Browsing Category
ରାଜ୍ୟ
ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଆଜି ରାଜ୍ୟର ଅନେକ ଜିଲ୍ଲାରେ ଏହାର ତାଣ୍ଡବ ରଚିସାରିଛି । ଏଥିରେ ବିପୁଳ କ୍ଷତି ଘଟିଥିବା ମଧ୍ୟ କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
କରୋନା ଓ ବ୍ଲାକ୍ ଫଙ୍ଗସ୍ ଭିତରେ ଦିଲ୍ଲୀରେ ବ୍ୟାପୁଛି ଡେଙ୍ଗୁ-ଚିକନଗୁନିଆ
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିପଦକୁ ସାମ୍ନା କରୁଛି ଦେଶ । ମହାମାରୀ କରୋନା ଭାଇରସ୍ ସଂକ୍ରମଣ ସମ୍ପୂର୍ଣ୍ଣ ଦୂରେଇବା ପୂର୍ବରୁ ଭାରତରେ ଦେଖାଦେଲା ବ୍ଲାକ୍ ଫଙ୍ଗସ୍ ଭଳି ମାରାତ୍ମକ ରୋଗ । ଏହାକୁ ମଧ୍ୟ ସରକାର…
ପଶ୍ଚିମବଙ୍ଗରେ କୋଟିଏ ଲୋକ ପ୍ରଭାବିତ, ଭାଙ୍ଗିଛି ୩ ଲକ୍ଷ ଘର: ମମତା
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ୟଶ୍ ଯୋଗୁଁ ପ୍ରାୟ କୋଟିଏ ଲୋକ ପଶ୍ଚିମବଙ୍ଗରେ ପ୍ରଭାବିତ ହୋଇଛନ୍ତି । ସେହିପରି ୩ ଲକ୍ଷ ଘର ଭାଙ୍ଗି ଯାଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ଗାଁକୁ ମାଡ଼ି ଆସିଲା ସମୁଦ୍ର ଜଳ, ଧୋଇନେଲା କୁଡ଼ିଆ
ଭୁବନେଶ୍ୱର,ବାଲେଶ୍ୱର(ଓଡ଼ିଶା ଭାସ୍କର): ୟଶ ରଚିଲା ତାଣ୍ଡବ । ୧୫୦ କିମି ବେଗରେ ବୋହିଲା ପବନ । ଭାଙ୍ଗିଦେଲା କେତେ କଚ୍ଚା ଘର। ଗଛ ଡାଳ, ଚାଳ ଆଦି ଉଡ଼ାଇନେଲା । ଖାଲି ସେତିକି ନୁହେଁ ୟଶ ପ୍ରକୋପରେ ଗାଁକୁ ମାଡ଼ି ଆସିଲା…
‘ବନ୍ୟା ଆଶଙ୍କା ନାହିଁ’
ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ୟଶ୍ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି । ପବନର ବେଗ ମଧ୍ୟ ଖସିଆସିଛି । ହେଲେ କିଛି ଉପକୂଳବର୍ତ୍ତୀ ସ୍ଥାନରେ ଏବେ ସୁଦ୍ଧା ବାତ୍ୟା ପରର ବର୍ଷା ଲାଗିରହିଛି । ବାଲେଶ୍ୱର ଓ ଭଦ୍ରକ ପରେ…
କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ…
ବାତ୍ୟା ସମ୍ପୂର୍ଣ୍ଣ ନ ସରିବା ଯାଏଁ ବାହାରକୁ ବାହାନ୍ତୁ ନାହିଁ: ଏସଆରସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂପୁର ଏବଂ କେନ୍ଦ୍ରପଡାରେ ଅନେକ କ୍ଷୟକ୍ଷତି ଘଟାଇବାରେ ଏବେ ମୟୁରଗଞ୍ଜ ମୁହାଁ ହୋଇଛି ୟଶ୍ । ତେଣୁ…
ମୟୁରଭଞ୍ଜ ଦେଇ ଗତି କରୁଛି ୟଶ୍
ଭୁବନେଶ୍ୱର: ଲ୍ୟାଣ୍ଡଫଲ୍ ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି ୟଶ୍ । ବର୍ତ୍ତମାନ ଏହା ମୟୁରଭଞ୍ଜ ଦେଇ ଅତିକ୍ରମ କରୁଛି । ସେଠାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି । ପୂର୍ବରୁ ଏହା ଧାମରା, ଚାନ୍ଦିପୁର, ରାଜନଗର…
ଭଦ୍ରକ-ବାଲେଶ୍ୱରରେ ପରେ ମୟୂରଭଞ୍ଜକୁ ‘ୟଶ’ ଭୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନୟାନ୍ତ କରିଦେଇଛି । ତେବେ ଏହାର ପ୍ରଭାବରେ ଆଜି ରାତି ଯାଏଁ ୧୨୦-୧୩୦ କିମି…
ୟଶ ମୁକାବିଲା ପାଇଁ ବିଜେପିର ପ୍ରସ୍ତୁତି, ଗଢ଼ିଲା ସମନ୍ୱୟ କମିଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ପୂର୍ବାହ୍ଣ ୯ଟାରୁ ବାତ୍ୟା ସ୍ଥଳଭାଗ ଛୁଇଁଥିବାବେଳେ ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ତାଣ୍ଡବ ରଚିବ ବୋଲି…