fbpx
Browsing Category

ରାଜ୍ୟ

ଗୋପାଳପୁରଠାରୁ ୪୭୦ କିମି ଦୂରରେ ବାତ୍ୟା; SRCଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ । ବାତ୍ୟାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ…

ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ…

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପିଅନ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ୧ ଲକ୍ଷ…

ରାଜଧାନୀରେ ପହଞ୍ଚିଲା କି ଓମିକ୍ରନ ? ୧୦ ସନ୍ଦିଗ୍ଧଙ୍କୁ ଏଲଏନଜେପି ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ପ୍ରବେଶ ପରେ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀର ଲୋକ ନାୟମ ଜୟ ପ୍ରକାଶ ମେଡିକାଲ ବା LNJPରେ ଓମିକ୍ରନ କୋଭିଡ ଭାରିଆଣ୍ଟରେ ସଂକ୍ରମିତ…

ମମିତା ପ୍ରସଙ୍ଗ: ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଥିବା ବେଳେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ବୋଲି…

OPSC: ୩୩୫ ଶିକ୍ଷକ ପଦରେ ନିଯୁକ୍ତି ସୁଯୋଗ, ଶୀଘ୍ର କରିନିଅନ୍ତୁ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ବିଷୟରେ ପିଜିଟି ଶିକ୍ଷକ ପଦରେ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ…

ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅଧାରୁ ବନ୍ଦ ହୋଇଛି । ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଉଭୟ ଉତ୍ସବକୁ ଆଜିଠାରୁ ବନ୍ଦ କରିଦିଆଯାଇଛି । ଉତ୍ସବ ବନ୍ଦ ରଖିବା ଲାଗି…

ଶେଷରେ ପ୍ରେମ ଜିତିଲା, ୧୨ ଦିନର ସଂଘର୍ଷ ପରେ ମିଳିଲା ନ୍ୟାୟ: ଆଜିଠାରୁ ନୂଆ କାହାଣୀ ଲେଖିବେ ସୁମିତ-ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖାପାଖି ଦୁଇ ସପ୍ତାହ ଧରି ନ୍ୟାୟ ପାଇଁ ସଂଘର୍ଷ କରିଆସୁଥିବା ତପସ୍ୱିନୀ ଦାଶଙ୍କୁ ଶେଷରେ ନ୍ୟାୟ ମିଳିଛି । ତାଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ସହ ଏକାଠି ରହିବା ପାଇଁ କୋର୍ଟ…

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ରବିବାର କାର୍ଯ୍ୟରେ…

ସୃଷ୍ଟି ହେଲା ବାତ୍ୟା ‘ଜୱାଦ୍’: IMD ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ନେଇ ପ୍ରେସମିଟରେ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…