Browsing Category
ରାଜ୍ୟ
ଦୂତୀ ଚାନ୍ଦଙ୍କୁ ଲାଗିଲା ୪ ବର୍ଷର ପ୍ରତିବନ୍ଧକ, ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ କୌଣସି..
ଓଡିଶା ଭାସ୍କର: ଦୁଇ ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ସେ କୌଣସି…
ଚନ୍ଦ୍ରରୁ ଭିଡିଓ ପଠାଇଲା ଚନ୍ଦ୍ରଯାନ-୩, ଜାଣନ୍ତୁ ଏଥିରେ ସବୁ କଣ ଦେଖାଯାଉଛି…
ଓଡିଶା ଭାସ୍କର; ସଫଳତାର ଆଉ ଏକ ସୋପାନ ଅତିକ୍ରମ କରିଛି ଭାରତର ଚନ୍ଦ୍ରଯାନ-୩ । ଲୋୟର ଅର୍ବିଟରେ ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡରର ଡିବୁଷ୍ଟିଂ ସଫଳ ହୋଇଛି । ଗତି ହ୍ରାସ ସହ ଦୂରତ୍ୱ କମାଇବା ପାଇଁ ଡିବୁଷ୍ଟିଂ କରାଯାଇଛି ।…
ଜାଲ୍ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରୀ, ଧରାପଡ଼ିବା ପରେ ଶିକ୍ଷା ଅଧିକାରୀ ନେଲେ …
ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରୀ, ଧରାପଡ଼ିବା ପରେ ଶିକ୍ଷା ଅଧିକାରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଭାଗରେ ମାଳ ମାଳ ଜାଲ୍ ସାର୍ଟିଫିକେଟଧାରୀ ସରକାରୀ…
୨୩ ତାରିଖ ଆଡକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା !
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା…
ରାଜ୍ୟର ପ୍ରଥମ ପ୍ରାକୃତିକ ଗ୍ୟାସ୍ ଆଧାରିତ ଶବଦାହ ଗୃହକୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରିଠାରେ ରାଜ୍ୟର ପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ'କୁ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି ।…
ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ବାରିପଦା: ବାରିଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ । ମେଡିକାଲର ଓଟିରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁ…
ପେନସନ୍ ପାଇଁ ଟ୍ରଲିରେ ବୁହାହୋଇ ବ୍ୟାଙ୍କ ଆସିଲେ ୯୫ ବର୍ଷିୟ ବୃଦ୍ଧ ମହିଳା
ଗଜପତି: ବଳ ବୟସ ଗଲାଣି, ୯୫ ବର୍ଷ ବୟସରେ କେମିତି ବା ଏତେ ଦୂର ଯିବେ ଭତ୍ତା ଟଙ୍କା ଆଣିବାକୁ ? ତାଙ୍କ ଅଭାବରୁ ଝିଅ ଟ୍ରଲି ମାଙ୍କୁ ନେଇ ବ୍ୟାଙ୍କ ଗଲେ ଯେ, କିଛି ସୁଫଳ ମିଳିଲାନାହିଁ। ବ୍ୟାଙ୍କ କର୍ମଚାରୀ ପାଟି କରି…
ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି
ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଶୁକ୍ରବାର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ, ଓଡିଆର ପ୍ରଫେସର ସବିତା ପ୍ରଧାନ…
ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ବାଲିଅନ୍ତା: ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର…
ସକ୍ରିୟ ହେଉଛି ମୌସୁମୀ : କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଉତ୍ତରପୂର୍ବ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…