fbpx
Browsing Category

ରାଜ୍ୟ

ୟୁନିଅନ ବ୍ୟାଙ୍କରେ ଜଗା ପାଣ୍ଠି

ପୁରୀ,୨୫ ।୨(ଓଡିଶା ଭାସ୍କର): ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ରହିବ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଅର୍ଥ । ପୁରୀରେ ବ୍ୟାଙ୍କର୍ସମାନଙ୍କ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।…

ଅସହ୍ୟ ଖରା! ଅଂଶୁଘାତ ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି । କେଉଁ ଗାଁ, ପଡାରେ ଜଳାଭାବ ରହିଛି, ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ…

ପେଟ୍ରୋଲ ପମ୍ପ ପାଖରେ ଅଗ୍ନିକାଣ୍ଡ

କଟକ,୨୫ ।୨(ଓଡିଶା ଭାସ୍କର): କଟକ ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲରେ ଲାଗିଛି ନିଆଁ । ପାଖରେ ଥିବା ପେଟ୍ରୋଲ ପମ୍ପକୁ ନିଆଁ ବ୍ୟାପିବାର…

ରାଜ୍ୟରେ ଆଉ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୫ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ…

ଟିକା ନେଲେ ବିଏମସି କମିଶନର

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଆଜି ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣର ଶେଷ ଦିନ । ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ଡୋଜ୍‌ ଟିକାଦାନ ବି ଜାରି ରହିଛି । ଏହାରି ମଧ୍ୟରେ ଆଜି କରୋନା ଟିକା ନେଇଛନ୍ତି ବିଏମସି…

କଂଗ୍ରେସ ଭବନରେ ଗଣ୍ଡଗୋଳ

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): କଂଗ୍ରେସ ଭବନରେ ଆଜି୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି…

ଗ୍ରୀଷ୍ମପ୍ରବାହ ପାଇଁ ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ରାଜ୍ୟର ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା । ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର…

ଅନଲାଇନରେ ହେବ +୩ ପ୍ରଥମ ବର୍ଷ କ୍ଲାସ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): କରୋନା ପାଇଁ ପାଠପଢା ବିଶେଷ ଭାବରେ ପ୍ରଭାବିତ ହେଉଛି । ଏଥର +୩ ପ୍ରଥମ ବର୍ଷ ପାଠପଢା ଅନଲାଇନରେ ହେବ ବୋଲି ଜଣାପଡିଛି । ମାର୍ଚ୍ଚ ୧ ତାରିଖରୁ ଅନଲାଇନ୍ କ୍ଲାସ ଆରମ୍ଭ ହୋଇଯିବ ।…

ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ

ବରଗଡ,୨୪ ।୨(ଓଡିଶା ଭାସ୍କର): ବରଗଡ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି । ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରପାଲଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଧାନ ସଂଗ୍ରହ…

ଅସହ୍ୟ ତାତି! ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା, ମାର୍ଚ୍ଚକୁ ୪୦ ଛୁଇଁପାରେ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ରାଜ୍ୟର ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା…