Browsing Category
ରାଜ୍ୟ
ବଜେଟ୍ରେ ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା
ଭୁବନେଶ୍ୱର: ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କୁ ରୋଜଗାର ପ୍ରଦାନ କରି ସମାନଙ୍କର ଜୀବନଧାରଣ ମାନରେ ଉନ୍ନତିଆଣବା ସହ ମହଳା ସଶକ୍ତିକରଣେର ସହେଯାଗ କରଥାଏ। ଏହି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷରେ ନୂତନ ବ୍ରୟଲର…
୭ହଜାର ରୁ ଅଧିକ ଶିକ୍ଷକ ଙ୍କୁ ମିଳିବ ନିଯୁକ୍ତି, ପୂରଣ ହେବ ଖାଲି ପଡିଥିବା ଶିକ୍ଷକ ପଦବୀ
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମିତ୍ତ ମୋଟ ୨୨ ହଜାର ୫ ଶହ ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି…
ନିର୍ବାଚନ ପୁର୍ବରୁ ସବୁ ବର୍ଗଙ୍କୁ ଖୁସି କରିବା ବଜେଟ୍ ଆଣିଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ
ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ…
ସ୍ବାସ୍ଥ୍ୟ ସେବାରେ ନିଯୁକ୍ତି ପାଇଁ ମିଳିଲା ଅନୁମୋଦନ, ନିଯୁକ୍ତି ପାଇବେ ୯୦୦୦ସ୍ୱାସ୍ଥ୍ୟକର୍ମୀ
ଭୁଵନେଶ୍ୱର: ବିଗତ ଦୁଇ ଦଶନ୍ଧି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପରିଲକ୍ଷିତ ହୋଇଛି । ଗତ ୨୦୦୦ ମସିହାରେ…
ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ଦେବେ ରାଜ୍ୟ ସରକାର, ଏତିକି କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର ରାଜ୍ୟ ସରକାର
ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛଣ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ୍ରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଇ ସରକାର ୨,୫୫୪…
ବଜେଟରେ କୃଷି ହାଇଲାଇଟ: ମିଲେଟ ମିଶନ ସହ କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ରାଜ୍ୟ ବଜେଟ ଆଗତ କରାଯାଉଛି । କୃଷି ପାଇଁ ୨୪,୮୨୯ କୋଟି ବ୍ୟୟ ବରାଦ ହୋଇଛି । ଚଳିତ ଥର ମିଲେଟ ମିଶନକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଚଳିତ ବଜେଟରେ ମିଲେଟ…
ରାଜ୍ୟରେ ନିଯୁକ୍ତ ହେବେ ୫ ହଜାରରୁ ଅଧିକ ଅଧ୍ୟାପକ
ଭୁବନେଶ୍ୱର: ରାଜ୍ୟରେ ବିଭୀନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ପୁରଣ ହେବ । ଏଥିପାଇଁ ଅତିରିକ୍ତ ଶାସନ ସଚିବ ସମସ୍ତ କଲେଜ ଗୁଡ଼ିକୁ ଚିଠି ଲେଖିଛନ୍ତି । କେଉଁ କଲେଜରେ କେତେ…
ବଜେଟରେ ମିଳିଲା ମହିଳା ସଶକ୍ତି କରଣକୁ ପ୍ରାଧାନ୍ୟ, ମିଶନ ଶକ୍ତି ପାଇଁ ..
ଭୁବନେଶ୍ୱର: ଆଜି ୨୦୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା ହେଉଛି । ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରୁଛନ୍ତି । ତେବେ ଚଳିତ ବଜେଟରେ ସବୁ କ୍ଷେତ୍ରକୁ ଧ୍ୟାନ ଦିଆଯାଉଛି । ୨ଲକ୍ଷ ୩୦ ହଜାର…
ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ DRDOର ଜଣେ ବରିଷ୍ଠ ଅଧିକାରୀ ଗିରଫ: ହନି ଟ୍ରାପରେ ଫସାଇଥିଲା ପାକିସ୍ତାନୀ ଏଜେଣ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ)କୁ ନେଇ ଆସିଛି ଏକ ଖବର । ପାକିସ୍ତାନୀ ଏଜେଣ୍ଟକୁ ଡିଆରଡିଓର ଗୁପ୍ତ ତଥ୍ୟ ଦେଇ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି ।…
ଆନନ୍ଦ ମୃତ୍ୟୁ ମାମଲା: ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଫେବୃଆରୀ ମାସରେ ଅଲିମ୍ପିଆନ ବିରେନ୍ଦ୍ର ରହୁଥିବା ଫ୍ଲାଟରୁ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ବିବାହ କରିବାର କିଛିଦିନ ପରେ ଭୁବନେଶ୍ୱର ବୁଲିବାକୁ ଯାଇଥିବା…