Browsing Category

ରାଜ୍ୟ

୫ ଦିନ ଘଟଗାଁ ତାରିଣୀ ଦର୍ଶନ ବନ୍ଦ, ଜାଣନ୍ତୁ କେବେଠାରୁ ?

କେନ୍ଦୁଝର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା ଲଗାଯାଇଛି । ଡିସେମ୍ବର ୨୫, ୨୬, ୩୧ ଓ ଜାରୁଆରୀ ୧,୨ ତାରିଖରେ ମା’ଙ୍କ ଦର୍ଶନ ବନ୍ଦ ରହିବ । ୫ ଦିନ ମନ୍ଦିର ବନ୍ଦ ରହିବା ନେଇ…

ଥାନାରେ ଏତଲା ଦେଲେ ସୁମିତଙ୍କ ବାପା, କହିଲେ ଏପରି

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ଉଛି । ସୁମିତଙ୍କ ବାପା ଅନଲାଇନ୍ ଜରିଆରେ ଥାନାରେ ଏତଲା ଦେଇଛନ୍ତି । ସୂଚନା ଯେ, ଗତକାଲି ଏକାଧିକ ମହିଳା…

ଜଣେ ମହିଳାଙ୍କ ପାଇଁ ଜନତା ବାହାରିବା ସ୍ୱାଗତଯୋଗ୍ୟ, ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ହେବା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଳକୁ ବେଳ ସମାଧାନ ହେବା ବଦଳରେ ବଗିଡ଼ିବାରେ ଲାଗିଛି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ । ଗତ ୧୭ ତାରିଖରୁ ଦ୍ୱିତୀୟ ଥର ପାଇଁ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘର ଆଗରେ…

୨ ଛାତ୍ରୀଙ୍କୁ ନେଇ ରସିକିଆ ଟ୍ୟୁସନ୍ ସାର୍ ଛୁ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବଡ଼ଗଡ଼ ଅଞ୍ଚଳରୁ ୨ ଜଣ ଛାତ୍ରୀଙ୍କୁ ନେଇ ରସିକିଆ ଟ୍ୟୁସନ୍ ସାର୍ ଫେରାର୍ ହୋଇଯାଇଛନ୍ତି । ଘଟଣାକୁ ନେଇ ଏବେ ବଡ଼ଗଡ଼ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ଛାତ୍ରୀଙ୍କ ପରିବାର…

ଓଡ଼ିଶାରେ ଓମିକ୍ରନ ଚିହ୍ନଟ ପରେ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି…

ଦେଶରେ ୨୦୦ ଛୁଇଁଲା ଓମିକ୍ରନ ମାମଲା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ମାଡିଚାଲିଛି । ଏହାରି ମଧ୍ୟରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ଓମିକ୍ରନ ସଂଖ୍ୟା ୨୦୦…

ଓଡ଼ିଶାରେ ପଶିଲା ଓମିକ୍ରନ; ଚିହ୍ନଟ ହେଲେ ୨ ଆକ୍ରାନ୍ତ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏହା ଓଡ଼ିଶାକୁ ପ୍ରବେଶ କରିଛି । ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ…

(ଭିଡ଼ିଓ)ତପସ୍ୱିନୀ-ସୁମିତ ବିବାଦ: ବ୍ରହ୍ମାନଗରରେ ଲାଗିଲା ୧୪୪ ଧାରା

ବ୍ରହ୍ମାନଗର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାହ ବିବାଦ ମାମଲା ଏବେ ସାରା ଓଡ଼ିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ହକ୍ ପାଇଁ ଓ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୁଣି…

ଜେଲରୁ ବାହାରିଲା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦାଦାବାଟି ଆଦାୟ ମାମଲାରେ ଗିରଫ ହୋଇଥିବା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଜାମିନ ମିଳିଛି । ୧୪ ମାସ ପରେ ରାଜା ଗତକାଲି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛି । ସରକାରୀ ଜମିରେ ଘର…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୩.୫ କୋଟି ରାଶନ କାର୍ଡଧାରୀଙ୍କୁ ମିଳିବ ୧ ହଜାର କୋଭିଡ୍ ସହାୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ୩.୫ କୋଟି ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କାର କୋଭିଡ୍…