fbpx

ପେଟ୍ରୋଲ ପମ୍ପ ପାଖରେ ଅଗ୍ନିକାଣ୍ଡ

କଟକ,୨୫ ।୨(ଓଡିଶା ଭାସ୍କର): କଟକ ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲରେ ଲାଗିଛି ନିଆଁ । ପାଖରେ ଥିବା ପେଟ୍ରୋଲ ପମ୍ପକୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁଲିଭା କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.