Browsing Category

ରାଜ୍ୟ

ଆସନ୍ତା ୨ତାରିଖରୁ ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ଆସନ୍ତା ନଭେମ୍ବର 2 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ…

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଗଣଦୁଷ୍କର୍ମ ମାମଲାରେ ସାମିଲ ଅଛନ୍ତି ପୀଡ଼ିତାଙ୍କ ବାନ୍ଧବୀ । ଗଣଦୁଷ୍କର୍ମ ପରେ…

ୟୁନିଟ୍ ୧ ମାର୍କେଟରୁ ପତ୍ନୀଙ୍କ ସହ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ କେନ୍ଦୁଝର ଗସ୍ତକୁ ଯିବେ । ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ…

ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ କରି ବାରହା ଶିକାର କଲା ‘ଯମୁନା’

ବାରିପଦା: କିଛି ଦିନ ପୂର୍ବେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ‘ଯମୁନା’ । ଶିମିଳିପାଳ ଅଞ୍ଚଳରେ ଥିବା କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି…

ଦୀପାବଳିରେ ଚାଲିଗଲା ଜୀବନ, ଗଛକୁ କାର୍ ପିଟିବାରୁ ଜଣେ ମୃତ

ଭବାନୀପାଟଣା: ଦୀପାବଳିରେ ବଡ଼ ଅଘଟଣ। ଭାରସାମ୍ୟ ହରାଇ କାର୍ ଗଛକୁ ପିଟିଛି। ଏହି ଦୁର୍ଘଟଣାରେ ଜଣକଙ୍କର ମୃତ୍ୟୁ ଘଟିଛି। ଏମ.ରାମପୁର ଥାନା ଗୋବରବାହାଲି ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ…

ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସୋହରାଇ ପୂଜାରେ ହେବେ ସାମିଲ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାଁରେ ପରିବାର ଏବଂ ଗାଁ ଲୋକଙ୍କ ଗହଣରେ ପାଳନ କରିବେ ଦୀପାବଳି ।…

ବରିଷ୍ଠ ସ୍ତମ୍ଭକାର ପାବକ କାନୁନଗୋଙ୍କ ପରଲୋକ

କଟକ: ସ୍ତମ୍ଭକାର ପାବକ କାନୁନଗୋଙ୍କ ଦେହାନ୍ତ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ବରିଷ୍ଠ ସ୍ତମ୍ଭକାର ପାବକ କାନୁନଗୋଙ୍କର ୭୯ ବର୍ଷ ବୟସରେ ଦେହାନ୍ତ ହୋଇଥିବାର ସୂଚନା ରହିଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର…

ଘର ଭିତରେ ବାଣ ବିସ୍ଫୋରଣ, ବର୍ତ୍ତିଗଲେ ପରିବାର ସଦସ୍ୟ

ପାଟଣାଗଡ଼: ଆଜି ସାରା ଦେଶ ଦୀପାବଳି ପର୍ବ ପାଳନ କରୁଛି। ସବୁଆଡେ ଉତ୍ସବ ମୁଖର। ହେଲେ ବର୍ତ୍ତମାନ ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ପାଟଣାଗଡ଼ରେ ଏକ ଘରେ ବାଣ ବିସ୍ଫୋରଣ ଘଟିଛି। ବାଣ ବିସ୍ଫୋରଣ ବେଳେ ପରିବାର…

ଚକ କହେ କାହାଣୀ; ଚାଇନା ଆଲୋକ ସାମ୍ନାରେ ଫିକା ପଡ଼ିଲା ମାଟି ଦୀପ, ନିରାଶ ହେଲେ କାରିଗର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୀପାବଳି ପର୍ବ ଆସିବା ମାତ୍ରେ ବଜାରରେ ଉଜ୍ଜ୍ୱଳତା ବଢିଥାଏ, କିନ୍ତୁ ପରିବର୍ତ୍ତିତ ସମୟ ସହିତ ମାଟି ଦୀପର ଚମକ କମିବାରେ ଲାଗିଛି । ଏହି ଦୀପଗୁଡ଼ିକର ଚାହିଦା ପୂର୍ବ ଭଳି ନାହିଁ।…

(Breaking) ଆସନ୍ତା ୨୬ରୁ ବସିବ ୩୦ ଦିନିଆ ଶୀତ ଅଧିବେଶନ

ଭୁବନେଶ୍ୱର: ୨୬ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଆସନ୍ତା ୨୬ରୁ ଜିସେମ୍ବର ୩୧ ଯାଏ ଚାଲିବ । ମୋଟ ୩୦ଟି କାର୍ଯ୍ୟଦିବସ ରହିବ ଚଳିତ ଅଧିବେଶନରେ । କାର୍ଯ୍ୟ ଦିବସ ମଧ୍ୟରୁ ୫ଟି ବେସରକାରୀ ଓ…