
Browsing Category
ରାଜ୍ୟ
ବିଧାନସଭାରେ ଆତ୍ମାହୂତି ଧମକ ଦେଲେ ବିଧାୟକ
ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ପୁଣି ବିଧାନସଭାରେ ଆତ୍ମାହୂତି ଧମକ ଦେଇଛନ୍ତି ଜଣେ ବିଜେପି ବିଧାୟକ । ସମସ୍ତ ଧାନ କିଣାନଗଲେ ଆତ୍ମାହୂତି ଦେବାକୁ ଚେତାବନୀ ବିଧାୟକ ସୁବାସ ପାଣିଗ୍ରାହୀ ।
ତେବେ ଧାନ ସମସ୍ୟାକୁ…
ଅପରାହ୍ମ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର):ଧାନ ସମସ୍ୟାକୁ ନେଇ ବିଧାନସଭାରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଧାନ କିଣା ସମ୍ପର୍କରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଗୃହ…
ଅପରାଧୀଙ୍କୁ ଧରିବ ‘ଅତିଥି’ ଆପ୍
ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଆଉ ଖସି ପାରିବେନି ଅପରାଧୀ । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏଣିକି ‘ଅତିଥି’ ଆପର ବ୍ୟବହାର କରିବ । ପୋଲିସ ପକ୍ଷରୁ ଏହି ଆପର ତିଆରି ଚାଲିଛି, ଖୁବଶୀଘ୍ର ତାହା କାର୍ଯ୍ୟକାରୀ…
ବୁର୍ଲାରେ ପୁଣି ରାଗିଂ: ୬ ଛାତ୍ରଙ୍କୁ ଆକ୍ରମଣ
ସମ୍ବଲପୁର, ୧୨ା୩ (ଓଡିଶା ଭାସ୍କର): ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ ରିସର୍ଚ୍ଚ (ଭିମସାର)ର ୬ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇବର୍ଷ ପୂର୍ବରୁ ବୀର…
ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଗତବର୍ଷ ପରି ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ବାର୍ଷିକ ପରୀକ୍ଷା କରାନଯାଇ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ…
୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ରାଜ୍ୟର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେନ୍ଦୁଝର, କନ୍ଧମାଳ,…
ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଆସନ୍ତା ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଶାସକ ଦଳକୁ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୪୦ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୧୨ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୪୦ ହଜାର ୮୭୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୯୦…
ସେବାୟତଙ୍କ ଜିଦ୍: ବେଢାରେ ଭିତରେ ଜଳିବ ଦୀପ
ଭୁବନେଶ୍ୱର,୧୧ ।୩(ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ବେଢା ଭିତରେ ଭକ୍ତମାନେ ଦୀପ ଜାଳି ପାରିବେ । ସେବାୟତଙ୍କ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ମନ୍ଦିର ପ୍ରଶାସନ । ମନ୍ଦିର ବେଢା ଭିତରେ ସାମାଜିକ ଦୂରତ୍ୱ ରଖି…
ମାଲଗାଡି ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ
କେନ୍ଦୁଝର,୧୧ ।୩(ଓଡିଶା ଭାସ୍କର): କେନ୍ଦୁଝର ଅନ୍ତର୍ଗତ ବଡବିଲ ରେଳ ଷ୍ଟେସନରେ ଏକ ମାଲଗାଡି ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ । ବଲାଣି ସାଇଡିଙ୍ଗ ଅଭିମୁଖେ ଯାଉଥିବା ବେଳେ ଇଞ୍ଜିନରେ ଲାଗିଯାଇଥିଲା ନିଆଁ । ୪୦ ମିନିଟ…