Browsing Category

ରାଜ୍ୟ

ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଜାରୀ; ଆସନ୍ତା ୨୪ ଘଣ୍ଟାରେ ଘଡଘଡ଼ି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ଅରେଞ୍ଜ୍‍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବା ସହ କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ମେଘୁଆ ପାଗ ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଜନସାଧାରଣଙ୍କୁ କିଛିଟା ଆଶ୍ୱସ୍ତି…

ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ; ଦଳ ଛାଡିଲେ ଜିଲ୍ଲା ସଭାପତି

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଦଳ ଛାଡିବା ଏବଂ ଅନ୍ୟ ଦଳରେ ଯୋଗ ଦେବା କିଛି ନୂଆ କଥା ନୁହେଁ । ନର୍ବାଚନୀ ବେଳେ ଦଳ ଅଦଳବଦଳ ଓ ଦଳ ଡିଆଁ ସାଧାରଣ କଥା । ଦଳ ଛାଡିଥିବା ବ୍ୟକ୍ତି ନୂଆ ଦଳ ଯିବାକୁ ନେଇ ଯେତିକି…

ଯୁବକଙ୍କୁ ଗୁଳିମାଡ , ଘଟଣାସ୍ଥଳରେ ଟଳି ପଡିଲେ

ବଡବିଲ୍ : ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବଡବିଲ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୱାଡ ନଂ ୬ ମନି ଟାୱାର ନିକଟରେ ଗୁଳି ମାଡ ହୋଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଛି । ଘଟଣାସ୍ଥଳରେ…

ମେ’ ମାସରେ ଓଡିଶାକୁ ମାଡି ଆସୁଛି ବାତ୍ୟା! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ପୁଣି ମେ' ମାସରେ ଓଡିଶା ପାଇଁ ବଢିଛି ବାତ୍ୟାର ଭୟ । ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ, ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏବେଠୁ ଇସାରା କରୁଛନ୍ତି । ତେବେ…

ଆଜିଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା

ରାଜନଗର: ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ଭିତରକନିକା ଅଭୟାରଣ୍ୟକୁ ବନ୍ଦ କରାଯାଇଛି । କୁମ୍ଭୀର ପ୍ରଜନନକୁ ଆଖି ଆଗରେ ରଖି ଏହି ଜାତୀୟ ଉଦ୍ୟାନକୁ ୩ ମାସ ପାଇଁ ବନ୍ଦ ହୋଇଛି । ମେ' ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ…

ଗାଡ଼ିର ପଛ ଲାଇଟ୍ ନଜଳିଲେ କଟିଯିବ ଚାଲାଣ: ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ଆଜିକାଲି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜଧାନୀରେ ରାତି ବଢ଼଼ିଲେ, ବଢ଼଼ୁଛି ଦୁର୍ଘଟଣାର ଆଶଙ୍କା। ଆଉ ମଦ୍ୟପ ଚାଳକଙ୍କ ଲାଗି ଅଧିକ କାଳ ହୋଇଛି ରାଜଧାନୀ ରାଜପଥ। ପ୍ରତି ଦୁଇ…

ସାବଧାନ୍! ପୋଷା କୁକୁର ରଖିଲେ BMCକୁ ଦେବେ ଜରିମାନା: ଖୁବଶୀଘ୍ର ଆସୁଛି ବଡ ନିୟମ

ଭୁବନେଶ୍ୱର: ପୋଷା କୁକୁର ରଖିବାକୁ ଚାହୁଁଥିଲେ ଏବେଠୁ ହୋଇଯାଆନ୍ତୁ ସାବଧାନ୍ । କାରଣ ଆପଣଙ୍କ ଉପରେ ରହିଛି ଭୁବନେଶ୍ୱର ମହାନଗର ନିଗମର ନଜର । ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ବିଏମସି ଆଣିବ ନୂଆ ନିୟମ । ପୋଷା କୁକୁର…

Video: ଚାଲିଥିଲା ଶେଷ ଯାତ୍ରା, ଉଠିବସିଲା ମୃତଦେହ: କୋକେଇ ଛାଡ଼ି ଦଉଡ଼ିଲେ ଲୋକ

ଓଡ଼ିଶା ଭାସ୍କର: ଅନେକ ସମୟରେ ଖବର ଆସେ କି ଜୁଇରେ ନିଆଁ ଲାଗିବ ପୂର୍ବରୁ ଜୁଇ ଉପରେ ଉଠି ବସିଥିଲେ ମୃତ ମଣିଷ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏଭଳି ଘଟଣା ଅନେକ ସମୟରେ ଘଟାଇଥିବାର ପ୍ରମାଣ ମଧ୍ୟ ରହିଛି। କିନ୍ତୁ…

Video: ଏକାଠି ଜଳିଲା ବାପା-ପୁଅ’ଙ୍କର ଜୁଇ: ପୁଅର ମୃତ୍ୟୁ ଖବର ଶୁଣି ଉଡ଼ିଗଲା ବାପାଙ୍କର ପ୍ରାଣବାୟୁ

ସୁବର୍ଣ୍ଣପୁର: ଶ୍ମସାନରେ ଜଳୁଛି ଜୁଇ, ଗୋଟିଏ ନୁହେଁ ଦୁଇ ଦୁଇଟିର ଜୁଇ। ତାହାପୁଣି ଦୁଇ ବାପ ପୁଙ୍କର। ବପା ହେଲେ ଆଦି ସା ଓ ପୁଆ ହେଲେ ଆର୍ତତ୍ରାଣ ସା। ଗତକାଲି ପୁଅ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ…

୧୮ ଜିଲ୍ଲା ସାବଧାନ ! ସନ୍ଧ୍ୟା ୬ଟା ଯାଏଁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି । ଏହାରି ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦…