Browsing Category
ରାଜ୍ୟ
ରାଜଧାନୀ ଉପକଣ୍ଠରେ ଅଘଟଣ: ନଦୀରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ପିଲା ସାଙ୍ଗ ହୋଇ ଏକାଠି ଗାଧୋଇବାର ମଜା ଉଠାଇଥାନ୍ତି । ତେବେ ନଦୀ ହେଉ କି ସମୁଦ୍ର ଅନେକ ସମୟରେ ଏହି ଖୁସି ଦୁଃଖ ଆଣିଦେଇଥାଏ । କେତେବେଳେ ଅଚାନକ ଜୁଆର ମାଡ଼ି ଆସେ ତ…
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ: ଛାତ୍ରଛାତ୍ରୀ ଓ ପୁସ୍ତକ ବିକ୍ରେତା ହଟହଟା
କଣାସ : ଦୀର୍ଘ ୩ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍-୧ ଓ ସମେଟିଭ୍୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷକ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା…
ଓଡ଼ିଶାରେ ଆରମ୍ଭ ହେବ ଆହାର ୨.୨ ଯୋଜନା ! ଭାତ- ଡାଲମା ସହିତ ମିଳିବ …
ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଆହାର ୨.୨ ଯୋଜନା, ଯାହା ମାଧ୍ୟମରେ ଗରିବ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏନେଇ ସରକାର ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏଣିକି ଭାତ…
ଶ୍ରୀମନ୍ଦିରରେ ଘଟିଗଲା ବିରାଟ ଅଘଟଣ: ୩ ଆହତ, ୨ ଜଣ ଗୁରୁତର
ପୁରୀ: ଶ୍ରୀମନ୍ଦିର ପରିସରରେ ଘଟିଯାଇଛି ଏକ ବିରାଟ ବଡ ଅଘଟଣ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବା ବେଳେ କିଛି ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି…
SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର: ବିଭିନ୍ନ ଉପାୟରେ ମିଳିବ ସହାୟତା
ଭୁବନେଶ୍ୱର: ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ବିଶେଷ କରି ଏସଏଚଜି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏସଏଚଜି ମହିଳାଙ୍କ…
ସିିଦ୍ଧରମୈୟା ସରକାରଙ୍କ କ୍ୟାବିନେଟରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ, ସନ୍ଧ୍ୟାରେ ବିଭାଗ ବଣ୍ଟନ
ବେଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବାର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ରୂପରେ ଶପଥ ଦିଆଯାଇଛି । ରାଜ୍ୟପାଳ ଥାବରଚନ୍ଦ ଗେହଲୋଟ ସମସ୍ତ…
ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି ସହ ରୁପା ଛାଉଣୀ ହେବ ସିଂହଦ୍ୱାର
ଭୁବନେଶ୍ୱର:ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ । ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଏହା ସହିତ ସିଂହଦ୍ୱାର ରୂପା ଛାଊଣୀ କରିବାକୁ ମଧ୍ୟ ବୈଠକରେ…
ବନ୍ଦ ହେଲା ୨୨୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା, ନିଷ୍ପତ୍ତି ନେଲେ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟର ୨୨୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ ହେବା ଖବର ସାମ୍ନାକୁ ଆସିଛି । ଏନେଇ ନିଜେ ଉଚ୍ଚଶିକ୍ଷା ବିଭାଗ ଏମାନଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ ପାଇଁ ମୁଖ୍ୟ କିରାଣି, କିରାଣି ମଧ୍ୟ…
ବଜାରରେ ହୁ ହୁ ହୋଇ ବଢୁଛି ଅଦା- ରସୁଣ ଦର, ଗ୍ରାହକ ଅସନ୍ତୁଷ୍ଟ
ଭୁବନେଶ୍ୱର: ବଜାରରେ ହଠାତ ଅଦା ରଶୁଣ ଦର ବଢିଛି । ଏଥିରେ ଜନସାଧାରଣ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି । ପ୍ରତି ବର୍ଷ ଏହି ମେ’ ମାସରେ ରସୁଣ -ଅଦା ମୂଲ୍ୟ କିଲୋ ପିଛା ୪୦ ରୁ ୫୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା…
ହାତୀମାନଙ୍କର ତାଣ୍ଡବ, ଦଳିଦେବାରୁ କନ୍ୟା ଶିଶୁ ମୃତ
ସୋର : ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ସରଳିଆ ଚିତ୍ରାଶୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ହାତୀ ଦଳିଦେବାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି।
ସୂଚନା…