Browsing Category
ରାଜ୍ୟ
କୋଭିଡ ରୋଗୀଙ୍କୁ ନେଇ ଭୁବନେଶ୍ୱରରେ ନୂଆ କଟକଣା, ଜାଣନ୍ତୁ କ’ଣ?
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର କୋଭିଡ କଟକଣା କୋହଳ ହୋଇଛି । ଏଣିକି ଘରେ ପୃଥକବାସରେ ରହିପାରିବେ କରୋନା ପଜିଟିଭ୍ ରୋଗୀ । ହୋମ୍…
ମହାନଦୀ ଟ୍ରିବ୍ୟୁନାଲରେ ଇସ୍ୟୁ ଫ୍ରେମ, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ବାରମ୍ବାର ବିଫଳ ହେବାରୁ ମହାନଦୀ ଜଳ ବିବାଦ ନେଇ ଇସ୍ୟୁ ଫ୍ରେମ କରିଛନ୍ତି ଟ୍ରିବ୍ୟୁନାଲ । ସବୁ ପକ୍ଷର ଦାବି…
ରାଜ୍ୟରେ କମିଲା ମଦ ଦର, ଜାଣନ୍ତୁ କେଉଁ ବ୍ରାଣ୍ଡ ପାଇଁ କେତେ ଟଙ୍କା?
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ମଦ ପିଇଥିବା ଲୋକଙ୍କ ଉପରେ ସତେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଥିଲା, କାରଣ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତା ପରେ ଅନଲାଇନ ମଦ ଓ…
ଓଡିଶାର ଉହାନ ପାଲଟିବାରେ ଲାଗିଛି ରାଜଧାନୀ ! ଆଜି ପୁଣି ୩୮ ଚିହ୍ନଟ
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ଚୀନର ଉହାନ ସହର ପରି ପାଲଟିବାରେ ଲାଗିଛି ଓଡିଶାର ରାଜଧାନୀ ଭୁବନେଶ୍ୱର । ରାଜ୍ୟର ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କରୋନାରୁ ବାଦ୍ ପଡିନି…
ରାଜଧାନୀରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନରେରେ ମାଡିଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ…
ରାଜ୍ୟରେ ପୁଣି ୫ ଜୀବନ ନେଲା କରୋନା, ଜାଣନ୍ତୁ ସମ୍ପୂର୍ଣ ତଥ୍ୟ
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫…
ବଡ ଖବର: ରାଜ୍ୟରେ ଆଜି ପୁଣି ୫୭୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୪ ସଂଗରୋଧ କେନ୍ଦ୍ରରୁ…
କଟକରେ ସଟଡାଉନ ବୃଦ୍ଧି ଖବର ଗୁଜବ
କଟକ,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଫେକ୍ ନ୍ୟୁଜ୍ ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକରେ ପୁଣି ସଟଡାଉନ ବଢିବ ବୋଲି ଖବର ଆସିଥିଲା, ଯାହାକୁ ଗୁଜବ ବୋଲି ସିଏମସି…
ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ମନା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା
ମାଲକାନଗିରି, ୧୧/୭(ଓଡିଶା ଭାସ୍କର): ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏନେଇ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ …
ଆଜିଠୁ ପୁଣି ପୁରୀ ସେବାୟତଙ୍କର ହେବ କୋରୋନା ଟେଷ୍ଟ
ପୁରୀ,୧୧/୭(ଓଡିଶା ଭାସ୍କର): ଆଜିଠୁ ପୁଣିଥରେ ପୁରୀ ସେବାୟତଙ୍କର କୋରୋନା ଟେଷ୍ଟ ହେବ। ୧୪ ଯାଏ ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତଙ୍କର ଟେଷ୍ଟ ହେବ । ଏହା ସହ ପୌରାଞ୍ଚଳର ୩୨ଟି ୱାର୍ଡରେ ୬୪ଟି ଟିମ୍ର…