Browsing Category
ରାଜ୍ୟ
ନିଶାଗ୍ରସ୍ତ ପୁଅ ହାତରେ ମା ର ଗଲା ଜୀବନ।
ମାଲକାନଗିରି ୨୨/୦୧ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସୁନାନଗର ଗ୍ରାମରେ ଘଟିଛି ଅଘଟଣ। ନିଶାଗ୍ରସ୍ତ ଅବସ୍ଥାରେ ମା କୁ ମାରିଚି ପୁଅ ସୂଚନାରୁ ଜଣାପଡିଛି ପୁଅ ଡମୁରୁ ନାୟକ ଆନ୍ଦ୍ରପ୍ରଦେଶ ଯାଇ କାମକରି ଦୁଇ ଦିନ…
ଷ୍ଟେଟ ଏକ୍ସପୋର୍ଟ ଆୱାର୍ଡ ଉତ୍ସବ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱର, 22/1 : ଷ୍ଟେଟ ଏକ୍ସପୋର୍ଟ ଆୱାର୍ଡ ଉତ୍ସବ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ । ବାଣିଜ୍ୟ କାରବାରରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ ରହିଛି…
ବିଜେପି ଦେଲା ୭୨ ଘଣ୍ଟା ସମୟ
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଆରଡିସି ଓ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ଶେଷ ହୋଇଛି । ଆଲୋଚନା ସକରାତ୍ମକ ହୋଇଥିବା କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଏହା ସହ ସେ କହିଛନ୍ତି ଯେ, ‘ଆରଡିସିଙ୍କ ସହ…
ବିଜେପି ରାଲିକୁ ନେଇ କ’ଣ କହିଲା କଂଗ୍ରେସ ?
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସମ୍ବଲପୁରରେ ରାତିସାରା ବିଜେପି ନେତା ଥାନାରେ ଧାରଣା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା…
ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତାକୁ ଆସିଲେନି ଅନୁଭବ
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଅନ୍ୟପଟେ ଆଜି ଏସଡିଜେଏମ କୋଟଙ୍କ…
ଡ୍ରାମା କରୁଛି ବିଜେପି: ବିଜେଡି
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସମ୍ବଲପୁରରେ ବିଜେପିର ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ଡ୍ରାମା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯେ,…
ସଞ୍ଜୟ ନାୟକ ରେଭେନ୍ସାର ନୂଆ କୁଳପତି
କଟକ,୨୨ ।୧(ଓଡିଶା ଭାସ୍କର): ପ୍ରଫେସର ସଞ୍ଜୟ କୁମାର ନାୟକ ରେଭେନ୍ସାର ନୂଆ କୁଳପତି ହୋଇଛନ୍ତି । ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସଞ୍ଜୟଙ୍କୁ ୪ ବର୍ଷ ପାଇଁ ନିଯୁକ୍ତ ଦେଇଛନ୍ତି…
ଫେବ୍ରୁଆରୀ ମଧ୍ୟଭାଗରେ ବଜେଟ୍ ଅଧିବେଶନ
ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ପ୍ରଥମ ଥର ପାଇଁ ଅନଲାଇନରେ ଚାଲିବ ବିଧାନସଭା । ଅନଲାଇନରେ ବିଧାୟକମାନେ ପ୍ରଶ୍ନ ପଚାରିବେ ଓ ଉତ୍ତର ପାଇବେ । ବିଧାୟକଙ୍କ ମୋବାଇଲକୁ ପ୍ରଶ୍ନର ଉତ୍ତର ଯିବ । ନାଭା ଆପ୍ ଜରିଆରେ…
ସିଏଚସି ଓ ପିଏଚସିରେ ସପ୍ତାହକୁ ୩ ଦିନ ଟିକା
ଭୁବନେଶ୍ୱର, ୨୨ା୧(ଓଡିଶା ଭାସ୍କର) : ସପ୍ତାହକ ଭିତରେ କୋଭାକ୍ସିନର ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ ରାଜ୍ୟକୁ ଆସିବ । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯିବ । ସିଏଚସି ଓ ପିଏଚସି ଗୁଡିକରେ ୩ ଦିନ ଟିକା ଦିଆଯିବ…
ଆଇପିଏଲରେ ଚମକିବେ ଓଡ଼ିଆ: ୬ ଜଣ ଖେଳାଳିଙ୍କ ନାମ ସୁପାରିଶ
ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏଣିକି ଓଡ଼ିଆ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ । ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଓଡ଼ିଶା କ୍ରିକେଟ…