Browsing Category

ରାଜ୍ୟ

ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର, ହୋଲି ଲାଗି ଏହି ଏହି ସ୍ଥାନରେ ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର: ୨୦୨୩ ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ସେହି ତାରିଖର ପ୍ରଥମାର୍ଦ୍ଧରେ ରାଜଧାନୀ ଅଂଚଳ ଓ ରାଉରକେଲାରେ ମୋ' ବସ୍ ସେବା ବନ୍ଦ ରହିବ । କ୍ରୁଟ୍ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ…

ଭିସୁଟ ଛାତ୍ରୀ ଚିନ୍ମୟ ମୃତ୍ୟୁ ମାମଲାରେ ନୂଆ ଅପଡେଟ, ଖୋଲିଲା ମୃତ୍ୟୁର ରହସ୍ୟ!

ଭୁବନେଶ୍ୱର: ହତ୍ୟା ନୁହେଁ ବରଂ ପାଣିରେ ବୁଡି ହୋଇଛି ଚିନ୍ମୟଙ୍କ ମୃତ୍ୟୁ । ଭିସୁଟ ଛାତ୍ରୀ ଚିନ୍ମୟ ସାହୁଙ୍କ ମୃତ୍ୟୁ ମାମଲାରେସମ୍ବଲପୁର ଏସପି ବି ଗଙ୍ଗାଧର ଏହି ସୂଚନା ଦେଇଛନ୍ତି । ଏହା ସହିତ ଘଟଣାର ଅଧିକ ତଦନ୍ତ…

ସଶକ୍ତ ହେଉଛି ମିଶନଶକ୍ତି: ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ଚଳିତଥର ୨,୫୫୪ କୋଟିର ବଜେଟ

ଭୁବନେଶ୍ୱର: ମହିଳାଙ୍କୁ ସ୍ୱାବଲମୀ କରିବା ପାଇଁ ସବୁବେଳେ ନବୀନ ସରକାର ପ୍ରସ୍ତୁସ । ଯାହା ପାଇଁ ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬…

ରଙ୍ଗର ପର୍ବ ହୋଲିରେ ରାଜ୍ୟରେ ବର୍ଷ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ହୋଲିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏବେ ରାଜ୍ୟରେ ପଶ୍ଚିମା-ଝଡ ସକ୍ରିୟ ରହିଛି, ଏହାର ପ୍ରଭାବରେ…

ଦୋଳ ପ୍ରସ୍ତୁତି ହେଲା କାଳ ; ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର

ଖୋର୍ଦ୍ଧା : ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଟାଙ୍ଗୀରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା…

ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ: ଅଙ୍ଗନୱାଡ଼ି ପରେ ପିଲାମାନେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ…

Mission Shakti ନିଯୁକ୍ତି: ଏହି ଜିଲ୍ଲାରେ ୧୧୭ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର। ଜନହବୀ ମହିଳା ମହାସଂଘ ଯାଜପୁର ପକ୍ଷରୁ ୧୧୭ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ପ୍ରାର୍ଥୀମାନେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପଦବୀରେ…

୧୦ରୁ ମାଟ୍ରିକ୍ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫.୪୧ଲକ୍ଷ ଛାତ୍ରଛାତ୍ରୀ

କଟକ,୫ା୩ (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୦ ତାରିଖରୁ ମାଟ୍ରିକ୍‌ ପରୀକ୍ଷାର ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ…

ଲୋକାର୍ପିତ ହେଲା ବିଜୁ ଏକ୍ସପ୍ରେସ୍‍-ୱେ: ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ’

ବରଗଡ଼: ଆଜି ପଶ୍ଚିମ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍‍-ୱେର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ବରଗଡ଼, ନୂଆପଡ଼ା ଓ…

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଆଜି ରାଜ୍ୟର ୮ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ତାତିରୁ ନିସ୍ତାର ନାହିଁ। ଏହି…