fbpx
Browsing Category

ରାଜ୍ୟ

୧୬ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୬ଟି ପ୍ରସ୍ତାବରେ ବାଜିଛି କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଓଡିଶା ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ଲାଭ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଏଣିକି ପିଏମ କିଷାନ ଯୋଜନାର ଲାଭ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ଓଡିଶାର ସବୁ ଯୋଗ୍ୟ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କୃଷି…

ବଦଲି ଗ୍ରାମ ପଞ୍ଚାୟତ ରେ ବନ୍ୟପ୍ରାଣୀ ସପ୍ତାହ ଏବଂ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଆୟୋଜିତ ।

ମାଲକାନଗିରି , ୦୬/୦୩ ବନବିଭାଗ ତରଫରୁ ପଟେରୁ ସେକ୍ସନ ତଥା ବଦଲି ଗ୍ରାମପଞ୍ଚାୟତ ରେ ଏକ ବନ୍ୟପ୍ରାଣୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ,…

ପଞ୍ଜାବ ରାଫେଲ ରେ ବସିବେ କି !

ଫ୍ରାନ୍ସର ରାଫେଲ ହୁଏତ ଆପଣଙ୍କୁ ଆକାଶ କୁ ନେଇ ଵହୁତ ଉପରେ ଉଡାଇପାରେ କିନ୍ତୁ  ଆପଣଙ୍କୁ ଵସିଵାର ସୁଯୋଗ ଵି ନମିଳିପାରେ  । କିନ୍ତୁ ପଞ୍ଜାବ ରାଫେଲ ଆପଣଙ୍କୁ ରାସ୍ତାରେ ଧରି  ଭରପୁର ମଜା ସହ ଏକ ନିଆରା ଆନନ୍ଦ…

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ୨୭% ବଢିଛି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ସେପ୍ଟେମ୍ବରରରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ବଢିଛି । ରାଜ୍ୟରେ ପ୍ରାୟ ୨୭% ଦୁର୍ଘଟଣା ଜନିତ ମୃତ୍ୟୁ ବଢିଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକ୍ ସ୍ପଟ…

ସହରରେ ସେକ୍ସ କଲ୍ ସେଣ୍ଟର: ଯୁବପୀଢ଼ିଙ୍କୁ ଲୋଭ ଦେଖାଇ କରୁଛନ୍ତି ଲୁଟ୍

ସମ୍ବଲପୁର, ୬ା୩ (ଓଡିଶା ଭାସ୍କର): ସେକ୍ସ କଲ୍ କରି ଲୁଟ କରିବା ବର୍ତ୍ତମାନ ସମୟରେ ଏକ ନୂଆ ଟ୍ରେଣ୍ଟ ଭାବେ ଉଭା ହୋଇଛନ୍ତି । ଅନଲାଇନରେ ଦିଆଯାଉଥିବା ଫୋନନମ୍ବର ସହାୟତାରେ ଏହି କଲ ସେଣ୍ଟର ସହ ଯୋଗାଯୋଗ କରି ବର୍ବାଦ…

ଭୁବନେଶ୍ୱରରେ ହତ୍ୟା ଘଟଣାର ୨ ଗିରଫ, ସାମ୍ନାକୁ ଆସିଲା ପୁରା ତଥ୍ୟ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ପିକଅପ ଭ୍ୟାନରେ ଡ୍ରାଇଭର ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ । ନୟାପଲ୍ଲୀ…

ରାଜ୍ୟରେ ଆଉ ୫୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୬।୩(ଓଡିଶା ଭାସ୍କର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫ ଟି ଜିଲ୍ଲାରୁ ୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ଦିନ ଦ୍ୱିପହରରେ ବିଚ୍ ରାସ୍ତାରେ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ୍ତ । ଡ୍ରାଇଭରଙ୍କୁ…

ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରେ ଶିବରାତ୍ରୀ ପାଇଁ ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ମଧ୍ୟରେ ବୈଠକ ସରିଛି । ମାର୍ଚ୍ଚ ୧୧ ତାରିଖ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ…