Browsing Category
ରାଜ୍ୟ
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୨।୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଛଅ ଜଣିଆ ଚୋର ଦଳ ଗିରଫ
କୋରାପୁଟ, ୧୨। ୫ (ଓଡିଶା ଭାସ୍କର ): ଛଅ ଜଣିଆ ଚୋର ଦଳକୁ ଆଜି ଗିରଫ କରିଛି କୋରାପୁଟ ପୋଲିସ । ଏହି ଦଳ ୧୨ରୁ ଅଧିକ ମାମଲାରେ ସଂପୃକ୍ତ ଥିବା କୋରାପୁଟ ଟାଉନ ଥାନା ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…
ରାଜ୍ୟରେ ୬୮ହଜାର ୫୭ନମୁନା ପରୀକ୍ଷା ହୋଇଛି: ବାଗଚୀ
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଜି ବିଶ୍ୱ ନର୍ସିଂ, ଫୋରେନ୍ସ ନାଇଟଙ୍ଗଲଙ୍କୁ ମନେପକାଇବାର ଦିନ । ଏହାସହ ଆଜି କରୋନା…
ବଢ଼ିବ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): କୋଭିଡ଼ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ସମୀକ୍ଷା ବୈଠକ କରିଥିଲେ । ସେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ବହୁ…
ଚଳିତବର୍ଷ ହେବନି ସ୍ପେଶାଲ OJEE
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାସହ କରୋନା ପାଇଁ ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ କେତେକ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଏହାରି ମଧ୍ୟରେ…
ସିଲ୍ ହେଲା ବାପୁଜୀ ନଗର ମାର୍କେଟ
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗରକୁ ମାର୍କେଟକୁ ସିଲ୍ କରଛିି ବିଏମସି । ଦୋକାନୀମାନେ ଆଇନ ନମାନିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟବସାୟୀମାନେ ସାମାଜିକ…
ଜୁନ୍ ୨୨ସୁଦ୍ଧା ରଥ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ, ୧୨ା୫(ଓଡ଼ିଶା ଭାସ୍କର): ଜୁନ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ହୋଇଛି । ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହିପରି…
ଆସନ୍ତାକାଲିଠାରୁ ଟ୍ୱିନ୍ ସିଟିରେ ଗଡ଼ିବ ବସ୍
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍ । କଟକରୁ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିବ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ୍ ଗଡ଼ିବ । ଗୋଟିଏ ବସ୍ ଚାଲିବ ଓ ବସ୍ ଭଡ଼ା ୩୦ଟଙ୍କା…
ମାଟ୍ରିକ ଖାତା ଦେଖିବାକୁ ଶିକ୍ଷକ ଅମଙ୍ଗ
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆସନ୍ତା ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । କିନ୍ତୁ ଆଜି ଖାତା ଦେଖିବାକୁ ଶିକ୍ଷକମାନେ ଅମଙ୍ଗ ହେଉଥିବା ଜଣାପଡ଼ିଛି । ଖାତା ଦେଖିବା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର…
୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା
ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଗତକାଲି ଓ ଆଜି ଚିହ୍ନଟ ହୋଇଥିବା ୪୬ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୪୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା…