହେବେ କଣ୍ଡଶିଳ୍ପୀ ସୌରିନ ଭଟ୍ଟ: ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ

କଟକ: ବଲିଉଡ ତଥା ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଏବେ ଚର୍ଚ୍ଚା ଜୋର ଧରିଛି । ଗାୟକଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ବର୍ତ୍ତମାନ ସେ ଥାନାକୁ ଯିବେ । ଏହି…

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତାକାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ନେଇଛି। ଆଗକୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଖେପୁପାରା ଠାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସହ ପରେ…

ଆଜି ପାଳନ ହେଉଛି ସମ୍ବଲପୁରୀ ଦିବସ: ଉତ୍ସବମୁଖର ପଶ୍ଚିମଓଡ଼ିଶା

ଭୁବନେଶ୍ୱର: ଆଜି ହେଉଛି ସମ୍ବଲପୁରୀ ଦିବସ । ଏଥିପାଇଁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ କବି ଗୁରୁ ସତ୍ୟନାରାୟଣ…

ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ: ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ ନେଇ ଲୋକେ ଛାଡ଼ିଲେ ନିଜ ଭିଟାମାଟି, ଅସ୍ଥାୟୀ ଶିବିର ମଣ୍ଡପରେ ମହାପ୍ରଭୁ

ବଲାଙ୍ଗିର: ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ ମଧ୍ୟ କହିଲେ ନସରେ । ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମରୁ ବିସ୍ଥାପିତ ହେଲେ ମହାବାହୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ…

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା: ୩ ଘଣ୍ଟା ଭିତରେ ବୁଡ଼ିଗଲା ସାରା ସହର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ବାଦଲଫଟା ବର୍ଷା ଯୋଗୁଁ ସବୁଆଡ଼େ ଜଳମଗ୍ନ ହୋଇଯାଇଛି । ୩ ଘଣ୍ଟାର ବର୍ଷାରେ ବେହାଲ ହୋଇପଡ଼ିଛି…

ପାଣିପାଗ ବିଭାଗର ସୂଚନା ଆହୁରି ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏହି ବର୍ଷା ଆହୁରି ଦୁଇଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା…

ବଦଳିଲା +୨ ବିଜ୍ଞାନ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀ: ନୂଆ ଢାଞ୍ଚାରେ ହେବ ପିଲାଙ୍କ ପରୀକ୍ଷା

ଭୁବନେଶ୍ୱର: +୨ ପିଲାମାନଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଏକ ମଡ଼ ନିଷ୍ପତ୍ତି ନିଆଯାଇଛି । +୨ ବିଜ୍ଞାନ ବିଭାଗର ସିଲାବସ ଏବଂ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି । ବିଭିନ୍ନ ପୁସ୍ତକରେ କିଛିଟା…

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ୩୦ ଜୁନ୍‌ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି ଟଙ୍କା

ଭୁବନେଶ୍ୱର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ…