Browsing Category

ରାଜ୍ୟ

ବଲାଙ୍ଗିରରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭/୫(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ପୁଇଁତଳା ବ୍ଳକ୍‌ ବନ୍ଧପଡ଼ା ପଞ୍ଚାୟତର ଜଡ଼ଜଡ଼ ଗାଁରେ ବୋଲି ଜଣାପଡିଛି । ୨ ଆକ୍ରାନ୍ତ…

ବାତ୍ୟାକୁ ନେଇ କଣ କହିଲେ ଏସଆରସି?

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ବାତ୍ୟା ‘ଅମ୍ଫାନ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ପ୍ରଦୀପ ଜେନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପଠାରୁ ୯୬୦ କିମି…

ଅମ୍ଫନ ପାଇଁ ଅଟକିଲା ଆଇଏଏସ ବଦଳି

ଭୁବନଶ୍ୱର,୧୭ ।୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ବାତ୍ୟା ‘ଅମ୍ଫନ’ ଯୋଗୁଁ ରାଜ୍ୟର ୨ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ବଦଳି ସ୍ଥଗିତ ହୋଇଛି । ନିକୁଞ୍ଜ ବିହାରୀ ଧଳ ଓ ବିଷ୍ଣୁପଦ ସେଠୀଙ୍କ ବଦଳି…

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ଅମ୍ଫନ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ‘ଅମ୍ଫନ’ ଅତି ଭୀଷଣ ବାତ୍ୟାରେ ପରିଣତ ହେଲାଣି । ଗତ ୬ ଘଣ୍ଟା ଧରି ୫ କିମି ବେଗରେ ବାତ୍ୟା ଗତି କରୁଛି । ପାରାଦୀପ ଠାରୁ ମାତ୍ର ୯୬୦ କିମି…

ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୧୯, ଯାଜପୁରର ୩ ଓ ବାଲେଶ୍ୱରର ୨ ଆକ୍ରାନ୍ତ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

ଭୁବନେଶ୍ୱର, ୧୭ା୫(ଓଡ଼ିଶା ଭାସ୍କର): କରୋନାରେ ରାଜ୍ୟରେ ଆଜି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରାକର ଏହି ମୃତ୍ୟୁ ରିପୋର୍ଟକୁ ସଂଶୋଧିିତ କରିଛନ୍ତି । ରାଜ୍ୟରେ କରୋନା…

ଅମ୍ଫାନର ପ୍ରଭାବ, ୧୯ ଅପରାହ୍ନରୁ ବଢ଼ିପାରେ ପବନର ବେଗ

ଭୁବନେଶ୍ୱର, ୧୭ା୫(ଓଡ଼ିଶା ଭାସ୍କର): ବାତ୍ୟା ଅମ୍ଫାନ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ବାତ୍ୟା ପରିଣତ ହୋଇଛି ।…

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଲା ବାତ୍ୟା ଅମ୍ଫାନ

ଭୁବନେଶ୍ୱର, ୧୭ା୫(ଓଡ଼ିଶା ଭାସ୍କର): ବଙ୍ଗାପସାଗରରେ ଦାନା ବାନ୍ଧିଥିବା ବାତ୍ୟା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଙ୍ଗଲାଦେଶର ହାତିଆ ଦ୍ୱୀପ…

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା । ଆଜି ଚିହ୍ନଟ ହୋଇଥିବା ୯୧ ଜଣଙ୍କ ମଧ୍ୟରୁ ସମ୍ବଲପୁରରୁ ଜଣେ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଛି । ଏହି କ୍ରମରେ ରାଜ୍ୟର…