Browsing Category

ରାଜ୍ୟ

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ ଆକ୍ରାନ୍ତ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆସିଛି ଏକ ଖୁସି ଖବର । ଆଜି ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ…

ସାମ୍ବାଦିକଙ୍କର ହେବ କରୋନା ଟେଷ୍ଟ

ପୁରୀ,୨୮ ।୬(ଓଡିଶା ଭାସ୍କର): ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ । ସେବାୟତ ଓ ପୁଲିସ୍ ପରେ ସାମ୍ବାଦିକଙ୍କ ହେଲା ନମୂନା ସଂଗ୍ରହ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ…

ଆଜି ପୁଣି ଭୁବନେଶ୍ୱରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କାୟା ବିସ୍ତାର କରିବାକରେ ଲାଗିପଡିଛି କରୋନା ମହାମାରୀ । ଏହାରି ମଧ୍ୟରେ ଭୁବନେଶ୍ୱରରୁ ଆଉ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯ ସୁସ୍ଥ…

ତିନିରଥର ଆରମ୍ଭ ହେଲା ଦକ୍ଷିଣ ମୋଡ଼

ପୁରୀ,୨୮ ।୬(ଓଡିଶା ଭାସ୍କର): ପୁରୀରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ହୋଇଛି । ଏହାପରେ ଦର୍ପଦଳନ ଓ…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ କରୋନା ନେଲା ୩ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୨୮ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୬୪ ଜଣ ପଜିଟିଭ୍ ବାହାରିଥିବା ବେଳେ ୩ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ…

ଓଡିଶାରେ କରୋନାର ଭୟଙ୍କର ପରିସ୍ଥିତି! ଆଜି ପୁଣି ୨୬୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି…

ଲୋକସେବା ଭବନ ପରିସରରେ ସାପ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଲୋକମାନେ ଘରୁ ବାହାରରୁ ନଥିବା ବେଳେ ବନ୍ୟଜନ୍ତୁଙ୍କ ରାଜୁତି ଦେଖିବାକୁ ମିଳୁଛି । ସେହିପରି ଆଜି ଲୋକସେବା ଭବନ ପରିସରରେ ସାପ ଦେଖାଯାଇଥିଲା । ସ୍ନେକ ହେଲ୍ପ…

କଣ୍ଟେନମେଣ୍ଟ ଜୋନରେ ଘୋଷଣା ହେଲା ବଡ଼ମ୍ବା ଥାନା

ଆଠଗଡ଼,୨୮ ।୬(ଓଡିଶା ଭାସ୍କର): କଟକ ଜିଲ୍ଲା ଆଠଗଡର ବଡ଼ମ୍ବା ଥାନାକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି । ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ଥାନାରେ…

ମୁଣ୍ଡଳୀରେ ମହାନଦୀରେ ପହଁଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ,୨୮/୬(ଓଡିଶା ଭାସ୍କର): କଟକ ମୁଣ୍ଡଳୀରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଥିବାବେଳେ ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ହୀରାକୁଦର ୧୫ ଗେଟ୍…