Browsing Category

ରାଜ୍ୟ

ଏହି ମେଡିସିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ୩ ବର୍ଷରେ ୮୪ଟି ନକଲି ଔଷଧ ଚିହ୍ନଟ

ଭୁବନେଶ୍ବର: ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି । ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା…

୨୪ ଲକ୍ଷରୁ ଅଧିକ ଲୋକ ପିଏମ୍ ଆବାସ ପାଇଁ କଲେଣି ପଞ୍ଜିକରଣ, ଜାଣନ୍ତୁ କେବେ ଆସିବ ସମ୍ପୂର୍ଣ୍ଣ ଲିଷ୍ଟ

ଭୁବନେଶ୍ବର : ପିଏମ୍‌ ଆବାସ ସର୍ଭେର ଅଧିକାରୀଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକଙ୍କ କଡା ଚେତାବନୀ । ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଲେ ହେବ କଡା ଆକ୍ସନ । ଏବେ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧…

ଯୁଗ ଆଗକୁ ଗଲେ ରାଜ୍ୟରେ ଏବେ ବି ରହିଛି ଗୁଣି ଗାରେଡ଼ି, ୪ ବର୍ଷରେ ୪୦୮ ମାମଲା ରୁଜୁ

ଭୁବନେଶ୍ୱର: ଯୁଗ ଯେତେ ଆଧୁନିକତାକୁ ଗତି କଲେ ବି ଲୋକମାନଙ୍କ ମନରୁ ଆଜି ବି ଗୁଣି ଗାରେଡି ବା ଅନ୍ଧ ବିଶ୍ୱାସ ଯିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବିଗତ ୫ ବର୍ଷରେ ୪୦୮ ଗୁଣି ଗାରେଡ଼ି ମାମଲା ରୁଜୁ ହୋଇଛି ।…

ଭୁବନେଶ୍ବରରେ ବି ନକଲି ପୋଲିସ, ଚାକିରି କରାଇଦେବା ନାଁରେ ଠକୁଥିବା ବେଳେ ବାନ୍ଧିଲା ଅସଲି ପୋଲିସ

ଭୁବନେଶ୍ବର: ନକଲି ପୋଲିସ ଡିଏସପିଙ୍କୁ ବନ୍ଧିଲା ପୋଲିସ । ଏଭଳି ଘଟଣା ରାଜଧାନୀ ଭୁବନେଶ୍ବରରେ ହିଁ ଦେଖିବାକୁ ମିଳିଛି । ଭୁବନେଶ୍ବର ସହିଦ ନଗର ଥାନା ପୋଲିସ ହେପାଜତରେ ନକଲି ଡିଏସପି । ନକଲି ପୋଲିସ…

ରାଜ୍ୟରେ ଚଳିତ ବର୍ଷ ୨୦ ହଜାର ୯୦୪ଟି ନଳକୂଅ ଖନନ ପାଇଁ ମଞ୍ଜୁର

ଭୁବନେଶ୍ବର: ରାଜ୍ୟରେ ବଢୁଛି ତାତି ପ୍ରକୋପ । ବିଭିନ୍ନ ସ୍ଥାନରେ ଜଳ ସଂକଟର ସାମ୍ନା କରିବେ ଲୋକେ । ଜନସାଧାରଣ କେମିତି ପାଣି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା କହିଛନ୍ତି…

ଡିଜିଟାଲ ଯୁଗରେ ବି ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା ଗ୍ରାମରେ ଇଣ୍ଟରନେଟ୍ ପ୍ରସଙ୍ଗ ।  ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା । ଏନେଇ ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଇଛନ୍ତି…

ଖୁବଶୀଘ୍ର ଶିମିଳିପାଳକୁ ମିଳିପାରେ ଜାତୀୟ ଉଦ୍ୟାନ ମାନ୍ୟତା, ବାଘ ସଂଖ୍ୟା ବଢାଇବାକୁ ଆସିବ ପାଣ୍ଠି

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଆସିବ ବିଧିବଦ୍ଧ ବିଜ୍ଞପ୍ତି । ଖୁବଶୀଘ୍ର ଶିମିଳିପାଳକୁ ମିଳିବ ଜାତୀୟ ଉଦ୍ୟାନ ମାନ୍ୟତା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁଠୁ ଅଧିକ ରହିଛନ୍ତି ।…

କମିଲା କାଳବୈଶାଖୀ ପ୍ରଭାବ, ଆଜିଠୁ ପୁଣି କନ୍ଦାଇବ ମୁଣ୍ଡଫଟା ଖରା !

ଭୁବନେଶ୍ୱର: ଆଜିଠାରୁ ପୁଣି ବଢ଼ିବ ତାତି। ପାଖାପାଖି ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ମାର୍ଚ୍ଚ ଅଧାରୁ ଜଳୁଥିଲା ଅଧାରୁ ଅଧିକ ଓଡ଼ିଶା କାଳବୈଶାଖୀ ବର୍ଷା ଫଳରେ ତାତିରୁ…

Breaking: ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ, ଅଧିବେଶନ ଆରମ୍ଭରୁ ଗୃହ ମୁଲତବି

ଭୁବନେଶ୍ୱର: ଚାଲିପାରୁନି ବିଧାନସଭା ଅଧିବେଶନ। ପ୍ରତିଥର ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଠିକ୍ ସେହିପରି ଆଜି ମଧ୍ୟ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ…

Breaking: ସୋରରେ ସିରିଜ୍ ଚୋରି, ଘରେ ପଶିଲେ, ହାଣିଲେ, ସବୁ କିଛି ପୋଛିନେଲେ

ବାଲେଶ୍ୱର: ପୁଣି ବାଲେଶ୍ୱର ସୋରରେ ବଡ଼ ଧରଣର ଲୁଟ୍। ରାତି ଅଧରେ ଘରେ ପଶି ଆତଙ୍କ ମଚାଇଲେ ୫ ଦୁର୍ବୁତ୍ତ। ପରିବାର ଲୋକଙ୍କ ଉପରେ ଭୁଜାଲି ଓ ରଡରେ ଆକ୍ରମଣ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା…