Browsing Category

ରାଜ୍ୟ

କରୋନା ପାଇଁ ବଢ଼ିଲା ଚିନ୍ତା, ଓଡ଼ିଶାରେ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରେ ଏକା ୨୨ କରୋନା ରୋଗୀ

ଭୁବନେଶ୍ୱର:  ପୁଣି କରୋନା। ପୁରା ଦେଶ ନୁହେଁ ଏବେ ଦିନକୁ ଦିନ ଓଡ଼ିଶାରେ ମଧ୍ୟ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି। କାରଣ ଏବେ ରାଜ୍ୟରେ ୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସେମାନଙ୍କ…

ମହାନଦୀରେ ଭାସିଯାଇ ନାବାଳିକା ନିଖୋଜ

କଟକ: ଗାଧୋଉଥିବା ବେଳେ ମହାନଦୀରେ ଭାସିଗଲେ ନାବାଳିକା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁରେ। ଅନେକ ସାନୟରେ ଆମେ ଦେଖିଛେ ନଦୀରେ ଗାଧେଇବା ସାନୟରେ ଗୋଡ ଖସିବା…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା 2 ଶାବକ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଛି…

ମାତିଛନ୍ତି ମନ୍ଦିର ଲୁଟେରା, ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ଚୋରି

ପୁରୀ: ମାତିଛନ୍ତି ମନ୍ଦିର ଲୁଟେରା । ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ପୁଣି ଚୋରି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମା’ ଙ୍କର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଲୁଟ ହୋଇଥିବା ଅଳଙ୍କାରର ମୁଲ୍ୟ…

AI ଛାଉଣୀରେ ରହିବ ପୁରୀ, 24 ଘଣ୍ଟା ରଖିବ ନଜର: SP

ପୁରୀ: ସ୍ନାନଯାତ୍ରା ପୂର୍ବରୁ ସମୀକ୍ଷା କଲେ ପୁରୀ ଏସପି । ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ପାଇଁ ତତ୍ପର ପୋଲିସ । AI ଛାଉଣୀରେ ରହିବ ପୁରୀ । AI କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । 100ରୁ ଅଧିକ…

ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ରାୟଗଡା: ଆମ୍ବ ତୋଟାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ମୁନିଗୁଡା ଥାନା ଅନ୍ତର୍ଗତ କାଣିଯୋଡି ଗାଁ ଆମ୍ବ ତୋଟାରୁ। ଦିନକୁ ଦିନ ଏତେ ମାତ୍ରାରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି, ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା

ପୁରୀ: ଶନିବାର ଚମ୍ପକ ଦ୍ୱାଦଶୀ ଅବସରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଗୁଆଲି ଯାତ୍ରା । ପାଲିଙ୍କିରେ ବିଜେ କରି ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବାପରେ ପ୍ରଥମେ ଶ୍ରୀ ନଅର ଓ ପରେ ଜମ୍ବେଶ୍ଵର…

ପାଣି ବିଲରୁ ମିଳିଲା ମୁକ୍ତି, ଦେବାକୁ ପଡ଼ିବନି ଟଙ୍କା

ଦିଲ୍ଲୀ: ପାଣି ପାଇଁ ଦେବାକୁ ପଡ଼ିବନି ଟଙ୍କା, ସେଥିପାଇଁ ଦିଲ୍ଲୀ ସରକାର ନେଉଛନ୍ତି ଏଭଳି ପଦକ୍ଷେପ। କୁହାଯାଏ ଜଳ ହିଁ ଜୀବନ, କିନ୍ତୁ ବଡ ବଡ ସହରରେ ଲୋକେ ଏହି ପାଣି ଟିକକ ପାଇଁ ଅନେକ ଟଙ୍କା ଦେଇଥାନ୍ତି। ତେବେ ଆଉ…

ହୋଟେଲରେ ଖାଇଲେ, ଟଙ୍କା ମାଗିବାରୁ ବହେ ପିଟିଲେ

କେନ୍ଦୁଝର: ହୋଟେଲରେ ପେଟ ପୁରେଇ ଖାଇଲେ, ଯେତେବେଳେ ଟଙ୍କା ମଗାଗଲା ଧୁମ ପିଟିଲେ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ଘସିପୁରା ଥାନା ଧକୋଟାରେ। ଆମେ…

ଦିଲ୍ଲୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଦିଲ୍ଲୀ: ନାବାଳିକାକୁ ଦୁଷ୍କର୍ମ କରି ତାକୁ ହତ୍ୟା କରି ଏକ ସୁଟକେସରେ ପୁରାଇ ଫୋପାଡ଼ିଦେଲେ ଦୁର୍ବୁତ୍ତ। ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ। ଦୁଷ୍କର୍ମ କରିବା,…