Browsing Category

ରାଜ୍ୟ

ଆଜି ରାଜ୍ୟରେ ୫ ହଜାର ତଳେ କୋଭିଡ୍ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ପ୍ରମାଣ ମିଳିଲେ ମନ୍ତ୍ରୀଙ୍କୁ କରାଯିବ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ମନ୍ତ୍ରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଲେ ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ…

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ପଡୋଶୀକୁ ବାନ୍ଧିଲା ପୋଲିସ

ବ୍ରଜରାଜନଗର, (ଭାସ୍କର ନ୍ୟୁଜ୍‌): ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ…

ମୃତ୍ୟୁ ପରେ ବି ହୋଇଗଲେ ଅମର: ସଂସାର ଛାଡ଼ିବା ପୂର୍ବରୁ ୫ଜଣଙ୍କୁ ନୂଆ ଜୀବନ ଦେଇଗଲେ ସୁଶିଲ

ବ୍ରହ୍ମପୁର/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ମଣିଷର କର୍ମ ତାକୁ ବେଳେବେଳେ ଅମର କରି ରଖିଥାଏ । ତାର ଜୀବନ ମଧ୍ୟ ସାର୍ଥକତା ଲାଭ କରିଥାଏ । ତେବେ ଗଞ୍ଜାମରୁ ସୁଦୂର ସୁରଟକୁ କର୍ମସଂସ୍ଥାନ ଖୋଜିବାକୁ ଯାଇ ମୃତ୍ୟୁବରଣ…

ମୋଷ୍ଟୱାଣ୍ଟେଡ ଅପରାଧୀର କାଠ ଫାଳିଆ ମାଡ଼ରେ ଲହୁଲୁହାଣ ହେଲା ପୋଲିସ୍‌, ଧରାପଡି ଜେଲ୍ ଗଲା ଟିକୁ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶୀକାର ହୋଇଛି ପୋଲିସ୍‌ । ତେବେ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତ ଜଣକ…

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ

କଟକ (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲାର ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି । କଟକର ଆଡହକ୍‌ ଏଡିଜେ ତଥା…

ସିଲଭର ସିଟିରେ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍‌ ସିରପ୍ ଜବତ, ଜଣେ ଅଟକ

କଟକ(ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ୍‌ ରାଜେନ୍ଦ୍ରନଗର ନିକଟରୁ ବେଆଇନ ଭାବେ ରଖାଯାଇଥିବା ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍‌ ସିରପ ଜବତ କରିଛି । ଏହି ଘଟଣାରେ ପୋଲିସ୍‌ ଜଣକୁ ଅଟକ ରଖିଛି । ଚଢାଉ ବେଳେ ୧୦୦…

ଆହୁରି ୨ ଦିନ ପ୍ରବଳ ଜାଡରେ ଥରିବ ଓଡ଼ିଶା,୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ଶୀତ ହେବ । ୩୧ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ର ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।…

ଆଗକୁ ପରୀକ୍ଷା: ଅନଲାଇନ ପାଠପଢ଼ା ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି କାୟା ବିସ୍ତାର କରିଥିବା କରୋନା ମହାମାରୀ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ଶିକ୍ଷାକ୍ଷେତ୍ର । ଶିକ୍ଷାନୁଷ୍ଠାନ ଗୁଡ଼ିିକ ବନ୍ଦ ରହିଥିବାରୁ ବିକଳ୍ପ ବ୍ୟବସ୍ଥା ଅନଲାଇନରେ…

(ଭିଡିଓ) ୭୦୦୦ ଟଙ୍କା ପାଇଁ ନବଜାତକୁ ବିକିଦେଲା ବାପା: ଅଭିଯୋଗ ପରେ ଉଦ୍ଧାର ହେଲା ଶିଶୁକନ୍ୟା

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଂଚାୟତର ସାନରାଇପଡା ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମିତ ଶିଶୁକନ୍ୟାକୁ ୭ହଜାର ଟଙ୍କାରେ ବିକି ଦେଲା ବାପା। ସାନରଇପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ଗତ ୨୭…