Browsing Category

ରାଜ୍ୟ

ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ: ବିଦ୍ୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଭାରତ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ମାନବାଧିକାର କମିଶନ ସହକାରୀ ଡିଜିପି ବିଦ୍ୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ…

ମହିଳା ହେବେ ଅଧିକ ସଶକ୍ତ; ୪୬୪୯ ପଞ୍ଚାୟତରେ ବ୍ୟାଙ୍କ କରସପେଣ୍ଡଣ୍ଟ ନିଯୁକ୍ତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ…

ଓଡ଼ିଶାର ୩୯୩୩ ଗାଁକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ୍

ନୂଆଦିଲ୍ଲୀ: ଅପହଞ୍ଚ ଇଲାକାରେ ପହଞ୍ଚିବ ଇଣ୍ଟରନେଟ ସେବା । ଏନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅନୁଯାୟୀ ଓଡ଼ିଶା ସହ ଦେଶର ପାଞ୍ଚ ରାଜ୍ୟ ଆନ୍ଧ୍ର୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ,…

କଂଗ୍ରେସ ନେତା ସୁର ରାଉତରାୟ କରୋନା ପଜିଟିଭ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କୁ କରୋନା । ସୁରଙ୍କୁ କରୋନା ନେଇ ପରିବାର ପକ୍ଷରୁ ସୂଚନା । ସୁରଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ ହୋଇଥିବା ସୂଚନା ।

୨ ଦିନ ପାଇଁ ରାତି ୧୧ ଯାଏଁ ଖୋଲା ଶ୍ରୀମନ୍ଦିର; କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ଜାରି ହେଲା ନୂଆ ମାର୍ଗଦର୍ଶିକା । ଆଜି ବୁଧବାର ଏବଂ ଗୁରୁବାର ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ…

ନନ୍ଦନ କାନନରେ ପର୍ଯ୍ୟଟକ ହଟହଟା: ଜଙ୍ଗଲ ମଝିରେ ଅଟକିଲା ଟୟ ଟ୍ରେନ

ଭୁବନେଶ୍ୱର: ପୁଣି ଅଧାରେ ଅଟକିଲା ନନ୍ଦନକାନନ ଟୟ ଟ୍ରେନ୍ । ଚାଲୁଥିବା ବେଳେ ଅଧାରାସ୍ତାରେ ଜଙ୍ଗଲ ମଝିରେ ଅଚଳ ହେଲା ନନ୍ଦନ କାନନ ଟୟ ଟ୍ରେନ୍ । ଅଧାରାସ୍ତାରେ ଟ୍ରେନ୍ ଅଚଳ ହେବାରୁ ହଟହଟା ହେଲେ ୬୦ ପର୍ଯ୍ୟଟକ ।…

ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି । ପ୍ରେସମିଟରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ୨୨ରେ କଟକ, ୨୩ରେ ସମ୍ବଲପୁର, ୨୪ରେ ବ୍ରହ୍ମପୁର ଆରଡିସି…

ଡ୍ୟୁଟି ସମୟରେ ଡାକ୍ତର ଷ୍ଟାଫ ଅନୁପସ୍ଥିତ ମାମଲା: ହସ୍ପିଟାଲ ବୁଲିବେ କୋର୍ଟ କମିଟି

ଭୁବନେଶ୍ୱର: ହସ୍ପିଟାଲରେ ଡ୍ୟୁଟି ସମୟରେ ଡାକ୍ତର ତଥା ଷ୍ଟାଫଙ୍କ ଅନୁପସ୍ଥିତ ମାମଲା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରତି ଜିଲ୍ଲାରେ ଥିବା ସିଏଚସି, ପିଏଚସି ଓ ଜିଲ୍ଲା ହସ୍ପିଟାଲ ବୁଲିବେ ସ୍ୱତନ୍ତ୍ର କମିଟି…

ଏକାଦଶ ନାମଲେଖା ପାଇଁ ପୁଣି ଆସିଲା ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପୁଣି ସୁଯୋଗ ଆସିଛି । ଯେଉଁମାନେ କୌଣସି କାରଣରୁ ନାମ ଲେଖାଇ ନାହାନ୍ତି, ସେମାନଙ୍କୁ ସୁଯୋଗ ଦିଆଯିବ । ଏହି ୩ୟ ପର୍ଯ୍ୟୟ ନାମଲେଖା…

ଭୋଟର ଲିଷ୍ଟରେ କିପରି କରିବେ ତ୍ରୁଟି ସଂଶୋଧନ? ପ୍ରତିଟି ଷ୍ଟେପ୍ ବିଷୟରେ କହିଲେ CEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ନୂଆ ଭୋଟର ତାଲିକା ଓ ସଂଶୋଧନ ନେଇ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରସ୍ତୁତ ଇଲେକ୍ଟୋରାଲ ରୋଲରୁ ନିଜ ନିଜର ନାଁ…