Browsing Category

ରାଜ୍ୟ

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା

ଭୁବନେଶ୍ୱର,୧ା୫: ବିଶ୍ୱ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ …

ଜାତି ଜନଗଣନା ରାହୁଲ ଗାନ୍ଧୀ-କଂଗ୍ରେସର ଏକ ବଡ଼ ବିଜୟ: ଭକ୍ତ

ଭୁବନେଶ୍ୱର,୧।୫: ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଦୀର୍ଘଦିନ ଧରି ସାରାଦେଶରେ ଜାତି ଜନଗଣନା ପାଇଁ ଦାବି କରିଆସୁଛନ୍ତି । ଜାତି ଜନଗଣନା ଦ୍ୱାରା ସାରା ଭାରତ ବର୍ଷରେ ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗ ଓ ଅତି…

“ନବ ଦାସ ହତ୍ୟାକାଣ୍ଡରେ IPS ଲବି କାମ କରୁଥିଲା” ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସାନି ତଦନ୍ତ ମଧ୍ୟ ହେଉଛି। ହେଲେ ଏବେ ସୁଦ୍ଧା କୌଣସି ନୂଆ ତଥ୍ୟ ଲୋକଲୋଚନକୁ ଆସିନାହିଁ। ଆଉ ଏହାରି ଭିତରେ ବିଜେପି ବିଧାୟକ…

7 ତାରିଖ ଯାଏଁ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୭ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତାକାଲି ପାଇଁ ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ…

Breaking: ଗରିବଙ୍କ ଅସୁବିଧା ବୁଝିବ ‘ସହଯୋଗ’ ଆଜିଠାରୁ ୨ ମାସ ସର୍ଭେ

ଭୁବନେଶ୍ୱର: ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରୟାସ ‘ସହଯୋଗ’ । ଏ ନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ହାତ ପାହାନ୍ତାରେ ବିଭିନ୍ନ ଯୋଜନାର…

Big Breaking: କଟକ SCB ମେଡିକାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ, ପ୍ରକଳ୍ପ ସଂପ୍ରସାରଣ ନେଇ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ…

Breaking: ଶ୍ରମିକ ଦିବସରେ ଶ୍ରମିକଙ୍କ ବଳି, ଜୀବନ ରକ୍ଷକ ଆମ୍ବୁଲାନ୍ସ ସାଜିଲା ଯମ

ଧର୍ମଗଡ଼: ୧୦୮ ଆମ୍ବୁଲାନ୍ସ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ । କୋଲସରା ଥାନା ବିଜୁ ଏକ୍ସପ୍ରେସ୍ ୱେ ବେହେରା ଛକରେ ଘଟିଛି ଏହି ଦୁର୍ଘଟଣା । ଶ୍ରମିକ ଜଣକ ସାଇକେଲରେ ଯାଉଥିବାବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଘଟଣା…

ଫଣା ଟେକି ଗୋଡ଼ାଉଛି..କ୍ଲାସ ରୁମରୁ ବାହାରିଲା ୨୦ ଫୁଟର ଅହିରାଜ ସାପ, ଦେଖନ୍ତୁ ଫୋଟ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ…

ପାଗଳ ପ୍ରେମୀର ଜଘନ୍ୟ କାଣ୍ଡ: ଏକତରଫା ପ୍ରେମ ପାଇଁ ବଳି ପଡିଲା ନାବାଳିକା

ବ୍ରହ୍ମପୁର: ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ନାବାଳିକାଙ୍କ ଶରୀରକୁ ହାଣି ପକାଇଛି ପ୍ରାଗଳପ୍ରେମୀ । ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏହି ଲୋମଟାଙ୍କୁଆ…

ସତର୍କ ରୁହନ୍ତୁ! ଆଜି ସାରା ରାଜ୍ୟରେ ଛେଚିବ କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ତାତି । ଆଜି ସାରା ରାଜ୍ୟରେ ଝଡ଼ବର୍ଷା ନେଇ ଆଲର୍ଟ କଳା ଜାତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବା ସହ କାଳ ବୈଶାଖୀ ମଦ୍‌ୟ…