Browsing Category

ରାଜ୍ୟ

ସେପ୍ଟେମ୍ବର ପାଇଁ ଆଜି ଆସିପାରେ କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ କିଛିଦିନ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଅଗଷ୍ଟ ମାସର ଗାଇଡଲାଇନ୍ ଗୋଟିଏ ଦିନ ପରେ ଶେଷ ହେବ । ଏହି କାରଣରୁ ସେପ୍ଟେମ୍ବର ମାସ ପାଇଁ ଆଜି କରୋନା…

ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି

କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ଅଞ୍ଚଳର ଜଣେ ମହିଳା କୋଭିଡ ମହାମାରୀର ପରବର୍ତ୍ତୀ ଜଟିଳତା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି । ଗତକାଲି…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ୨ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଯୋଗ ଦେବେ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । ମଙ୍ଗଳବାର ଓ ବୁଧବାର ଦିନ କଂଗ୍ରେସ କର୍ମକର୍ତା ମାନଙ୍କର…

ଅନଲାଇନ୍‌ ପେମେଣ୍ଟ ବିବାଦକୁ ନେଇ କ୍ୟାବ୍‌ ଡ୍ରାଇଭରଙ୍କୁ ମାଡ଼ ମରିଲେ ପେଟ୍ରୋଲ ପମ୍ପରେ କର୍ମଚାରୀ, ଜଣେ ଅଟକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଅନଲାଇନ୍‌ ପେମେଣ୍ଟକୁ ନେଇ କ୍ୟାବ୍‌ ଡ୍ରାଇଭରଙ୍କୁ ଆକ୍ରମଣ ଅଭିଯୋଗରେ ଭୁବନେଶ୍ୱରର ନିଳାଦ୍ରୀବିହାର ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି । ପେଟ୍ରୋଲ ପମ୍ପ କର୍ମଚାରୀ ଡ୍ରାଇଭରଙ୍କୁ…

ଭୋଜି ଭାତରେ ମସ୍‌ଗୁଲ୍‌ ଥିଲେ ପୋଲିସ କର୍ମଚାରୀ, ଗୋଟିଏ ରାତିରେ ୪ ଦୋକାନରୁ କଳାକନା ବୁଲାଇ ଚମ୍ପଟ ମାରିଲେ ଚୋରି; ଟେର୍ ପାଉନିି ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): କିଛିଦିନ ହେବ ଗୋପ ଥାନା ଅଞ୍ଚଳରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଗୋଟିଏ ସପ୍ତାହ ତଳେ ବଦଳି ହୋଇଥିବା ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁଳିକରି ହତ୍ୟା କରିବା…

ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳ ୮ଟା ୩୦…

ଡ୍ରାଇଭର ମୁହଁରେ ଲାଇଟ୍ ପଡିବାରୁ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ୫ ଗୁରୁତର, ୭ ଆହତ

କୋରାପୁଟ (ଭାସ୍କର ନ୍ୟୁଜ୍): ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଆମ୍ବିଳି ଆମ୍ବଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଓଲଟି ପହିବାରୁ ୧୨ ଜଣ ଆହତ ହୋଇଛନ୍ତି ।…

୭ ଜିଲ୍ଲାରେ ଛେଚିବ ବର୍ଷା, ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ…

ନିଶା କାରବାରର ହାଇଟେକ୍ ତରିକା: କୋରିୟରରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ, ୨ ଗିରଫ

ଭୁବନେଶ୍ୱର(ଓଡିଶା ଭାସ୍କର): ନିଶା କାରବାରର ହାଇଟେକ୍ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବନ୍ଧା ହୋଇଛନ୍ତି ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ…

ହକି ତାରକା ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା/ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ହକି ତାରକା ଅମିତ୍ ରୋହିଦାସ ପୁରସ୍କୃତ ହୋଇଛନ୍ତି । ଅମିତ୍…