Browsing Category

ରାଜ୍ୟ

ଆକାଉଣ୍ଟରୁ ୧୨ ଲକ୍ଷ ଲୁଟ୍ ମାମଲା: ଫେରିଲା ଅଢ଼େଇ ଲକ୍ଷ, ବାକି ଟଙ୍କା କେବେ ଆସିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ରଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଚଳୁ କରିନେଇଥିଲେ ସାଇବର ଅପରାଧୀ । ତେବେ ଏହି ମାମଲାରେ…

୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆଜିଠୁ ସ୍ଲଟ ବୁକିଂ, ଜାଣନ୍ତୁ ପ୍ରୋସେସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ଆରମ୍ଭ ଅର୍ଥାତ୍ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ ଟିକା ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା…

ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ ହୋଇଛି । ସୁନ୍ଦରପଦାରେ ବୁଧମଣ୍ଡପ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ନୂଆବର୍ଷ ଭୋଜି ବେଳେ ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ହୋଇଥିବା ନେଇ…

ବିଦାୟୀ ଡିଜିପିଙ୍କୁ ନୂଆ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ: ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି…

ମଦ ପାଇଁ ଭଉଣୀର ସିନ୍ଦୁର ପୋଛିଦେଲା ଭାଇ: ଦେଖନ୍ତୁ କଣ କହୁଛି ଭଉଣୀ[Video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଦ ସଦାସର୍ବଦା ପରିବାର ଛାରଖାର କରିଥାଏ । ଏହାର ଏକ ସଦ୍ୟ ଉଦାହରଣ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ମଦ ପାଇଁ ନିଜ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିବା ସହିତ ଭଉଣୀ ମଥାରୁ…

ନବୀନଙ୍କ ନୂଆବର୍ଷ ଭେଟି: ରାଜ୍ୟ କର୍ମଚାରୀଙ୍କୁ ମିଳିବ ୩ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ବର (ଓଡ଼ିଶା ଭାସ୍କର): ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା…

ଆଇପିଏସ ସ୍ତରରେ ଅଦଳ ବଦଳ: ନୀତି ଶେଖର ହେଲେ ଅତିରିକ୍ତ ପୋଲିସ କମିଶନର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଆଇପିଏସ ଅଫିସରଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବା ବେଳେ ଆଜି ବଦଳି କରାଯାଇଛି । ନୀତି ଶେଖରଙ୍କୁ ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ପ୍ରଦାନ…

କପଡା ବ୍ୟବସାୟୀ ଆଶ୍ୱସ୍ତ: ଟେକ୍ସଟାଇଲ ଉପରେ GST ୫ ପ୍ରତିଶତରେ ସ୍ଥିର

ନୂଆଦିଲ୍ଳୀ: କପଡା ବ୍ୟବସାୟୀଙ୍କୁ ବଡ ଆଶ୍ୱସ୍ତି । ଜିଏସଟି ବୃଦ୍ଧି ପାଇଁ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି । ପୂର୍ବରୁ ଜାନୁୟାରୀ ୧ ତାରିଖରୁ ଟେକ୍ସଟାଇଲ ଉପରେ ଜିଏସଟି ୫ରୁ ୧୨କୁ ବୃଦ୍ଧି…

ଶ୍ରମିକଙ୍କୁ ନକଲି ଟଙ୍କା ଦେବା ପଡ଼ିଲା ମହଙ୍ଗା, ଠକ ଠିକାଦାର ରସିକ ଗିରଫ

ମାଲକାନଗିରି(ଓଡ଼ିଶା ଭାସ୍କର):ଆଜିକାଲି ସମାଜରେ ଲୋକମାନେ ଠକେଇ କରିବାର ବିଭିନ୍ନ ଉପାୟ ଖୋଜୁଛନ୍ତି । କିଏ ସାଇବର ଲୁଟ୍ କଲାଣି ତ ଆଉ କିଏ ଜାଲ ନୋଟ୍ ଦେଲାଣି । ସେହିପରି ନକଲି ନୋଟ୍ ଦେଇ ଫସିଯାଇଛନ୍ତି ସମ୍ବଲପୁରର ଜଣେ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି: କଟକ ମୁଖ୍ୟାଳୟରେ ସୁନୀଲ ବଂଶଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଶାର ନୂଆ ଡିଜିପି । ସୁନୀଲ କୁମାର ବଂଶଲ ଓଡ଼ିଶାର ଡିଜିପି ଭାବରେ ଆଜି ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ସ୍ଥିତ ପୋଲିସ ଡିଜିପି ମୁଖ୍ୟାଳୟରେ…