Browsing Category

ରାଜ୍ୟ

କ୍ୟାପିଟାଲ୍‌ ହସ୍ପିଟାଲରେ ବଢ଼ିଲା କରୋନା ଭୟ: ଡାକ୍ତରଙ୍କ ସହ ୨ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଡାକ୍ତର, ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ କରୋନା…

ମମିତା ମେହେର ହତ୍ୟା ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ

ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତର ଗୋବିନ୍ଦ ସାହୁର ଜାମିନ ଆବେଦନ । ହାଇକୋର୍ଟ ଜାମିନ ଆବେଦନ କରିଛି ଗୋବିନ୍ଦ ସାହୁ । ସୂଚନାଯୋଗ୍ୟ,…

ଅବକାରୀ ବିଭାଗର ଚଢ଼ଉ: ୧୫ ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବର୍ତମାନ ଅବକାରୀ ବିଭାଗର ଲଗାତାର ଭାବେ ଚଢଉ ଜାରୀ ରହିଥିବା ବେଳେ ଆଜି ଗଞ୍ଜାପାରା ପଞ୍ଚାୟତ ଅଧୀନରେ ଥିବା କୁସୁମପୁର ଆଦିବାସୀ ଗ୍ରାମରେ ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଜଣକୁ ଗିରଫ…

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକ ଘଟଣା : ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଏହି…

ନଡ଼ିଆ ଭାଙ୍ଗି ଗୃହ ପ୍ରବେଶ କଲେ ତପସ୍ୱିନୀ: ୪୬ ଦିନର ଲଢେଇ ପରେ ଜିତିଲା ନାରୀଶକ୍ତି, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶେଷରେ ମିଳିଲା ତପସ୍ୱିନୀଙ୍କୁ ନ୍ୟାୟ । ନଡ଼ିଆ ଭାଙ୍ଗି ଶ୍ୱଶୁର ଘରେ କଲେ ପ୍ରବେଶ । ଦୀର୍ଘ ୪୬ ଦିନର ଅହୋରାତ୍ର ଲଢେଇ ପରେ ଜିତିଲା ନାରୀଶକ୍ତି । ତପସ୍ୱିନୀ ନିଜ ଲକ୍ଷ୍ୟରୁ ହାରି ନଥିବା…

ବିଧାନସଭା ଏବଂ ଲୋକସଭା ନିର୍ବାଚନ ପ୍ରାର୍ଥୀ ଖର୍ଚ୍ଚ କରିବେ ଏତିକି ଟଙ୍କା; ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ ସେନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାେ ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କ…

“ଉଡ୍ର” ତରଫରୁ ବସ୍ତ୍ର ବଂଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର…

OPTCLରେ ମିଳିଲା ୨୩୫ ନୂତନ ନିଯୁକ୍ତି: ଭର୍ଚୁଆଲ ମୋଡରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓପିଟିସିଏଲରେ ୨୩୫ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସମୁଦାୟ ୨୩୫ ଜଣଙ୍କ ମଧ୍ୟରୁ ୬୦ ଜଣ…

ସୁମିତଙ୍କ ଘରେ ରହି ପାରିବେନି ତପସ୍ୱିନୀ: କୋର୍ଟ ଅର୍ଡରକୁ ନେଇ ସୁମିତଙ୍କ ଓକିଲ ରଖିଲେ ବୟାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଏବଂ ଡାକ୍ତର ସୁମିତ ସାହୁ ମାମଲା ଦିନକୁ ଦିନ ଏକ ଅଡୁଆ ସୁତା ପରି ହେବାକୁ ଲାଗିଛି । ଜିଲ୍ଲା ଜଜ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଏବଂ ସେ ଶାଶୁ ଘରେ ପ୍ରବେଶ କରିବେ ବୋଲି…

ଭୁବନେଶ୍ୱରରେ ଏୟାରପୋର୍ଟରେ ସବୁଯାତ୍ରୀଙ୍କ ହେବ ଟେଷ୍ଟ: କୋଭିଡ ସଂକ୍ରମଣକୁ ନେଇ ବିଏମସିର ପଦକ୍ଷେପ

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଗାଇଡଲାଇନ ଜାରି କଲା ବିଏମସି । ଗାଇଡଲାଇନରେ ଭୁବନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ନିର୍ଦ୍ଦେଶ । ଡବଲ ଡୋଜ୍…