CHARIDHAM
Browsing Category

ରାଜ୍ୟ

ସେସନ୍ କୋର୍ଟରେ ହାଜର ହେଲା ଗୋପାଳ ଦାସ୍‌; ବିଚାରପତିଙ୍କ ଆଗରେ ସ୍ୱୀକାର କଲା ଦୋଷ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ କୋର୍ଟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି। ବୁଧବାର ୨୬ ଜୁଲାଇରେ ଗୋପାଳ ଦାସର ହାଜର ହେବା ପାଇଁ ତାରିଖ…

ଜରି ପାଲ ତଳେ ଅଭିଭାଷଣ ରଖିଲେ ଖୋଦ୍ ଦେଶର ରାଷ୍ଟ୍ରପତି: କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

କଟକ: ପୁଣିଥରେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଦେଖା ଦେଇଛି ଅବ୍ୟବସ୍ଥା । ଗତ ଥର ଭଳି ଚଳିତ ଥର ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି କଟକ ଗସ୍ତରେ…

Today’s gold rate : କେତେ ରହିଛି ଆଜିର ସୁନା ଦର, କିଣିବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱର : ଭାରତୀୟ ବଜାରରେ ସୁନା ଦରରେ ଆଜି ପରିବର୍ତ୍ତନ ଘଟିଛି । ସୁନା କିଣୀବାକୁ ଥରଲେ ନଜର ପକାନ୍ତୁ କେତେ ରହିଛି ଆଜିର ସୁନା ଦର । ଓଡ଼ିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି…

ସମାଜର ସର୍ବନିମ୍ନସ୍ତରରେ ଥିବା ଲୋକମାନଙ୍କୁ ନ୍ୟାୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ବିଳମ୍ବିତ ନ୍ୟାୟ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏଥିପାଇଁ ନିର୍ଦ୍ଦୋଷଙ୍କୁ ମଧ୍ୟ ଜେଲ୍‍ରେ ବହୁ ସମୟ ବିତାଇବାକୁ…

ଲିଙ୍ଗ ଅନୁପାତ କ୍ଷେତ୍ରରେ ଆସୁନି ସୁଧାର, ପକେଟ୍ ସାଇଜ୍ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନରେ ହେଉଛି ଲିଙ୍ଗ ନିରୂପଣ

ଚଣ୍ଡୀଗଡ:ହରିୟାଣାରେ ଲିଙ୍ଗ ଅନୁପାତ କ୍ଷେତ୍ରରେ ସୁଧାର ଆଣିବାରେ କୌଣସି ପ୍ରକାର ପ୍ରୟାସ ସଫଳ ହୋଇପାରୁ ନାହିଁ । ୨୦୨୩ର ପ୍ରଥମ ଷଡମାସରେ ରାଜ୍ୟରେ ଲିଙ୍ଗ ଅନୁପାତ ବିଗିଡି ଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା ।…

ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ପ୍ରଥମ ରାୟ: ଓଡ଼ିଶା ହାଇକୋର୍ଟରେ ସ୍ୱର୍ଣ୍ଣିମ ଅଧ୍ୟାୟ

କଟକ: ଓଡ଼ିଶା ହାଇକୋର୍ଟ ଆଜି ପାଳନ କରୁଛି ନିଜର ୭୫ତମ ପ୍ରତିଷ୍ଠା ଦିବସ । ଏହି ପବିତ୍ର ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ତେବେ ଏହି ସ୍ୱର୍ଣ୍ଣିମ…

ଆହୁରି ଘନୀଭୂତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇଛି । ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ନିଯୁକ୍ତି ପର୍ବ: ଆଜି ୩୨୫ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ , ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସୂଚନା

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଲୋକସେବା ଭବନରେ ୩୨୫ ସ୍ନାତକୋତ୍ତର ଶିକ୍ଷକ ଏବଂ ୨୦୨୩ ମସିହା ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶାର MoU: ୫୦ ହଜାର ଯୁବକଙ୍କୁ ମିଳିବ ତାଲିମ

ଭୁବନେଶ୍ୱର: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାର ଏମଓୟୁ ସ୍ୱାକ୍ଷରିତ କରିଛନ୍ତି । ଏଥିରେ ବୈଷୟିକ କ୍ଷେତ୍ରରେ ହଜାରେ ଗବେଷକଙ୍କୁ ସୁବିଧା ଦେବା ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବରରେ ୨ଟି ସଂସ୍ଥା ସ୍ଥାପନ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଜନ୍ତୁ ହେଲେ ଅଦଳ ବଦଳ

ଭୁବନେଶ୍ୱର : ଦୀର୍ଘ ୪୦ ବର୍ଷ ପରେ ନନ୍ଦନକାନନକୁ ଆସିଲା ନୂଆ ଅତିଥୀ । ପ୍ରାଣୀ ଉଦ୍ୟାନରେ ହେଲା ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା । ଏଠାରୁ ଦୁଇଟି ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର । ବଦଳରେ…