fbpx
Browsing Category

ରାଜ୍ୟ

OPSC: ୩୩୫ ଶିକ୍ଷକ ପଦରେ ନିଯୁକ୍ତି ସୁଯୋଗ, ଶୀଘ୍ର କରିନିଅନ୍ତୁ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ବିଷୟରେ ପିଜିଟି ଶିକ୍ଷକ ପଦରେ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ…

ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅଧାରୁ ବନ୍ଦ ହୋଇଛି । ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଉଭୟ ଉତ୍ସବକୁ ଆଜିଠାରୁ ବନ୍ଦ କରିଦିଆଯାଇଛି । ଉତ୍ସବ ବନ୍ଦ ରଖିବା ଲାଗି…

ଶେଷରେ ପ୍ରେମ ଜିତିଲା, ୧୨ ଦିନର ସଂଘର୍ଷ ପରେ ମିଳିଲା ନ୍ୟାୟ: ଆଜିଠାରୁ ନୂଆ କାହାଣୀ ଲେଖିବେ ସୁମିତ-ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖାପାଖି ଦୁଇ ସପ୍ତାହ ଧରି ନ୍ୟାୟ ପାଇଁ ସଂଘର୍ଷ କରିଆସୁଥିବା ତପସ୍ୱିନୀ ଦାଶଙ୍କୁ ଶେଷରେ ନ୍ୟାୟ ମିଳିଛି । ତାଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ସହ ଏକାଠି ରହିବା ପାଇଁ କୋର୍ଟ…

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ରବିବାର କାର୍ଯ୍ୟରେ…

ସୃଷ୍ଟି ହେଲା ବାତ୍ୟା ‘ଜୱାଦ୍’: IMD ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ନେଇ ପ୍ରେସମିଟରେ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…

ବଡ଼ ଖବର: ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ

ଯାଜପୁର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ହେଉଥିବା ବେଳେ ରାଜ୍ୟରେ ଘଟିଛି ଏକ ବଡ଼ ଘଟଣା । ଯଶୋବନ୍ଦପୁର-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲା…

ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’! ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲମ୍ବା ବ୍ୟବଧାନ ପରେ ପୁଣି ଏକ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏସଆରସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ପଳନୀ ଜରିଆରେ ବାତ୍ୟା ସମ୍ପର୍କରେ ସମ୍ୟକ୍…

ମମିତା ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ…

ଆସନ୍ତାକାଲିଠାରୁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଦୁଇଦିନ ପାଇଁ ବନ୍ଦ ରହିବ ଶିମିଳିପାଳ । ଆଗକୁ ବାତ୍ୟା ‘ଦୱାଦ’ ଆସୁଥିବାରୁ ଏହାକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ବାତ୍ୟାର ପ୍ରଭାବରେ ୪ ଓ ୫ ତାରିଖରେ…

ତୈଳରୁ ଓଡ଼ିଶା ସରକାରଙ୍କ ଆୟ ୬୭୫ କୋଟି ଓ ମଦରୁ ରାଜସ୍ୱ ସଂଗ୍ରହ ହୋଇଛି ୧୬୮ କୋଟି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡିଶା ସରକାରଙ୍କୁ ଭରପୁର ଫାଇଦା ହୋଇଛି…