fbpx
BJD
BJD SKY
BJD SKY
Browsing Category

ରାଜ୍ୟ

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ହୋଇଛି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ପୁରୁଣା ଦରରେ ଆଦାୟ ହେବ ହୋଲ୍ଡିଂ ଟିକସ…

ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ନିନ୍ଦା

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ…

ରାଜ୍ୟରେ ଆଉ ୬୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…

ଗୃହରେ ପୁଣି ଉତ୍ତେଜନା, ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଧାନସଭାରେ ଶାସକ-ବିରୋଧୀ…

ରବିବାର ଛଡା ଆଉ ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରବିବାର ଓ ଛୁଟିଦିନ ବ୍ୟତୀତ ଆଉ ସବୁଦିନ ଟିକାକରଣ ହେବ । ଏନେଇ…

ଜଙ୍ଗଲରେ ନିଆଁ ଲଗାଇ ଧରାପଡ଼ିଲେ: ଗିରଫ ହେଲେ ବାପ-ପୁଅ

ବୌଦ୍ଧ, ୧୫ା୩ (ଓଡିଶା ଭାସ୍କର): ଜଙ୍ଗଲରେ ନିଆଁ ଲଗାଇ ଧରାପଡ଼ି ବାପା-ପୁଅ ଗିରଫ ହୋଇଛନ୍ତି । ଗତକାଲି ମୁଣ୍ଡେଶ୍ୱର ଜଙ୍ଗଲର ୪ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସ୍କ୍ୱାଡକୁ ମିଳିଥିଲା । ସ୍କ୍ୱାଡକୁ ଦେଖି ଖସି…

ଚକାଡୋଳା ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର

ସୋର , 14/3 : ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…

କୋଭିଡ ନିୟମ ଉଲ୍ଲଂଘନ କଲେ ନାଗା ସାଧୁ

ପୁରୀ , 14/3 : କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ । ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡର ପଟା କୁ ଫିଙ୍ଗିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ  । ଜେଟିପି ବାରଣ କରିବାରୁ ବିଶୃଙ୍ଖଳା ସୃଷ୍ଟି…

ବରୁଣେଇ ପାହାଡ ନିକଟସ୍ଥ ଜଙ୍ଗଲରେ ଲାଗିଲା ନିଆଁ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି । ଏହି ସମୟ ରେ ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାର ଖବର…

ପ୍ରତିଶ୍ରୁତି ପାଳନ କଲେ ବର୍ଷା: ଦୃଷ୍ଟିହୀନ କଳାକାରଙ୍କ କଣ୍ଠରେ ରେକର୍ଡିଂ କଲେ ଜଗନ୍ନାଥ ଭଜନ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ପୁଣି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା । ଏଥର କିନ୍ତୁ ପାରିବାରିକ ସମସ୍ୟାକୁ ନେଇ ନୁହେଁ, ଜଣେ ଦୃଷ୍ଟିହୀନ କଳାକାରଙ୍କୁ ସହାୟତା ପ୍ରଦାନ କରି ବର୍ଷା…