fbpx
Browsing Category

ରାଜ୍ୟ

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ୍‌’, ୭ଗୁଣା ଦ୍ରୁତ ଗତିରେ ବ୍ୟାପିବାର ରହିଛି କ୍ଷମତା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବିଦେଶରେ କୋଭିଡ଼ର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଦେଶରୁ…

ଆସୁଛି ବାତ୍ୟା ‘ଜୱାଦ’! ଡିସେମ୍ବର ୩ରୁ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା, ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଡିସେମ୍ବର ୩ ତାରିଖ ସୁଦ୍ଧା…

ଆଜିଠୁ ସମସ୍ତ ବିଧାୟକ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ହେବ କୋଭିଡ୍‌ ଓ ଆଣ୍ଟିବଡି ଟେଷ୍ଟ, ୩ ଦିନ ଧରି ଚାଲିବ: ୨୯ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଏଥର ବି ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଓ ସତର୍କତା ଭିତରେ ବିଧାନସଭା ଶୀତ ଅଧିବେଶନ ଅନୁଷ୍ଠିତ ହେବ । କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ ବିନା ବିଧାନସଭା ପରିସରକୁ କେହି ପ୍ରବେଶ…

ପୋଲିସ ଗୁଳିରେ ମାଓବାଦୀ ନିହତ

ବଲାଙ୍ଗିର: ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ । ଖପ୍ରାଖୋଲ ନିକଟ ଜଙ୍ଗଲରେ ପୋଲିସ ଗୁଳିରେ ନକ୍ସଲ ନିହତ । ପୋଲିସ ଓ ଡିଭିଏଫ୍ ଯବାନ ସହ ମୁହାଁମୁହିଁ ବେଳେ ନକ୍ସଲ ନିହତ । ପୋଲିସ ଗୁଳିରେ ନିହତ ଜଣଙ୍କ କ୍ୟାଡର ନକ୍ସଲ…

କୋରାପୁଟ ଓ ନବରଙ୍ଗପୁରରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: କୋରାପୁଟ ପାଇଁ ୧୦୦୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ…

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ହୋମଗାର୍ଡଙ୍କ ସହ ୩ ଗିରଫ

ଅସାମାଜିକ ବ୍ୟକ୍ତିଙ୍କ କବଳରୁ ବଞ୍ଚିବା ପାଇଁ ଜଣେ ଯୁବତୀ ପହଞ୍ଚିଥିଲେ ହୋମଗାର୍ଡଙ୍କ ନିକଟରେ, କିନ୍ତୁ ହୋମଗାର୍ଡ ସୁରକ୍ଷା ବଦଳରେ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ନ୍ୟାୟ ନପାଇ ଭୋ ଭୋ କାନ୍ଦିଲେ ତପସ୍ୱିନୀ, କହିଲେ ନଖାଇ ନପିଇ ବସି ରହିବି… ଦେଖନ୍ତୁ ଭିଡିଓ

ବହ୍ମପୁର: ଶାଶୁ ଘର ଆଗରେ ଧାରଣାରେ ବସିଥିବା ତପସ୍ୱିନୀ ଆଜି କୋର୍ଟରେ ହୋଇଥିଲେ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଉଭୟ ଶ୍ୱଶୁର ଘର ପକ୍ଷ ଏବଂ ତପସ୍ପିନୀ ହାଜର ହୋଇଥିଲେ । ତେବେ ଏହି ମାମଲାରେ ଏସଡିଜେଏମ କୋର୍ଟ ୨୯…

ବାପା ହିସାବରେ ମୁଁ କେବଳ ପରାମର୍ଶ ଦେଇଛି: ଉଭୟଙ୍କ ଇଚ୍ଛାକୁ ମୁଁ ସମ୍ମାନ ଜଣାଏ; ଦେଖନ୍ତୁ କଣ କହିଲେ ସୁମିତଙ୍କ ବାପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ବିବାହ ଓ ଛାଡପତ୍ର ମାମଲାକୁ ନେଇ ମୁହଁ ଖୋଲିଛନ୍ତି ସୁମିତଙ୍କ ବାପା । କୋର୍ଟ ବାହାରେ ବୟାନ ଦେବା ସହିତ ସେ ଉଭୟଙ୍କ ସମ୍ପର୍କକୁ ସମ୍ମାନ…

କୋର୍ଟ ବାହାରେ କାନ୍ଦି ପକେଇଲେ ତପସ୍ୱିନୀ: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାମୀ ପାଖକୁ ଫେରିବା ପାଇଁ ଶାଶୁ ଘର ସାମ୍ନାରେ ଧାରଣାରେ ବସିଥିବା ତପସ୍ୱିନୀ ଆଜି ଶେଷରେ କୋର୍ଟ ସାମ୍ନାରେ କାନ୍ଦି ପକାଇଛନ୍ତି । ତପସ୍ୱିନୀ ମିଡିଆ ବାଲାଙ୍କ ପ୍ରଶ୍ନର ଉତ୍ତର ଦେବାକୁ…

ITDA ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ

ବାରିପଦା(ଓଡ଼ିଶା ଭାସ୍କର): ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି । ୨ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ…