Browsing Category

ରାଜ୍ୟ

ଆସିଲା ୫୫ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ୫୫ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । ସେ ୭,୮,୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଛି । ୨୨ମାର୍ଚ୍ଚରୁ…

ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର):ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ସେହି କରୋନା ଆକ୍ରାନ୍ତଙ୍କ ବୟସ ୩୫ବର୍ଷ ବୋଲି ଜଣାପଡ଼ିଛି । ସେ…

ଶ୍ରୀକ୍ଷେତ୍ରରେ ହନୁମାନଙ୍କୁ ନେଇ ରହିଥିବା ପୌରାଣିକ କାହାଣି କହିଲେ ବାଗଚୀ

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ ହେଉଛି ।…

ହଟିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣା

କଟକ, ୧୩ା୪(ଓଡ଼ିଶା ଭାସ୍କର): ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ଯାଜପୁରର…

ରଥଯାତ୍ରା ଓ ଚନ୍ଦନ ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

ପୁରୀ, ୧୩ା୪(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରା ଓ ଚନ୍ଦନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଦାରଙ୍କୁ ଚିଠି ଲେଖାଯାଇଛି । ଓଡ଼ିଆ ପର୍ବ ଅକ୍ଷୟ…

ବାଲେଶ୍ୱର, ଜୟପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ବାଲେଶ୍ୱର / ଜୟପୁର, ୧୩ା୪ (ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ସୋମବାର ରାଜ୍ୟର ବାଲେଶ୍ୱର ଓ ଜୟପୁରରେ ଗୋଟିଏ ଲେଖାଏଁ କୋଭିଡ୍ ହସ୍ପିଟାଲ…

ଜାଣନ୍ତୁ, ଲକଡାଉନ ସମୟରେ କେଉଁ କାର୍ଯ୍ୟ କରିହେବ

ଭୁବନେଶ୍ୱର, ୧୩ା୪ (ଓଡ଼ିଶା ଭାସ୍କର): ଲକ୍ଡାଉନ୍ରେ କେତେକ କାର୍ଯ୍ୟ କରାଯାଇପାରିବ ବୋଲି ସୋମବାର ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଲକ୍ଡାଉନ୍ ସମୟରେ କୃଷି ସମ୍ପର୍କୀତ କାର୍ଯ୍ୟ ଜାରି ରହିପାରିବ ବୋଲି କୁହାଯାଇଛି…

ଏପ୍ରିଲ ୧୫ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ: ଏସଆରସି

ଭୁବନେଶ୍ୱର,୧୩ା୪(ଓଡିଶା ଭାସ୍କର): ଆଜି ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ଯାଏଁ…

ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ଼-୧୯ ନମୁନା ପରୀକ୍ଷା

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ଏମକେସିଜି ମେଡ଼ିକାଳ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭିଡ଼-୧୯ନମୁନା ପରୀକ୍ଷା । ଖୁବଶୀଘ୍ର ଭିମସାରରେ ମଧ୍ୟ ଆରମ୍ଭ ହେବ କୋଭିଡ଼ ୧୯ ନୁମନା ପରୀକ୍ଷଣ । ଏନେଇ ସ୍ୱାସ୍ଥ୍ୟ ଓ…

ମହା ବିଷୁବ ସଂକ୍ରାନ୍ତି ଓ ରାଜଧାନୀ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ଆଜି ହେଉଛି ପବିତ୍ର ମହା ବିଷୁବ ସଂକ୍ରାନ୍ତି । ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ମଧ୍ୟ…