Browsing Category
ରାଜ୍ୟ
ହାଇଦର୍ ଏନକାଉଣ୍ଟର୍, ପୁଲିସ୍ କମିସନର୍ ଏବଂ ସଂଯୋଗ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟରକୁ ନେଇ ଅନେକ କଥା ସାଧାରଣରେ ଆଲୋଚନା ହେଉଛି । ତେବେ ପୋଲିସ କହିବା ଅନୁସାରେ ତାକୁ ବାରିପଦା ନିଆଯାଉଥିବାବେଳେ ଜଣେ ଇନ୍ସପେକ୍ଟର୍ ଏବଂ…
ଏଣିକି ପୁରୀରେ ୨୪ ଘଣ୍ଟା ମିଳିବ ଟ୍ୟାପ୍ ପାଣି
ପୁରୀ(ଓଡ଼ିଶା ଭାସ୍କର): ପୁରୀବାସୀଙ୍କ ପାଇଁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ । ପୁରୀବାସୀଙ୍କୁ ସିଧାସଳଖ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଣିକି ୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ…
ଓଡ଼ିଶାରୁ ୬୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ ଗଲା ୪୨ ଜୀବନ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ହାଇଦରକୁ କାହିଁକି ହେଲା ଏନକାଉଣ୍ଟର? ଜାଣନ୍ତୁ ଏହା ପୂର୍ବରୁ ସେ କ’ଣ କହିଥିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଗ୍ୟାଙ୍ଗଷ୍ଟାର ହାଇଦରକୁ କାହିଁକି ଏନକାଉଣ୍ଟର କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ଖୁଲାସା କରିଛନ୍ତି…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୩୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ଫଳରେ ହୀରାକୁଦ ଡ୍ୟାମର ପୁଣି ୨ଟି ଗେଟ୍ ଆଜି ଖୋଲାଯାଇଛି । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।…
ଏସିଏଫ୍ ସୌମ୍ୟରଞ୍ଜନ ମର୍ଡର ମିଷ୍ଟ୍ରି: ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ୍ର ରୁମ୍ ନମ୍ବର-୧କୁ ସିଲ୍ କଲା ପୋଲିସ, ଖିଅ ଖୋଜୁଛି ଟିମ୍
ବଲାଙ୍ଗିର, (ଭାସ୍କର ନ୍ୟୁଜ୍): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସ ରବିବାର ବଲାଙ୍ଗିର ଲର୍କିାଲି ଏଲ୍ଆଇ ଟ୍ରେନିଂ ସେଣ୍ଟରରେ ପହଞ୍ଚି ତଦନ୍ତ କରିଛି । ଟ୍ରେନିଂ ସେଣ୍ଟର…
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପୁରୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
ପୁରୀ, (ଭାସ୍କର ନ୍ୟୁଜ୍): ପୁରୀର ବାସେଲି ସାହି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ…
ରାଜଧାନୀରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଭୁବନେଶ୍ୱର ରସୁଲଗଡ ଜିଜିି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର ହୋଇଛି । ଉଦ୍ଧାର କଇଁଛକୁ ପାତ୍ରପଡାରେ ଥିବା ସ୍ୱତନ୍ତ୍ର ପାର୍କରେ ଛଡା ଯିବ ବୋଲି ସିଟି ଫରେଷ୍ଟ ଏସିଏଫ…
ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମରେ ଓଡିଶା କନେକ୍ସନକୁ ନେଇ ଚର୍ଚ୍ଚା, ଓଡ଼ିଆ ପୁଅ ସେକ୍ସସ୍ପିୟରଙ୍କ ଲିଙ୍କ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଅଭିଯୋଗ ଆସିବା ପରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇ ଥିଲା । ଜାତୀୟ ଗଣମାଧ୍ୟମରେ ଏହି ଖବର…