CHARIDHAM
Browsing Category

ରାଜ୍ୟ

ରାଜ୍ୟରେ ବୃଦ୍ଧି ପାଇଛି ଚାଷୀମାନଙ୍କର ଆୟ; ବିଧାନସଭାରେ କହିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କୃଷି ଏବଂ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। ସମସ୍ତ ଯୋଜନା ମାଧ୍ୟମରେ ପ୍ରକୃତ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି ବୋଲି କୃଷି ଓ…

ଭିକ୍ଷା ବୃତ୍ତି ପାଇଁ ଆପଣଙ୍କୁ ଜେଲ୍ ହୋଇପାରେ: ଭାରତରେ କ’ଣ ରହିଛି ଆଇନ, କେଉଁ ରାଜ୍ୟରେ କେତେ ଭିକାରି

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଭିକ୍ଷାବୃତ୍ତି କରିଥାନ୍ତି । ତେବେ ଯେଉଁ ବ୍ୟକ୍ତି ପାଇଁ ଜୀବନର ସବୁ ବୃତ୍ତିର ବାଟ ବନ୍ଦ ହୋଇଯାଇଥାଏ, ସେ ବାଧ୍ୟ ହୋଇ ଭିକ ମାଗେ ବୋଲି…

କରୋନା ଭଳି ଡରାଉଛି H3N2 ; ମାର୍ଚ୍ଚ ୧୬ ରୁ ଏହି ରାଜ୍ୟରେ ସ୍କୁଲ ବନ୍ଦ , ଜାଣନ୍ତୁ ଅନ୍ୟ ରାଜ୍ୟରେ କିଭଳି ରହିଛି ସ୍ଥିତି

ନୂଆଦିଲ୍ଲୀ : କରୋନା ମହାମାରୀ ପରେ H3N2 ଭାଇରସ୍ କାୟ ବିସ୍ତାର କଲାଣି । ଦ୍ରୁତ ଗତିରେ ବିଭିନ୍ନ ରାଜ୍ୟକୁ ବ୍ୟାପିବା ସହ ଚିନ୍ତାର କାରଣ ହେଲାଣି H3N2 । ଦେଶର ବିଭିନ୍ନ ରାଜ୍ୟରେ ଏହି ଭୂତାଣୁ ସଂକ୍ରମିତ କ୍ରମାଗତ…

ରାଜ୍ୟର ବିଧାୟକଙ୍କର ବଢ଼ିବ ଦରମା! ବିଧାନସଭାରେ ବିଲ୍ ଆଗତ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ିବା ସହିତ ସେମାନେ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ । ଗତବର୍ଷ ଏହି ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ ଏନେଇ ଆଜି ବାଚସ୍ପତି…

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ବେଆଇନ ଅର୍ଥ କାରବାର ମାମଲାରେ ନାଗ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ…

ଭୁବନେଶ୍ୱର, ସମ୍ବଲପୁର ଓ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ବନ୍ଦ ର ପ୍ରଭାବ, ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ପାଇଁ କଡା ନିର୍ଦ୍ଦେଶ, ହଇରାଣ ହେଲେ…

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦଫା ଦାବି ନେଇ…

ଲୋୟର ପିଏମ୍‌ଜିରେ ଧାରଣା ପାଇଁ ଶିକ୍ଷକଙ୍କୁ ମିଳିଲାନି ଅନୁମତି

ଭୁବନେଶ୍ୱର: ବୁଧବାର ଅର୍ଥାତ ଆସନ୍ତାକାଲି ଲୋୟର ପିଏମ୍‌ଜିରେ ଧାରଣା ପାଇଁ ଶିକ୍ଷକମାନଙ୍କୁ ଅନୁମତି ମିଳିନାହିଁ। ଟ୍ରାଫିକ୍ ସମସ୍ୟା ଉପୁଜିବା ଆଳରେ କମିଶନରେଟ୍ ପୋଲିସ ଧରଣା ପାଇଁ ଅନୁମତି ଦେବାକୁ ମନା କରି ଦେଇଛି।…

ସରକାରୀ କର୍ମଚାରୀଙ୍କୁ ଏକ ବଡ ଝଟକା ; ମିଳିବନି ୧୮ ମାସର ମହଙ୍ଗା ଭତ୍ତା , ଡିଏ ଉପରେ ସରକାରଙ୍କ ବିବୃତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ଅଟକାଯାଇଥିବା ମହଙ୍ଗା ଭତ୍ତା (ଡିଏ) ବକେୟା ସମ୍ପର୍କରେ ଏକ ବଡ ଅପଡେଟ୍ ଆସିଛି। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ ଝଟକା ଦେଇଛନ୍ତି…

(Video) ମୋ ବାପା ICUରେ ଅଛନ୍ତି, ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ: ବର୍ଷାଙ୍କୁ ହାତ ଯୋଡ଼ି ଅନୁରୋଧ କଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ଦୁହିଁଙ୍କ ପକ୍ଷରୁ ବିଭିନ୍ନ କୋର୍ଟରେ…

ଓଡ଼ିଶାରେ ଜନ୍ମ ହେଲା ମୁଣ୍ଡ, ପାଟି ନଥିବା ଶିଶୁ; ଜନ୍ମ ପୂର୍ବରୁ ଘଟିଲା ଏପରି ଘଟଣା

ବାରିପଦା: ଭଗବାନଙ୍କ ସୃଷ୍ଟିରେ ଅନେକ ଘଟଣା ଦୈନିକ ଘଟିଚାଲିଛି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆଜି ମୟୁରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଜିଲ୍ଲାରେ ଏକ ବିରଳ ତଥା ଅଜବ ଶିଶୁ ଜନ୍ମ ନେଇଛି। ଏହି ଘଟଣା ଜିଲ୍ଲାର ସରସକାନା…