Browsing Category

ରାଜ୍ୟ

କଟକଣା ଯୋଗୁଁ ଚାପରେ ରହୁଛନ୍ତି ଛୋଟ ପିଲା, ନୂଆ ସର୍ବେକ୍ଷଣରୁ ଆସିଲା ରାଜ୍ୟର ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ କମ୍ ହୋଇଥିଲେ ବି ଏଥିରେ ଛୋଟପିଲାଙ୍କର ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିଛି । ଏନେଇ ନିକଟରେ ହୋଇଥିବା ସର୍ବେକ୍ଷଣରୁ ସାଙ୍ଘାତିକ ତଥ୍ୟ…

୧୦ ଦିନରେ ୩,୪୮୮ ଫେରାର ଆସାମୀ ଗିରଫ, ଜାଣନ୍ତୁ କେଉଁ ଜିଲ୍ଲାରୁ ସର୍ବାଧିକ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୦ ଦିନରେ ୩,୪୮୮ ଜଣ ଫେରାର ଆସାମୀ ଗିରଫ ହୋଇଛନ୍ତି । ଜାମିନବିହୀନ ପରୱାନା ବିରୋଧରେ ଚାଲିଛି ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ । ନଭେମ୍ବର ୫ରୁ ୧୪ ତାରିଖ ଯାଏଁ ଓଡ଼ିଶା ପୋଲିସ…

ଏଣିକି ଅନଲାଇନରୁ ଡାଉନଲୋଡ୍ ହେବ Driving License, ପଞ୍ଜୀକରଣ ପ୍ରମାଣପତ୍ର: ସ୍ମାର୍ଟ କାର୍ଡ ଯୁଗ ସରିଲା, ପ୍ରସ୍ତୁତ ହେଲା ନୂଆ ପୋର୍ଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କୁ ଆଉ ଆରଟିଓ ଅଫିସରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ଏଣିକୁ ଘରେ ବସି ଅନଲାଇନରୁ ଡାଉନଲୋଡ୍ କରିପାରିବେ ସମସ୍ତ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର । ପୂର୍ବରୁ ଚାଲିଆସୁଥିବା ସ୍ମାର୍ଟ…

ମଧ୍ୟାହ୍ନ ଭୋଜନର ଚାଉଳ ବିକ୍ରି; ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ

କାଲିମେଲା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ବଡ଼ଠାରୁ ଆରମ୍ଭ କରି ଛୋଟ ଅଧିକାରୀମାନେ ଲୁଟିବାରେ ଲାଗିଛନ୍ତି । ଏପରି ଏକ ଦୁର୍ନୀତି କାଲିମେଲା ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି ।…

ରାଜ୍ୟରୁ ଚିହ୍ନଟ ହେଲେ ୨୦୬ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଏଣିକି ଘରୋଇ ହସ୍ପିଟାଲରେ ଆଉ ହେବ ନାହିଁ କୋଭିଡ୍ ଟେଷ୍ଟ, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଘରୋଇ ଲ୍ୟାବ୍ ସହ କରିଥିବା ଟେଷ୍ଟିଂ ଚୁକ୍ତିକୁ ନବୀକରଣ କରିନାହାନ୍ତି । ରାଜ୍ୟର ସମସ୍ତ…

ଭୁବନେଶ୍ୱରରେ ଶତପ୍ରତିଶତ କୋଭିଡ୍ ଟିକାକରଣ, ଜୁନିୟର ହକି ବିଶ୍ୱକପ ପାଇଁ ଦୂର ହେଲା ଭୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଚଳିତ ନଭେମ୍ବର ମାସ ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳତଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କୋଭିଡ ସଂକ୍ରମଣ ନେଇ ଏହାର…

ଅପରେସନ୍ ଗ୍ରୀନ୍ କ୍ଲିନ୍: ସ୍ୱଭିମାନ ଅଞ୍ଚଳରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ବାଲିମେଳା (ଭାସ୍କର ନ୍ୟୁଜ୍‌): ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ବେଆଇନ ଗଞ୍ଜେଇ  ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ…

ଗଞ୍ଜାମ ପୁଲିସକୁ ବଡ଼ ସଫଳତା: ୧୯ ଚୋରା ବାଇକ୍‌ ଉଦ୍ଧାର, ୭ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ): ଗଞ୍ଜାମ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ଜିଲ୍ଲାର ଭଞ୍ଜନଗର, ବୁଗୁଡା ବେଲଗୁଣ୍ଠା ଥାନା ସମେତ ବ୍ରହ୍ମପୁର ପୁଲିସ ଜିଲ୍ଲା, କନ୍ଧମାଳ, ରାୟଗଡା ଓ ସୁବର୍ଣ୍ଣୁର ଜିଲ୍ଲାର ବିଭିନ୍ନ…

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌: ଏତିକି ଟଙ୍କା ରହିଛି ଟିକେଟ୍ ଦାମ୍‌

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନର ପ୍ରାଣୀ ଉଦ୍ୟାନାର ଟଏ ଟ୍ରେନ୍‌ର ସୁରକ୍ଷା ଦାୟୁତ୍ୱ ନେଇଥିବା ରାଇଟସ କମ୍ପାନୀ ମଙ୍ଗଳବାର ଠାରୁ ଶିଶୁ ରେଳ ଗାଡି ପୁନଃ ପ୍ରଚଳନ କରାଯିବା ପାଇଁ ସବୁଜ ସଂଙ୍କେତ ଦେଇଛି ବୋଲି…