Browsing Category
ରାଜ୍ୟ
ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଲଘୁଚାପ ପ୍ରଭାବ ଓ ମୌସୁମୀ ବାୟୁ ସକ୍ରିୟ ଫଳରେ ରାଜ୍ୟରେ ଗତ ୪ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତଳି ଅଞ୍ଚଳ…
ବାହୁଡାରେ ଜୀବନ ରଥରୁ ବାହୁଡିଗଲେ ଦୁଇ ଭାଇ: ନଦୀରେ ବୁଡି ମୃତ୍ୟୁ, ୨ ନିଖୋଜ
ରାଉରକେଲା: ଆଜି ପବିତ୍ର ବାହୁଡା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିରରକୁ ବାହୁଡି ଆସୁଛନ୍ତି ଶ୍ରୀଜିଉ । ସେପଟେ ରାଉରକେଲାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପଟେ ଜଗନ୍ନାଥ ବଳଭଦ୍ର ଦୁଇ ଭାଇ ବଡ…
ଚଳନ୍ତା ବସରେ ନାବାଳିକାଙ୍କୁ ଦୁର୍ବବ୍ୟହାର: ଏତଲା ଆଧାରରେ ଅଭିଯୁକ୍ତକୁ ଅଟକ
ଯାଜପୁର: ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ନିର୍ଯାତନା ଭଳି ଘଟଣା । କେବେ ଦୁଷ୍କର୍ମ, ହତ୍ୟା ତ ଆଉ କେତେବେଳେ ଦୁର୍ବ୍ୟବହାର । ଯାଜପୁର ଜିଲ୍ଲାରେ ଦେକିବାକୁ ମିଳିଛି ଏହି ଭଳି ଏକ ଘଟଣା । ବସରେ ଯିବା ସମୟରେ ଜଣେ…
ମହାପ୍ରଭୁଙ୍କୁ କଣ ପାଇଁ ପୋଡ଼ପିଠା ଖୁଆନ୍ତି ମାଉସୀ ମା’? ଜାଣନ୍ତୁ କାରଣ…
ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ଦିନ ମହାପ୍ରଭୁ ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥବା ମାଉସି ମା ଘର ନିକଟରେ ରହି ପୋଡ଼ ପିଠା ଖାଇଥାନ୍ତି। ମହାପ୍ରଭୁଙ୍କ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି।…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୫ଦିନ ବର୍ଷିବ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରବାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।…
ପୁଣି ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଲା କୋରୋନା । କରୋନା ଯୋଗୁଁ ପୁଣି ଥରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା । କଟକ ଓ ପୁରୀ ଜିଲ୍ଲା ମଧ୍ୟ ରେଡ୍ ଜୋନରେ ସାମିଲ ହୋଇଛି । ଖୋର୍ଦ୍ଧାରେ ଟିପିଆର ୧୦.୬,…
ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ଆରମ୍ଭ
ଓଡ଼ିଶା ଭାସ୍କର: ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଆଜି ଚତୁର୍ଦ୍ଧା ମୁରତି ନବଦିନାତ୍ମକ ଯାତ୍ରା ସାରି ଶ୍ରିମନ୍ଦିର ବାହୁଡିବେ । ଘଣ୍ଟଘଣ୍ଟାରେ ପୁରି ଉଠୁଛି ଶରଧାବାଲି । ଜନ୍ମବେଦୀରୁ…
ପବିତ୍ର ବାହୁଡ଼ା ଯାତ୍ରାରେ ପହଣ୍ଡିବିଜେ କରୁଛନ୍ତି ଭଉଣୀ ଶୁଭଦ୍ରା
ଓଡ଼ିଶା ଭାସ୍କର: ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ମାଉସୀ ମା’ଙ୍କ ଠାରୁ ବିଦାୟ ନେଉଛନ୍ତି ଚତୁର୍ଦ୍ଧା ମୁରତି । ଘଣ୍ଟଘଣ୍ଟାରେ ପୁରି ଉଠୁଛି ଶରଧାବାଲି ।…
ପବିତ୍ର ବାହୁଡ଼ା ଯାତ୍ରାରେ ପହଣ୍ଡିବିଜେ କରୁଛନ୍ତି ବଡ଼ଭାଇ ବଳଭଦ୍ର
ଓଡ଼ିଶା ଭାସ୍କର: ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ମାଉସୀ ମା’ଙ୍କ ଠାରୁ ବିଦାୟ ନେଉଛନ୍ତି ଚତୁର୍ଦ୍ଧା ମୁରତି । ଘଣ୍ଟଘଣ୍ଟାରେ ପୁରି ଉଠୁଛି ଶରଧାବାଲି…
ଓଡ଼ିଶାରେ ପୁଣି କରୋନାର ତାଣ୍ଡବ : ୫୦୦ ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁଠୁ କେତେ ବାହାରିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…