fbpx
BJD SKY
BJD SKY
Browsing Category

ରାଜ୍ୟ

(Video) କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ

କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଏକ ମଣିଷ କଙ୍କାଳ ପୋଲିସ ଉଦ୍ଧାର କରିଛି । କଙ୍କାଳଟି ପୁରୁଷ ଲୋକରକି…

ଉଦଘାଟିତ ହେଲା O-HUB, ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର; ପ୍ରତିବର୍ଷ ୨୦୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଉଦଘାଟିତ ହେଲା ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମଏସଏମଇ ବିଭାଗର ଏହି ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟରକୁ ଉଦଘାଟନ କଲେ…

ଅଗ୍ନି-୧ ପ୍ରାଇମର ସଫଳ ପରୀକ୍ଷଣ, ରାଜନାଥ ଜଣାଇଲେ ଶୁଭେଚ୍ଛା

ବାଲେଶ୍ୱର: ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୧ ପ୍ରାଇମ ମିସାଇଲର ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସ୍ଥଳରୁ…

(ଭିଡ଼ିଓ)କେଉଁ ଆପ୍ଲିକେସନ୍ ଡାଉନଲୋଡ କଲେ ହେଉଛି ଅଧିକ ଠକେଇ? DCP ଦେଲେ ସମସ୍ତ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ବର୍ଷକରେ ରାଜ୍ୟରୁ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ଫେବ୍ରୁଆରୀରୁ ଡିସେମ୍ବର…

ଓମିକ୍ରନରେ ଚାଲିଯାଉଛି କି ଘ୍ରାଣଶକ୍ତି? ଜାଣନ୍ତୁ କ’ଣ ଉତ୍ତର ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶର ଅନେକ ରାଜ୍ୟରେ ପ୍ରବେଶ କରି ବ୍ୟାପିବାରେ ଲାଗିଛି । ଏହା ସହ ଓମିକ୍ରନର ଅନେକ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଓମିକ୍ରନରେ ଘ୍ରାଣଶକ୍ତି…

+୩ରେ ଯୋଡ଼ିହେଲା ନୈତିକ ଶିକ୍ଷା ପାଠ୍ୟକ୍ରମ, ବହିକୁ ଉନ୍ମୋଚନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଣିକି ୟୁଜିରେ ଯୋଡ଼ିହେଲା ନୈତିକ ଶିକ୍ଷା ଉପରେ ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ +୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ ହୋଇଛି । ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ…

ଓଡ଼ିଶାରେ ବଢ଼ିଲା ଓମିକ୍ରନ୍ ଚିନ୍ତା; କଟକରେ ୨ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ, ତୃତୀୟ ଲହର ନେଇ …

କଟକ(ଓଡ଼ିଶା ଭାସ୍କର): ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ୟୁପିର ଗାଜିଆବାଦରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଏହାର ସଂଖ୍ୟା ୧୧୩ କୁ ବୃଦ୍ଧି ପାଇଛି ।…

(ଭିଡିଓ) ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର ଭାଲୁ ମୃତ, ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଆତଙ୍କ

ପୁରୀ(ଓଡ଼ିଶା ଭାସ୍କର): ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ନିଆଖିଆ ବ୍ରିଜ୍ ନିକଟରେ ଅଜଣା ଗାଡି ଧକ୍କାରେ ବିରଳ ପ୍ରଜାତିର ଭାଲୁର ମୃତ୍ୟୁ ହୋଇଯାଇଛି । ଏହି ଭାଲୁଟିର ନାମ ହେଉଛି ଗଢାଭାଲୁ । ଏପରି ଜନ୍ତୁ ପୁରୀ କୋଣାର୍କ…

(ଭିଡିଓ)ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ, ସାର୍ଟ ଟାଣିବା ସହ ଛାତ୍ରଙ୍କୁ ନିର୍ଧୁମ ମାଡ଼

ସମ୍ବଲପୁର(ଓଡ଼ିଶା ଭାସ୍କର): ପ୍ରଶାସନର ଅନେକ କଟକଣା ପରେ ବି ସମ୍ବଲପୁର ବୁର୍ଲା ଭିସୁଟ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତ ଛାତ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ରଙ୍କ…

(ଭିଡିଓ)PA ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ କ’ଣ କହିଲେ କ୍ରାଇମବ୍ରାଞ୍ଚ ADG? ଜାଣନ୍ତୁ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁକୁ ନେଇ ଚାଲିଛି ତନାଘନା । ଏହାରି ମଧ୍ୟରେ ମାମଲାକୁ ନେଇ ପୁରୀରେ…