Browsing Category

ରାଜ୍ୟ

୩ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ସହାୟତା: ମାଓବାଦୀଙ୍କ ସହ ଗୁଳିବିନିମୟରେ ହୋଇଥିଲେ ସହିଦ

ନୂଆପଡ଼ା: ମଙ୍ଗଳବାର ବୋଡେନ ଥାନା ପାଟଧରା ଜଙ୍ଗଲରେ ମାଓ ହମଲାରେ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି  ରାଜ୍ୟ ସରକାର । ପ୍ରତି ସହିଦଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ସହାୟତା ।…

ରୋମରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୋମର ପିଆଜା ସ୍ଥିତ ଗାନ୍ଧି ସ୍ମାରକୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ମାଓବାଦୀ ଗୁଳିବିନିମୟରେ ୩ ଯବାନ ସହିଦ

ନୂଆପଡ଼ା: ବୋଡେନ ଥାନା ପାଟଧରା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟରେ ୩ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ।…

ଅନୁଭବଙ୍କ ଘରେ ରହିବେ ବର୍ଷା: SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଆସିଛି ନୂଆ ଟ୍ୱିଷ୍ଟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲାଗିଛି ଜବରଦସ୍ତ ଝଟକା ।…

ରାଜ୍ୟରେ ବଢ଼ିବା ଆରମ୍ଭ ହୋଇ ଗଲାଣି କୋଭିଡ୍ ସଂକ୍ରମଣ, ଆଜି ଚିହ୍ନଟ ହେଲେ ୫୩ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ପୋଖରୀରେ ଫସି ରହିଥିବା ହାତୀର ମୃତ୍ୟୁ: ୫ ଦିନ ଧରି ଥିଲା ଅସୁସ୍ଥ

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ରହିଥିବା ଏକ ହାତୀର ଉଦ୍ଧାର ସମୟରେ ମୃତ୍ୟୁ ଘଟିଛି । ସୂଚନା ଅନୂଯାୟୀ, ବହୁଦିନ ଧରି ଅସୁସ୍ଥ ଥିବା ହାତୀଟି ଗତ ଗୁରୁବାର ରାତିରେ ପାଣି ପିଇବାକୁ ଯାଇ ପୋଖରୀରେ…

ଖୁବ୍ ଶୀଘ୍ର କୋଣାର୍କକୁ ରେଳ ଲାଇନ୍ ସର୍ଭେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କ ସୂଚନା

କୋଣାର୍କ: ଖୁବ୍ ଶୀଘ୍ର କୋଣାର୍କକୁ ରେଳଗାଡ଼ିରେ ଯିବେ ଯାତ୍ରୀ। କୋଣାର୍କକୁ ରେଳ ଲାଇନ୍ ପାଇଁ ଖୁବଶୀଘ୍ର ସର୍ଭେ ହେବ ବୋଲି ମଙ୍ଗଳବାର କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ପୁରୀ କିମ୍ବା ଅନ୍ୟ କୌଣସି ସ୍ଥାନରୁ…

ଓଡ଼ିଶାର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା: ରାହୁଲ, ସୋନିଆଙ୍କୁ ଇଡି ନୋଟିସକୁ ନେଇ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି…

ରାଜଧାନୀରେ ପୁଣି ସକ୍ରିୟ କେବିଏନ ଗ୍ୟାଙ୍ଗ, ଖଣ୍ଡା, ଭୁଜାଲି ବୁଲାଇଲେ; ‌ସ୍କର୍ପିଓ ପୋଡ଼ିଦେଲେ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲଟା ଛକରେ ସୋମବାର ସନ୍ଧ୍ୟାରେ ଘଟିଛି ତୁମୁଳ କାଣ୍ଡ। କିଛି ଦୁର୍ବୃତ୍ତ ଏକ ସ୍କର୍ପିଓ ଗାଡ଼ିକୁ ପୋଡି ଦେଇଛନ୍ତି। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହେବା…

ପ୍ରେମିକା ମଥାରେ ଆଉ କାହା ନାଁର ସିନ୍ଦୁର ଦେଖି ସହିପାରିଲେନି ପ୍ରେମିକ, ହାରିଦେଲେ ଜୀବନ: ଦେଖନ୍ତୁ Video

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ ସମ୍ପର୍କକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । କେଉଁଠି ପୁଅ ଧୋକା ଖାଇ ଜୀବନ ହାରୁଛି ତ ଆଉ କେଉଁଠି ଦୁନିଆକୁ ଅଲବିଦା କହୁଛି ଝିଅ । ସେହିଭଳି ଏକ ଅଧୁରା ପ୍ରେମ…