fbpx
BJD
BJD SKY
BJD SKY
Browsing Category

ରାଜ୍ୟ

୧.୮୪ ଲକ୍ଷ ଫନି ପ୍ରଭାବିତଙ୍କୁ ଦିଅ ଆବାସ ଯୋଜନା, ମୋଦୀଙ୍କୁ ଚିଠି ଲେଖି ଏହି ସବୁ ଦାବି ରଖିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ଫନିରେ ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…

ମଦ ପିଇଲେ ବି ମୁଁ କଣ୍ଟ୍ରୋଲରେ ରୁହେ: ଥାନା ପରିସରରେ ଉତ୍ପାତ କଲେ ଯୁବତୀ, ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଦ୍ୟପାନ ପରେ ସାଧାରଣତଃ ଲୋକ ମାନେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି । ଏମିତି ଏକ ଘଟଣା ଥାନା ପରିସରରେ ଘଟିଥିବା ବେଳେ ଏହାର ଭିଡିଓ ବେଶ ଭାଇରାଲ ହୋଇଛି । ମଦ୍ୟପାନ କରିଥିବା ମହିଳା…

କି କାରନାମା! କ୍ରାଇମବ୍ରାଞ୍ଚ ADGଙ୍କ ଠାରୁ ବି ଠକେଇ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଠକେଇର ସବୁ ସୀମା ଟପିବାରେ ଲାଗିଛନ୍ତି ସାଇବର ଲୁଟେରା । ଏହାରି ମଧ୍ୟରେ ଓକାକ ସାଇବର ଫ୍ରଡର ଧରାପଡିନଥିବା ୩ୟ ବ୍ୟକ୍ତିର କାରନାମା ପୁଣି ସାମ୍ନାକୁ ଆସିଛି । ୩ୟ ଅଭିଯୁକ୍ତ…

ମଣିଙ୍କ ଭିତରେ ମଣି ଥିଲେ ଉତ୍କଳମଣି ଗୋପବନ୍ଧୁ : ଗୋପାଳ କୃଷ୍ଣ ଗାନ୍ଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି…

ଅପରାଧ ନୁହେଁ ମାସିକ ଋତୁସ୍ରାବ: କଲ୍ଲୋଳ-୨୦୨୧ରେ ପ୍ରଦର୍ଶିତ ହେଲା ୬ଟି ଶର୍ଟ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରସଙ୍ଗଭିତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ ଜନଜୀବନର ସମସ୍ୟା ଗୁଡିୁକ ବୁଝାଇବା ସେତେ ସହାୟକ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଶିଶୁ ଚଳଚ୍ଚିତ୍ର…

ଯଦି ସୁମିତଙ୍କ ଦେହ ଖରାପ ଅଛି, ତେବେ ସେ ହସ୍ପିଟାଲ ନଯାଇ ସାଙ୍ଗ ଘରେ କ’ଣ ପାଇଁ ରହିଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲାରେ ଇତିମଧ୍ୟରେ ଏକ ନୂଆ ମୋଡ଼ ଆସିଛି । ଗତକାଲି ସୁମିତ ଅଚାନକ ଫେରାର୍ ହୋଇଯାଇଥିଲେ । ପରେ ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଫୋନ୍…

ହସ୍ପିଟାଲରେ ଭର୍ତ୍ତିହେଲେ MLA ବଦ୍ରି ନାରାୟଣ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ମମିତା ହତ୍ୟା ମାମଲା: ଆସନ୍ତା ୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ । କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) ଏହି ଜାମିନ ଆବେଦନର ଶୁଣାଣି…

(Video) ସରିଗଲା ଲଭ୍ ଆଣ୍ଡ ସେକ୍ସ: ଏବେ ପାଞ୍ଚ ଲକ୍ଷ ଦିଅ, ନଚେତ୍ ନୋ ମ୍ୟାରେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରେମଜନିତ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛି କ୍ଷେତ୍ରରେ ପୁରୁଷ ତ ଆଉ କିଛି କ୍ଷେତ୍ରରେ ଝିଅ ବଳି ପଡ଼ୁଛନ୍ତି । ଏଭଳି ସ୍ଥିତିରେ ଲଭ୍, ସେକ୍ସ ଆଣ୍ଡ ଧୋକ୍କା ଟ୍ରାପରେ…

ରାଜ୍ୟର ୮ଟି ସହରର ଲୋକମାନେ ପିଉଛନ୍ତି ଦୂଷିତ ପାଣି, ସିଏଜିଙ୍କ ରିପୋର୍ଟ ବଢ଼ାଇଲା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଯୋଗାଣ ହେଉଥିବା ପାଣିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ୨୦୧୬-୧୭ ମସିହା ସୁଦ୍ଧା ରାଜ୍ୟରେ ଜଳନୀତି ଲାଗୁ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ମାତ୍ର ବର୍ଷ ବର୍ଷ…