Browsing Category

ରାଜ୍ୟ

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପ୍ରସଙ୍ଗ; SCBରେ ପ୍ରାଣ ହରାଇଲେ ଯୁବକ

କଟକ (ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଯୁବକ ଜଣଙ୍କ ଚିକିତ୍ସାରେ ଅବହେଳା ତଥା ସରକାରଙ୍କ ଉଦାସୀନତା ଅଭିଯୋଗରେ କୀଟନାଶକ…

ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବନ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାନ୍ତଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ଜଗାଦର୍ଶନ ପାଇଁ କୋହଳ ହେଲା କଟକଣା; ଏହି ସମୟରେ କରି ପାରିବେ ଦର୍ଶନ

ପୁରୀ (ଓଡ଼ିଶା ଭାସ୍କର): ଏଣିକି ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା ।ସକାଳ ୭ଟା ରୁ ରାତି ୯ଟା ପର୍ୟ୍ୟନ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଶନିବାର ମଧ୍ୟ ମିଳିପାରିବ ଦର୍ଶନ ।…

ଆପଣଙ୍କ ମୁଣ୍ଡରେ ରହିଛି ଏତିକି ଟଙ୍କାର ଋଣ; ବଢିଲା ରାଜ୍ୟର ଋଣ ଭାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି ।…

ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା

କେନ୍ଦୁଝର :ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୂତନ…

#SaveTushar ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର; ୭୨ ପ୍ରତିଶତ ଫୁସଫୁସ ଖରାପ, ଚିକିତ୍ସାରେ ଖର୍ଚ୍ଚ ହେବ ୭-୧୦ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୟସ ମାତ୍ର୧୩ ବର୍ଷ, ମାତ୍ର ଏଭଳି କୋମଳମତି ବୟସରେ ହସ୍ପିଟାଲ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର ରଞ୍ଜନ ସା । ଘେଁସ ଶିଶୁମନ୍ଦିରରେ ୮ମ ଶ୍ରେଣୀ ରେ ପାଠ ପଢୁଥବା ତୁଷାର ରଞ୍ଜନଙ୍କ…

ମହିଳା IPS ଅଫିସର ଏନ୍ ବି ଭାରତୀ ନିଖୋଜ; ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର):୧୯୯୮ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଏନ ବି ଭାରତୀଙ୍କ ପତ୍ତା ମିଳୁନି । ପ୍ରାୟ ୨ ବର୍ଷ ହେବ ସେ କାର୍ୟ୍ୟରେ ଯୋଗ ଦେଇ ନାହାନ୍ତି । ସେ ଛୁଟି ନେଇ ନାହାନ୍ତିକି ମୌଖିକ ଭାବେ…

ରକ୍ତ ଚନ୍ଦନରେ ଲୁଚିଛି ACF ସୌମ୍ୟ ଡେଥ୍ ମିଷ୍ଟ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ସୌମ୍ୟ ସିଜ୍ କରୁଥିଲେ ଆଉ DFO ଛାଡ଼ି ଦେଇଥିଲେ । ଅଫିସରେ ଅଫିସର୍ ସଚ୍ଚୋଟ ନହେବାକୁ ବାଧ୍ୟ କରୁଥିଲେ କି ? ନହେଲେ କାହିଁକି ଶିମିଳିପାଳ ପାଇଁ ମନ ସ୍ଥିର କରିଥିଲେ ସୌମ୍ୟ ? ଆଉ କାଳ…

ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା ପରେ ଜୀବନ ହାରିଲା ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛି । ପାରିବାରିକ କଳହକୁ ନେଇ ନିଜ ୧୦ ମାସର ପୁଅକୁ ମଧ୍ୟ…

ସରକାର ମୋତେ ମୃତ୍ୟୁ ଦିଅ; ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବୁଧବାର ଦିନ ଘଟିଯାଇଛି ଏକ ଅଘଟଣ । ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜନୈକ ଯୁବକ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ…